ମାଲକାନଗିରି :୧୦୨୫ କିଲୋ ଗ୍ରାମ ଗଞ୍ଜେଇ ଜବତ , ଜଣେ ଗିରଫ…
ମାଲକାନଗିରି :ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମ ଭି -୭୯ ଥାନା ଅନ୍ତର୍ଗତ ଏମ ଭି - ୯୬ ଗ୍ରାମ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଥିବା ସୂଚନା ମିଳିଛି । ଶନିବାର ଦିନ ସନ୍ଧ୍ୟା ସମୟରେ ଏକ କଣ୍ଟେନର ରେ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବା ସୂଚନା ପାଇ ଏମ ଭି -୭୯ ପୁଲିସ ଓ!-->…