ନିର୍ମାଣଧିନ ପୋଲର କାର୍ଯ୍ୟ ନିମ୍ନ ମାନର ହେତୁ ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ଗ୍ରାମବାସୀଙ୍କ…
ମାଲକାନଗିରି,୧୦/୦୨ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଚିମଟାପାଲି ପଞ୍ଚାୟତର ଏମଭି-୧୧୯ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାରେ ପୋଲ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଜିଲ୍ଲାର ଆରଡି-୨ ବିଭାଗ ପକ୍ଷରୁ ଏହି କାର୍ଯ୍ୟ ନେଇ ପୂର୍ବରୁ ଟେଣ୍ଡର ପ୍ରକାଶ ପାଇଥିବା ବେଳେ ଏହି!-->…