ଘରେ ପଶି ଦଳିଦେଲା ଦନ୍ତା
ବେଗୁନିଆ: ଘରେ ପଶି ମାରିଲା ଦନ୍ତା ହାତୀ । ଦୋକାନ ଘର ଭାଙ୍ଗିବା ସହ ଜଣଙ୍କୁ ଦଳିଦେଲା । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ସିକୋ ନିକଟ ଖଡ଼ିପଦର ଗାଁରେ ହାତୀ ଉପଦ୍ରବ। ମୃତକ ହେଲେ ଶଙ୍କର ରାଉତରାୟ । ପ୍ରତିବାଦରେ ରଣପୁର-ପୁରୀ ଜଗନ୍ନାଥ ସଡ଼କ ଅବରୋଧ କରିଛନ୍ତି ଗ୍ରାମବାସୀ ।
ଆଜି!-->!-->!-->…