ଜ଼ିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜବରଦଖଲ ଉଛେଦ
କୋରାପୁଟ /କୋଟପାଡ଼ : କୋରାପୁଟ ଜ଼ିଲ୍ଲା କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ସରକାରୀ ସ୍ଥାନରେ ବେଆଇନ ଜବରଦଖଲକାରିଙ୍କ ଉଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଛି l ଜ଼ିଲ୍ଲାପାଳଙ୍କ କଡା ନିର୍ଦ୍ଦେଶକୁ ପାଳନ କରି ଏହି ପ୍ରକ୍ରିୟା ଆରମ୍ଭ କରାଯାଇଥିବା ପ୍ରକାଶ କରିଛନ୍ତି କୋଟପାଡ଼!-->!-->!-->…