ଡ଼. ବିଜୟ ଚନ୍ଦ୍ର ମହାରଣାଙ୍କୁ ସାହିତ୍ୟ ସୃଜନୀ ସମ୍ମାନ
ବ୍ରହ୍ମପୁର : ଯାଜପୁର ଜିଲ୍ଲା ର ବଡ଼ଚଣା ସ୍ଥିତ ଅଭିମନ୍ୟୁ ସାମନ୍ତ ସିଂହାର ସାହିତ୍ୟ ସୃଜନୀ ର ଚତୁର୍ଥ ବାର୍ଷିକ ଉତ୍ସବ କଟକ ର ଶ୍ରୀରାମ ଚନ୍ଦ୍ର ଭବନ ରେ ଅନୁଷ୍ଠିତ ହୋଇ ଯାଇଛି l ଅନୁଷ୍ଠାନ ର ସଭାପତି ଡ଼.ନିରଞ୍ଜନ ପଣ୍ଡi ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସମାରୋହ ରେ ମୁଖ୍ୟ!-->…