ଆତ୍ମ ସମର୍ପଣ ଲାଗି ରାଜ୍ୟ ସରକାରଙ୍କୁ ଚିଠି ଲେଖିଲେ ଟପ୍ ମାଓନେତା
ରାୟଗଡା : ଆତ୍ମ ସମର୍ପଣ ଲାଗି ରାଜ୍ୟ ସରକାରଙ୍କୁ ଟପ୍ ମାଓନେତାଙ୍କ ଚିଠି । ୪ଟି ସର୍ତ୍ତ ରଖି ଆତ୍ମ ସମର୍ପଣ ପାଇଁ ଗୃହ ବିଭାଗକୁ ଚିଠି ଲେଖିଲେ ଟପ ମାଓ ନେତା ନିଖିଲ ଓ ଇନ୍ଦୁ । ସରକାରଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଅସ୍ତ୍ରତ୍ୟାଗ କରିବା ସହ ସମାଜର ମୁଖ୍ୟସ୍ରୋତରେ ସାମିଲ!-->…