ଆସିକା ବଡ଼ଖୋଲି ଠାରେ ବାଲି ଚାଲାଣ କୁ କେନ୍ଦ୍ର କରି ଗ୍ରାମବାସୀ ବାଲି ମାଫିଆ ମୁହାଁ ମୁହିଁ…..!
କାହା ଚାପରେ ପ୍ରଶାସନ ଜଳକା ….!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବ୍ଲକ ଅନ୍ତର୍ଗତ ବଡ଼ ଖୋଲି ଗ୍ରାମବାସୀ ବେଆଇନ ବାଲି ଚାଲାଣ କୁ ବିରୋଧ କରିବାରୁ ବାଲି ମାଫିଆଙ୍କ ସହ ମୁହାଁ ମୁହିଁ ପରିସ୍ଥିତି ଉପୁଜିଥିଲା। ଆଜି ସକାଳେ ଧନିଯା ବାଲି ଘାଟ ରୁ ରୀତିମତ ବାଲି ଚାଲାଣ ହେବା ଫଳରେ ବଡ଼ଖୋଲି!-->…