ଗଞାମ ଜିଲ୍ଲା ଅବସରପ୍ରାପ୍ତ ପୋଲିସ ଅଫିସର ସଂଘ ତରଫରୁ କମ୍ବଳ ବଣ୍ଟନ…

newyr25

ବ୍ରହ୍ମପୁର : ଗଞାମ ଜିଲ୍ଲା ଅବସରପ୍ରାପ୍ତ ପୋଲିସ ଅଫିସର ସଂଘ ,ବ୍ରହ୍ମପୁର ତରଫରୁ ସଭାପତି ପ୍ରକାଶ ଚନ୍ଦ୍ର ସାହୁ ଓ କାର୍ଯକାରି ସଭାପତି ଶାନ୍ତନୁ କୁମାର ପାଢୀ ଙ୍କ ନେତୃତ୍ବରେ ବ୍ରହ୍ମପୁରରେ ବିଭିନ୍ନ ସ୍ଥାନରେ ଶୀତରେ ଥରି ଅସହାୟ ଅବସ୍ଥାରେ ଶୋଇଥିବା ବ୍ୟକ୍ତି ମାନଙ୍କୁ ଗତ ତା୩୦.୦୧.୨୬ରିଖ ରାତିରେ କମ୍ବଳ ବଣ୍ଟନ କରାଯାଇଥିଲା । ସୂଚନା ଥାଉକି ଅବସରପ୍ରାପ୍ତ ପୋଲିସ ଅଫିସର ସଂଘ ପୂର୍ବରୁ ମଧ୍ୟ ଅନେକ ଜନହିତକାରୀ କାର୍ଯ୍ୟ କରି ଆସୁଛି ଗତ କାଲିର ଅସହାୟ ଲୋକଙ୍କୁ କମ୍ବଳ ବଣ୍ଟନ ସହରର ବୁଦ୍ଧିଜୀବୀ ଓ ସାଧାରଣ ରେ ପ୍ରଶଂସା ସାଉଁଟି ଛନ୍ତି l

Leave A Reply

Your email address will not be published.