ପ୍ରୟାଗରାଜରେ ଟ୍ରେନିଂ ବେଳେ ପୋଖରୀରେ ଖସିପଡ଼ିଲା ବାୟୁସେନା ବିମାନ

ପ୍ରୟାଗରାଜ : ପ୍ରୟାଗରାଜରେ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ । ଏୟାରକ୍ରାଫ୍ଟ ହଠାତ୍ ଆକାଶରେ ହଲିବାକୁ ଆରମ୍ଭ କରି ସହର ମଝିରେ ଥିବା ପୋଖରୀରେ ଖସିପଡିଥିଲା । ଏହି ଘଟଣା କେପି କଲେଜ ପଛରେ ଥିବା ପୋଖରୀରେ ଘଟିଛି । ସ୍ଥାନୀୟ ଲୋକ ଘଟଣା ବିଷୟରେ ପୋଲିସ ଓ ପ୍ରଶାସନକୁ…

ସ୍କୁଲ ଭ୍ୟାନରୁ ପଡି ଛାତ୍ର ମୃତ

ବିହାର : ବିହାର ଦରଭଙ୍ଗାରେ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସଦର ଥାନା ଅଞ୍ଚଳରେ ଲୋଆମ ଗାଁ ସ୍ଥିତ ଏକ ସ୍କୁଲ ଭ୍ୟାନରୁ ପଡି ଛାତ୍ରର ଜୀବନ ଚାଲିଯାଇଛି । ଫଳରେ ପିଲାର ପରିବାରର ଶୋକର ଛାୟା ଖେଳିଯାଇଛି । ଖବର ମୁତାବକ, ସ୍କୁଲ ଭ୍ୟାନ ୬ ଜଣ ପିଲାଙ୍କୁ ନେଇ ଘରକୁ…

ବିଧାୟକଙ୍କ ଦ୍ଵାରା ବିଭି ରାମଜୀକୁ ନେଇ ଜନଜାଗରଣ କାର୍ଯ୍ୟକ୍ରମ

ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ମାଲକାନଗିରି ବିଧାୟକ ନରସିଂହ ମାଡକାମିଙ୍କ ନେତୃତ୍ବରେ ବିଭି ରାମଜୀକୁ ନେଇ ଜନଜାଗରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ପଡିଆ ବ୍ଲକ ବାପନପଲ୍ଲୀ ପଞ୍ଚାୟତ ସଦର ମହକୁମାରେ ଥିବା ସପ୍ତାହିକି ହାଟ…

ନାସାରୁ ଅବସର ନେଲେ ସୁନୀତା ୱିଲିୟମ୍ସ

ନୂଆଦିଲ୍ଲୀ : ଭାରତୀୟ ବଂଶୋଦ୍ଭବ ତଥା ନାସାର ମହାକାଶଚାରୀ ସୁନୀତା ଓ୍ୱିଲିୟମ୍ସ ଅବସର ଗ୍ରହଣ କରିଛନ୍ତି । ଦୀର୍ଘ ୨୭ ବର୍ଷ ଧରି ନାସାରେ କାମ କରିବା ପରେ ଅବସର ନେଇଛନ୍ତି ସୁନୀତା । ମଙ୍ଗଳବାର ଏନେଇ ନାସା ଘୋଷଣା କରିଛି । ତାଙ୍କର ୧୦ ଦିନିଆ ମହାକାଶ ମିଶନ ଆନ୍ତର୍ଜାତୀୟ ମହାକାଶ…

ଯାନ୍ତ୍ରିକ ତ୍ରୁଟି ଲାଗି DC ଅଞ୍ଚଳରେ ଅବତରଣ କଲା ଟ୍ରମ୍ପଙ୍କ ବିମାନ

ଆମେରିକା : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଆଜି ଟ୍ରମ୍ପଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଛି । ଟ୍ରମ୍ପ ସ୍ବିଜରଲ୍ୟାଣ୍ଡ ଯାତ୍ରା କରୁଥିବା ସମୟରେ ଏପରି ଘଟଣା ଦେଖିବାକୁ ମିଳିଛି ବୋଲି କୌଣସି ଏକ ସୂତ୍ରରୁ…

ନବୀନଙ୍କୁ ଭେଟିଲେ ପାଟକୁରା ନିବାସୀ

ଭୁବନେଶ୍ବର: ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ କରିବା ଘଟଣାରେ ବୁଧବାର ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଲେ ବିଜେଡିର ପାଟକୁରାବାସୀ। ଆଜି ନବୀନ ନିବାସରେ ନବୀନଙ୍କୁ ଭେଟିଥିଲେ ବିଜେଡିରପାଟକୁରାବାସୀ। କିଛି ଦିନ ପୂର୍ବେ ଦଳ ବିରୋଧୀ କାର୍ଯ୍ୟ କରିଥିବା ଘଟଣାରେ  ଅରବିନ୍ଦଙ୍କୁ ଦଳରୁ…

ଦକ୍ଷିଣ ଓଡିଶାରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ଟିପିଏସ୍ଓଡିଏଲ୍ ତରଫରୁ ବ୍ୟାପକ ଅଭିଯାନ

• ବିଦ୍ୟୁତ ଆଘାତରୁ ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଯୋଗାଇବା ପାଇଁ ବିଦ୍ୟୁତ ଲାଇନ ଉନ୍ନତୀକରଣ• ବନ ବିଭାଗ ସହ ମିଳିତ ଭାବେ ପାଟ୍ରୋଲିଂ ବ୍ରହ୍ମପୁର : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ତରଫରୁ ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଦକ୍ଷିଣ…

ସମ୍ବଲପୁର ବିଶ୍ୱବିଦ୍ୟାଳୟ ଛାତ୍ରାବାସରେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବୁର୍ଲା : ସମ୍ବଲପୁର ବିଶ୍ୱବିଦ୍ୟାଳୟ ଛାତ୍ରାବାସରେ ପିଜି ଛାତ୍ରଙ୍କ ଆତ୍ମହତ୍ୟା । ଛାତ୍ର ଜଣକ ଅବସାଦ ଗ୍ରସ୍ତ ରହିଥିବା ସୂଚନା ।ସମ୍ବଲପୁର ବିଶ୍ୱବିଦ୍ୟାଳୟ ଛାତ୍ରାବାସରେ ପିଜି ଦ୍ଵିତୀୟ ବର୍ଷ ଛାତ୍ରଙ୍କ ଆତ୍ମହତ୍ୟା । ମୃତ ଛାତ୍ର ଜଣକ ହେଲେ ଅର୍ଥନୀତି ବିଭାଗର ସୁରଜ କୁଜୁର । ତାଙ୍କ ଘର…

କନ୍ଧମାଳ-ରାୟଗଡା ଜିଲ୍ଲା ସୀମାନ୍ତରେ ପୁଣି ଲାଗିଲା ମାଓବାଦୀ ପୋଷ୍ଟର

ବାଲିଗୁଡା : ପୁଣି ଲାଗିଲା ମାଓବାଦୀ ପୋଷ୍ଟର କନ୍ଧମାଳ - ରାୟଗଡ଼ା ଜିଲ୍ଲା ସୀମାନ୍ତ ବର୍ତ୍ତୀ କୋଟଗଡ ବ୍ଲକ ନିକଟସ୍ଥ ତେଲେଙ୍ଗା ପଦର ଛକରେ କିଛି ଦିନର ନୀରବତା ପରେ ପୁଣି ଜିଲ୍ଲା ସୀମାନ୍ତ ରେ ମାଓବାଦୀ ଙ୍କ ଉପସ୍ଥିତି ଜାହିର କରି ମାଓବାଦୀ ମାନେ ବ୍ୟାନର ମାରିଥିବା ଦେଖିବାକୁ ମିଳିଛି l…

ଆମ ବସ୍ ଚଳାଇବା ଲାଗି ତାଲିମ ନେବେ ୨୦ ମହିଳା

ଭୁବନେଶ୍ବର: ଆମ ବସ୍ ଚଳାଇବେ ମହିଳା । ଏହାସହ କେବଳ ମହିଳାଙ୍କ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍ । ସେଥିପାଇଁ ପ୍ରଥମ ପର୍ଯ୍ୟାୟରେ ୨୦ ଜଣ ମହିଳାଙ୍କୁ ଟ୍ରେନିଂ ଦିଆଯିବ । ସେମାନେ ସବୁ ହେଭି ଭେଇକିଲ ଚଳାଇବା ପାଇଁ ଲାଇସେନ୍ସପ୍ରାପ୍ତ । ତାଲିମ ପାଇଁ ପୁନେ…