ବିଜେଡିକୁ ଦୁର୍ବଳ କରିବାକୁ ଷଡଯନ୍ତ୍ର ଚାଲିଥିଲା: ଲେନିନ ମହାନ୍ତି

ଭୁବନେଶ୍ୱର: ବିଜେଡି ବିରୋଧରେ ଚାଲିଥିଲା ମିଡ୍‌ ଡେ ଅପରେସନ । ଦଳକୁ ଦୁର୍ବଳ କରିବାକୁ ଏକ ବଡ ଷଡଯନ୍ତ୍ର କରାଯାଇଥିଲା । ଯାହାକୁ ଶକ୍ତ ଧକ୍କା ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମିଡ୍‌ ଡେ’ ଅପରେସନ ବି ଫେଲ୍‌ ହୋଇଛି ବୋଲି ଗଣମାଧ୍ୟମରେ ବିସ୍ଫୋରକ ବୟାନ ଦେଇଛନ୍ତି ବିଜେଡି…

କନ୍ଧମାଳରେ ଅସମ୍ଭାଳ ଜାଡ଼, ୨.୬ ଡିଗ୍ରୀରେ ଥରୁଛି ଜି.ଉଦୟଗିରି

ଜି.ଉଦୟଗିରି : ୨.୬ ଡିଗ୍ରୀରେ ଥରୁଛି ଜି.ଉଦୟଗିରି । କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ଅଞ୍ଚଳରେ ହଠାତ୍ କିଛି ଦିନ ହେଲା ପାରଦ ପୁଣି ତଳମୁହାଁ । କୋହଲା ପବନ ସାଙ୍ଗକୁ ଅସହ୍ୟ ଜାଡ ଅନୁଭୂତ ହେଉଛି । ଗତକାଲି ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା୨.୬…

ଓଡ଼ଗାଁ ଥାନା ଅଂଚଳରେ ଅବକାରୀ ଚଢ଼ାଉ: ୫ ଲିଟର ଦେଶୀ ମଦ ସହିତ ଗୁଟ୍‌ଖା ଜବତ ଓ ଜଣେ ଗିରଫ

ନୟାଗଡ଼ : ନୟାଗଡ଼ ଜିଲ୍ଲା ପୋଲିସ ତରଫରୁ ଆରମ୍ଭ ହୋଇଥିବା ଅପରେସନ ଷ୍ଟ୍ରାଇକ ଜାରି ରହିଥିବା ବେଳେ ବାହାଡ଼ାଝୋଲା ଫାଣ୍ଡି ବେରୁଆଁବାରୀ ଗାଁରେ ପୋଲିସ ଚଢ଼ାଉ ବେଳେ ୫ ଲିଟର ଦେଶୀ ମଦ ଜବତ କରିବା ସହିତ ଜଣକୁ ଗିରଫ କରାଯାଇଛି।ଗିରଫ ଜଣକ ବେରୁଆଁବାରୀ ଗାଁର ପ୍ରଦୀପ ସାହୁ (୩୮)। ଓଡ଼ଗାଁ…

ହାଡଭଙ୍ଗା ଶୀତରେ ଥରୁଛି ବାଲିଗୁଡା ସହର: କୃଷି, ଶ୍ରମିକ, ବ୍ୟବସାୟୀକ କାର୍ଯ୍ୟକ୍ଷେତ୍ର ହେଉଛି ବାଧାପ୍ରାପ୍ତ

ବାଲିଗୁଡା : ସମଗ୍ର ବାଲିଗୁଡା ଉପଖଣ୍ଡ ରେ ଦିନକୁ ଦିନ ଥଣ୍ଡା ବୃଦ୍ଧି ପାଇବାରେ ଲାଗିଛି, କମିବାର ନାଁ ଧରୁନି, ଦିନ ହେଉ କି ରାତି ଜାଡ଼ରେ ଥରୁଛି ସମଗ୍ର ଅଞ୍ଚଳ l ଦିନ ରାତି ପିଲାଠୁ ବୁଢା ଯାଏଁ ନିଆଁ ଲଗାଇ ପାଖରେ ବସି ରହୁଥିବା ଦେଖିବାକୁ ମିଳୁଛି l ଗତ କିଛି ଦିନ ଧରି ପାରଦ ତଳମୁହାଁ…

ନବୀନଙ୍କୁ ଭେଟିଲେ ଅଖିଳେଶ ଯାବଦ

ଭୁବନେଶ୍ୱର : ଅଖିଳେଶ ଓ ନବୀନଙ୍କ ଭେଟଘାଟନେଇ ବଢିଲା ଚର୍ଚ୍ଚା  l  ଓଡିଶା ଗସ୍ତରେ ଥିବା ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଆଜି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି  l ଏହି  ଭେଟ ଘାଟକୁ ନେଇ ଅଖିଳେଶ କହିଛନ୍ତି, “ନବୀନଙ୍କ ଭଲ…

ଡିଜେ ସାଉଣ୍ଡରେ ଚାଲିଗଲା ଜୀବନ ! ରାସ୍ତା ଅବରୋଧ କଲେ ଗ୍ରାମବାସୀ

ଟିଟିଲାଗଡ : ଡିଜେ ସାଉଣ୍ଡ ଯୋଗୁ ଚାଲିଗଲା ଜୀବନ । ଡିଜେ ସାଉଣ୍ଡରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବା ଅଭିଯୋଗ । ମୃତଦେହ ରଖି ଖୁଣ୍ଟୁଣୀ-ନରସିଂହପୁର ୬୫ ନମ୍ୱର୍ ରାଜ୍ୟ ରାଜପଥରେ ରାସ୍ତା ଅବରୋଧ କଲେ ଗ୍ରାମବାସୀ । ଗତକାଲି ରାତିରେ ତିଗିରିଆ ଥାନା ନୂଆପାଟଣା…

ସୁପାରୀ ଦେଇ ସାନଭାଇକୁ ହତ୍ୟା କଲା ବଡ଼

ବଲାଙ୍ଗୀର: ଭାଇ ହେଲା ଭଗାରୀ ।  ସୁପାରୀ ଦେଇ ସାନଭାଇକୁ ହତ୍ୟା କଲା ବଡ଼ ଭାଇ ।  ଗତ ୨ ତାରିଖରେ ବଲାଙ୍ଗୀର ଜିଲ୍ଲା ତୁଷୁରା ତେଲନଦୀ ବ୍ରିଜ ତଳୁ ସାନଭାଇ ନାଟରାଜ ଥନାପତିଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।  ନାଟରାଜଙ୍କ ବଡଭାଇ ନବ ଥାନାପତି ସୁପାରୀ ଦେଇ ତାଙ୍କୁ ହତ୍ୟା କରିଥିବା…

୬ ଡକାୟତଙ୍କୁ କାବୁ କଲା ଜିଆରପି

ଭୁବନେଶ୍ବର: ଦିନରେ ଦୋକାନୀ, ରାତିରେ ଡକାୟତି । ରେଳ ଷ୍ଟେସନ ପାଖରୁ ୬ଜଣ ଅଭିଯୁକ୍ତଙ୍କୁ କାବୁ କଲା ଜିଆରପି । ଅଭିଯୁକ୍ତମାନେ ରେଳ ଯାତ୍ରୀଙ୍କୁ ଟାର୍ଗେଟ କରୁଥିଲେ । ସୁବିଧା ଓ ମୌକା ଦେଖି ଲୁଟପାଟ କରୁଥିଲେ । ଏଭଳି ଡକାୟତି କରୁଥିବା ଛଅ ଜଣଙ୍କୁ ଗିରଫ…

କାର୍ଯ୍ୟରେ ଅବହେଳା କଲେ ଚାକିରିରୁ ବିଦା ହେବେ ଅଧ୍ୟାପକ

ଭୁବନେଶ୍ବର: ଅଧ୍ୟାପକମାନଙ୍କୁ ସରକାରଙ୍କ ଚେତାବନୀ । କାର୍ଯ୍ୟରେ ଅବହେଳା କଲେ ଚାକିରିରୁ ବିଦା ହେବେ । ଅପାରଗ ଅଧ୍ୟାପକଙ୍କୁ ଦିଆଯିବ ବାଧ୍ୟତାମୂଳକ ଅବସର । ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରରେ ବଡ଼ ଧରଣର ସଂସ୍କାର ଆଣିବା ପାଇଁ ଓଡ଼ିଶା ସରକାର ଏକ କଠୋର ପଦକ୍ଷେପ…

୧୯ରେ ସକ୍ରିୟ ହେବ ପଶ୍ଚିମା ଝଡ଼: ବଢ଼ିବ ରାତି ତାପମାତ୍ରା, କମିବ ଶୀତ

ଭୁବନେଶ୍ବର: ପଶ୍ଚିମା ଝଡ଼ର ପ୍ରଭାବ । ବଢ଼ିବ ରାତି ତାପମାତ୍ରା, କମିବ ଶୀତ । ଦୁଇ ଦିନ ପରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବଢ଼ିବ । ୧୯ ତାରିଖରେ ପୁଣି ପଶ୍ଚିମା ଝଡ଼ ସକ୍ରିୟ ହେବ । ଫଳରେ ତାପମାତ୍ରା ଆହୁରି ବଢିବ । ୫…