ଓଡ଼ଗାଁ ଥାନା ଅଂଚଳରେ ଅବକାରୀ ଚଢ଼ାଉ: ୫ ଲିଟର ଦେଶୀ ମଦ ସହିତ ଗୁଟ୍‌ଖା ଜବତ ଓ ଜଣେ ଗିରଫ

newyr25

ନୟାଗଡ଼ : ନୟାଗଡ଼ ଜିଲ୍ଲା ପୋଲିସ ତରଫରୁ ଆରମ୍ଭ ହୋଇଥିବା ଅପରେସନ ଷ୍ଟ୍ରାଇକ ଜାରି ରହିଥିବା ବେଳେ ବାହାଡ଼ାଝୋଲା ଫାଣ୍ଡି ବେରୁଆଁବାରୀ ଗାଁରେ ପୋଲିସ ଚଢ଼ାଉ ବେଳେ ୫ ଲିଟର ଦେଶୀ ମଦ ଜବତ କରିବା ସହିତ ଜଣକୁ ଗିରଫ କରାଯାଇଛି।ଗିରଫ ଜଣକ ବେରୁଆଁବାରୀ ଗାଁର ପ୍ରଦୀପ ସାହୁ (୩୮)। ଓଡ଼ଗାଁ ପୋଲିସ ୧୭/୨୦୨୬ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛନ୍ତି । ଓଡ଼ଗାଁ ଥାନା ଅଂଚଳରେ ପୋଲିସ ନିୟମିତ ଚଢ଼ାଉ କରି ଦୋକାନ ମାନଙ୍କରେ ବିକ୍ରି ହେଉଥିବା ଶହ ଶହ ସଂଖ୍ୟାରେ ଗୁଟଖା ଜବତ କରାଯାଇଛି ।

Leave A Reply

Your email address will not be published.