ଚୋରି ବାଇକ ଚଲାଉଥିଲେ କନଷ୍ଟେବଳ, ନିଲମ୍ବନ କଲେ ଏସପି
ହାପୁଡ: ହାପୁଡ ଜିଲାରେ ଜଣେ ହେଡ୍ କନଷ୍ଟେବଳଙ୍କୁ ଚୋରି ବାଇକ୍ ଚଳାଇବା ଅଭିଯୋଗରେ ନିଲମ୍ବନ କରାଯାଇଛି। ଡିଆଇଜି ରେଞ୍ଜ ମିରଠଙ୍କ ଆଦେଶରେ ଏସପି ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଅଭିଯୁକ୍ତଙ୍କ ବିରୁଦ୍ଧରେ ବିଭାଗୀୟ ଯାଞ୍ଚ ମଧ୍ୟ ଆରମ୍ଭ ହୋଇଯାଇଛି। ଶନିବାର ପୁଲିସ ଷ୍ଟେସନ ପରିସରରେ ଏହି!-->…