ଜଗନ୍ନାଥ ଏକ୍ସପ୍ରେସ ବସ ଦୁର୍ଘଟଣା, ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅଳ୍ପକେ ବର୍ତିଲେ ଯାତ୍ରୀ…
ମାଲକାନଗିରି,୫।୧ ମାଲକାନଗିରି ସଦର ନିକଟରେ ଏକ ଜଗନ୍ନାଥ ଏକ୍ସପ୍ରେସ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି। ତେବେ ବସ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅଳ୍ପକେ ବଡ ଧରଣର ଅଘଟଣରୁ ବର୍ତ୍ତୀ ଯାଇଛନ୍ତି ୩୦ରୁ ଊର୍ଦ୍ଧ୍ଵ ଯାତ୍ରୀ। ସୂଚନା ଅନୁଯାୟୀ, ନବରଙ୍ଗପୁ ଜିଲ୍ଲା ରାଇଘରରୁ ହାଇଦ୍ରାବାଦ ଅଭିମୁଖେ!-->…