ଶ୍ରୀମନ୍ଦିରରେ ଜୋତା, ତଦନ୍ତ ଦାବି କଲେ ସେବାୟତ
ପୁରୀ : ଶ୍ରୀମନ୍ଦିରରେ ଜୋତା । ଭିତର ଭଣ୍ଡ ଦ୍ୱାର ବା ଭୋଗ ମଣ୍ଡପ ଦ୍ୱାର ନିକଟକୁ କେହି ଜଣେ ଜୋତା ନେଇଥିଲେ । ସେଠାରେ ଜୋତା ଥିବା ଦେଖିବା ପରେ ଜଣେ ସେବାୟତ ମନ୍ଦିର ଭିତରୁ ହାତରେ ଧରି ବାହାରକୁ ଆଣିବା ସହ ପୋଲିସକୁ ଜଣାଇଥିଲେ । ଜୋତା ଭୋଗ ମଣ୍ଡପ ଦ୍ୱାର ପର୍ଯ୍ୟନ୍ତ କେମିତି ଗଲା!-->…