ଓଡିଶା ଆସିକା ଅଞ୍ଚଳ ରେ ଥିବା ବେଆଇନ ବାଲି ଘାଟ ବନ୍ଦ କରିବାକୁ ପ୍ରଶାସନ ର ଏତେ ଭୟ କାହାକୁ ….! Nisarta News Jan 1, 2026 0 କୁଆଡେ ଗଲା ମନ୍ତ୍ରୀଙ୍କ ବାହୁସ୍ପଟ...
ଦେଶ ସୁଡଙ୍ଗ ଭିତରେ ଟ୍ରେନ ଦୁର୍ଘଟଣା : ୬୫ ଯାତ୍ରୀ ଆହତ Nisarta News Dec 31, 2025 0 ଉତ୍ତରାଖଣ୍ଡର: ଉତ୍ତରାଖଣ୍ଡରରେ ସୁଡ଼ଙ୍ଗରେ ଦୁଇଟି ପ୍ରକଳ୍ପରେ ନିୟୋଜିତ ରେଳଗାଡ଼ି ମଧ୍ୟରେ ଧକ୍କା ହୋଇଛି । ଫଳରେ ୬୫ଜଣ ଆହତ ହୋଇଛନ୍ତି । ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାର ପିପାଲକୋଟୀ ଅଞ୍ଚଳ ତେହରି ଜଳବିଦ୍ୟୁତ୍ ଉନ୍ନୟନ ନିଗମ (THDC) ଜଳବିଦ୍ୟୁତ୍ ପ୍ରକଳ୍ପ ସୁଡଙ୍ଗରେ ଦୁଇଟି କାର୍ଯ୍ୟରତ!-->…
ଦେଶ ଡଲାର ତୁଳନାରେ ମୁଦ୍ରାର ମୂଲ୍ୟ ହ୍ରାସ; ମୁଦ୍ରାସ୍ଫୀତି ବୃଦ୍ଧିକୁ ନେଇ ଇରାନରେ ବିକ୍ଷୋଭ Nisarta News Dec 31, 2025 0 ତେହରାନ: ଆମେରିକୀୟ ଡଲାର ତୁଳନାରେ ମୁଦ୍ରାର ମୂଲ୍ୟ ହ୍ରାସ ଓ ମୁଦ୍ରାସ୍ଫୀତି ବୃଦ୍ଧିକୁ ନେଇ ଇରାନରେ ବଡ ଧରଣର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମଙ୍ଗଳବାର ରାଜଧାନୀ ତେହରାନରେ ଦୋକାନ ବଜାର ବନ୍ଦ କରିଦିଆଯାଇଛି। ପ୍ରମୁଖ ସହରରେ ଲୋକେ ରାସ୍ତାକୁ ଓହ୍ଲାଇ ସରକାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ!-->…
ଦେଶ ଦିଲ୍ଲୀ ଏନ୍ସିଆରରେ ଘନ କୁହୁଡ଼ି : ବାତିଲ ହେଲା ଶତାଧିକ ବିମାନ Nisarta News Dec 31, 2025 0 ନୂଆଦିଲ୍ଲୀ: ଦିଲ୍ଲୀର ଏନ୍ସିଆର ଅଞ୍ଚଳରେ ପ୍ରବଳ ଘନ କୁହୁଡ଼ି ଦେଖିବାକୁ ମିଳିଛି। କୁହୁଡି ଯୋଗୁଁ ଗାଡି, ଟ୍ରେନ୍ ଓ ବିମାନ ଚଳାଚଳ ପ୍ରଭାବିତ ହୋଇଛି। ଦିଲ୍ଲୀ ଏୟାର୍ପୋର୍ଟରେ ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି ହୋଇଛି। ଯାତ୍ରୀ ମାନଙ୍କୁ ସତର୍କ ରହିବାକୁ ଆଇଏମଡି ପକ୍ଷରୁ ବିଶେଷ ସୂଚନା!-->…
ଦେଶ ଖୋଲି ନପାରି ୨ଟି ଏଟିଏମରେ ଲଗାଇଲେ ନିଆଁ, ଜଳିଗଲା ୩୭ ଲକ୍ଷ Nisarta News Dec 31, 2025 0 ତେଲଙ୍ଗାନା : ତେଲଙ୍ଗାନାର ନିଜାମାବାଦ ଜିଲାରେ ୨ଟି ଏଟିଏମରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେବା ମାମଲା ସାମ୍ନାକୁ ଆସିଛି। ଘଟଣାରେ ୩୭ ଲକ୍ଷ ଟଙ୍କା ସମ୍ପୂର୍ଣ୍ଣ ଜଳିଯାଇଛି। ପୁଲିସ ସୂଚନା ଅନୁସାରେ ଦୁର୍ବୃତ୍ତମାନେ ଏଟିଏମ୍ ମେସିନ୍ ତାଡିନେବାକୁ ଆସିଥିଲେ। ମାତ୍ର ଅସଫଳ ହେବାରୁ ମେସିନରେ!-->…
ଦେଶ ଭାରତ-ପାକିସ୍ତାନ ଯୁଦ୍ଧବିରତି ମଧ୍ୟସ୍ଥତା ନେଇ ଚୀନର ଦାବିକୁ ପ୍ରତ୍ୟାଖ୍ୟାନ କଲା ଭାରତ Nisarta News Dec 31, 2025 0 ଆମେରିକା : ଭାରତ-ପାକିସ୍ତାନ ଯୁଦ୍ଧବିରତିର ମଧ୍ୟସ୍ଥତା ଦାବି ତୀବ୍ର ହୋଇଛି । ପ୍ରଥମେ ଆମେରିକା ମଧ୍ୟସ୍ଥତା ଦାବି କରିଥିବାବେଳେ ଏବେ ଚୀନ ଏହାକୁ ନେଇ ଦାବି କରିଛି । କିନ୍ତୁ ଉଭୟ ଦାବିକୁ ପ୍ରତ୍ୟାଖ୍ୟାନ କରିଛି ଭାରତ । ଯୁଦ୍ଧବିରତିରେ ୩ୟ ପକ୍ଷର ସମ୍ପୃକ୍ତି ନଥିଲା ବୋଲି ଭାରତ!-->…
ଦେଶ ଦୂଷିତ ପାଣି ହେଲା କାଳ: ଇନ୍ଦୋରରେ ଜୀବନ ହାରିଲେଣି ୮, ଅନେକ ହସ୍ପିଟାଲରେ ଭର୍ତ୍ତି Nisarta News Dec 31, 2025 0 ଇନ୍ଦୋର: ଦେଶର ସବୁଠାରୁ ସ୍ୱଚ୍ଛ ସହର ଇନ୍ଦୋର। କିନ୍ତୁ ଏହି ସହରରେ ହଠାତ୍ ଦୂଷିତ ପାଣି ସାଜିଲା କାଳ। ସୂଚନା ଅନୁସାରେ ଭାଗୀରଥପୁରାରେ ଦୂଷିତ ପାଣି ପିଇବା ପରେ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହିତ, ବିଭିନ୍ନ ହସ୍ପିଟାଲରେ ୬୬ରୁ ଅଧିକ ଅସୁସ୍ଥ ଲୋକଙ୍କୁ ଚିକିତ୍ସା କରାଯାଉଛି।!-->…
ଦେଶ କାରରୁ ୧୫୦ କିଲୋ ଆମୋନିୟମ୍ ନାଇଟ୍ରେଟ୍ ଜବତ; ୨ ଗିରଫ Nisarta News Dec 31, 2025 0 ନୂଆଦିଲ୍ଲୀ:ରାଜସ୍ଥାନର ଟୋଙ୍କ ଜିଲ୍ଲାରେ DST (ଜିଲ୍ଲା ସ୍ପେଶାଲ୍ ଟିମ୍) ଦଳ ବିପୁଳ ପରିମାଣର ବିସ୍ଫୋରକ ଜବତ କରିଛି। ନୂଆବର୍ଷର ପାର୍ଟି ପୂର୍ବରୁ ରାଜସ୍ଥାନର ଟୋଙ୍କ ଜିଲ୍ଲାରେ ପୋଲିସର ଜିଲ୍ଲା ସ୍ୱତନ୍ତ୍ର ଦଳ (DST) ଏକ ବଡ଼ ଅଭିଯାନ ଚଳାଇଥିଲେ। ବରୋନି ପୋଲିସ ଷ୍ଟେସନ ଅଞ୍ଚଳରେ ଏକ!-->…
ଦେଶ ଖାଲିଦା ଜିଆଙ୍କ ପୁଅଙ୍କୁ ଭେଟି ମୋଦିଙ୍କ ପତ୍ର ଦେଲେ ଜୟଶଙ୍କର Nisarta News Dec 31, 2025 0 ନୂଆଦିଲ୍ଲୀ: ୩ ଥର ବାଂଲାଦେଶର ପ୍ରଧାନମନ୍ତ୍ରୀ ହୋଇଥିବା ଖାଲିଦା ଜିଆଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ବୁଧବାର ଦିନ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଢାକାରେ ପହଞ୍ଚିଛନ୍ତି। ସେଠାରେ ସେ ଖାଲିଦା ଜିଆଙ୍କ ପୁଅ ତଥା କାର୍ଯ୍ୟକାରୀ ବିଏନପି ଅଧ୍ୟକ୍ଷ ତାରିକ ରହମାନଙ୍କୁ ଭେଟି!-->…
ଦେଶ ପୁଟିନଙ୍କୁ ଟାର୍ଗେଟ ପରେ… ପରାମାଣୁ ମିସାଇଲ ଆକ୍ଟିଭ କଲା ରୁଷ Nisarta News Dec 31, 2025 0 ନୂଆଦିଲ୍ଲୀ:ପରମାଣୁ କ୍ଷମତାସମ୍ପନ୍ନ ଓରେସନିକ କ୍ଷେପଣାସ୍ତ୍ର ପ୍ରଣାଳୀ ମୁତୟନ କଲା ରୁଷ । ମଙ୍ଗଳବାର ଦିନ ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ଘୋଷଣା କରିଛି । ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନ ନିକଟରେ ଡ୍ରୋନ ଆକ୍ରମଣ ପରେ ଏହି ନିଷ୍ପତ୍ତି ନିଆଯାଇଛି । ବେଲାରୁଷ ନିଜ!-->!-->!-->…