ଭଡ଼ା ଟଙ୍କା ମାଗିବାରୁ ଘର ମାଲିକାଣୀଙ୍କ ଜୀବନ ନେଲେ ଭଡ଼ାଟିଆ,

ଉତ୍ତର ପ୍ରଦେଶ: ଭଡ଼ା ଟଙ୍କା ମାଗିବାକୁ ଯାଇଥିଲେ ଯେ ଭଡ଼ାଟିଆଙ୍କ ହାତରେ ମାଲିକାଣୀଙ୍କ ଜୀବନ ଗଲା । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣା ପୁରା ସତ । ଉତ୍ତର ପ୍ରଦେଶର ଗାଜିଆବାଦ ଜିଲ୍ଲାରୁ ଆସିଛି ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ନନ୍ଦଗ୍ରାମ ପୋଲିସ ଷ୍ଟେସନ ଅଞ୍ଚଳର ରାଜନଗର…

ଦୁର୍ଘଟଣାରେ ଦାଦା, ପୁତୁରା ମୃତ

ଚାନ୍ଦବାଲି : ଦୁର୍ଘଟଣାରେ ଦାଦାପୁତୁରା ମୃତ । ଏକାସାଙ୍ଗରେ ଚାଲିଗଲା ଦାଦା ଓ ପୁତୁରାଙ୍କ ଜୀବନ । ଭଦ୍ରକ ଜିଲ୍ଲା ବାଂଶଡା ଧାମରା ମୁଖ୍ୟ ରାସ୍ତାର ଗୁଆଁଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ଉଭୟଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା…

ଖଣ୍ଡଗିରିରୁ ଏମ୍ସ ହେବ ସ୍ବତନ୍ତ୍ର ଆମ୍ବୁଲାନ୍ସ କରିଡର: ପୃଥ୍ବୀରାଜ ହରିଚନ୍ଦନ

ଭୁବନେଶ୍ୱର: ଖଣ୍ଡଗିରିରୁ ଏମ୍ସ ହେବ ସ୍ବତନ୍ତ୍ର ଆମ୍ବୁଲାନ୍ସ କରିଡର। ପୂର୍ତ୍ତବିଭାଗ ସମୀକ୍ଷା ବୈଠକରେ ନିଷ୍ପତ୍ତି ନେଇ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା। ଖଣ୍ଡଗିରିରୁ କଳିଙ୍ଗନଗର ଯାଏ ୩ ଲେନ ସର୍ଭିସ ରୋଡ ପାଇଁ ନିଷ୍ପତ୍ତି ହୋଇଛି। ଏହା ମଧ୍ୟରୁ ଗୋଟିଏ ଲେନ୍‌ ଆମ୍ବୁଲାନ୍ସ ପାଇଁ ରିଜର୍ଭ…

୨୦ ହଜାର ଟଙ୍କାରେ କରିପାରିବେ ଆପାର୍ଟମେଣ୍ଟର କମନ୍ ଏରିଆ ରେଜିଷ୍ଟ୍ରେସନ୍

ଭୁବନେଶ୍ୱର: ଆଉ ଚଳିବନି ବିଲ୍ଡରଙ୍କ ମନମାନି। ସହଜ ହେଲା ଆପାର୍ଟମେଣ୍ଟ କମନ ଏରିଆ ପଞ୍ଜିକରଣ। ଆପାର୍ଟମେଣ୍ଟର କମନ ଏରିଆ ବା ସର୍ବସାଧାରଣ ଅଞ୍ଚଳ ପଞ୍ଜିକରଣକୁ ନେଇ ଉପୁଜିଥିବା ଦ୍ବନ୍ଦ୍ବ ଦୂର ହୋଇଛି। ରାଜ୍ୟ ସରକାର ଏହି ପଞ୍ଜିକରଣକୁ ସହଜ କରିଛନ୍ତି। ରିଅଲ ଇଷ୍ଟେଟ ପ୍ରକଳ୍ପର ସମ୍ପୂର୍ଣ୍ଣ…

ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ମାଓବାଦୀ ନିହତ

ମାଲକାନଗିରି : ଟଳିପଡିଲେ ୩ ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲା ଗୋଲାପାଲ୍ଲୀ ଜଙ୍ଗଲରେ ପୋଲିସ ମାଓବାଦୀ ମୁହାଁମୁହିଁ । ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା । ମାଓ କ୍ୟାମ୍ପରେ ଶତାଧିକ ମାଓବାଦୀ ଲୁଚି ରହି ସୁରକ୍ଷାକର୍ମୀଙ୍କୁ…

ଡିସେମ୍ବର ୨୫ରୁ ଶରଣକୁଳ ସର୍ବ ଭାରତୀୟ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ…

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୁଳ ନାରାୟଣ ହାଇସ୍କୁଲ ଖେଳ ପଡ଼ିଆରେ ଶରଣକୁଳ ସ୍ପୋର୍ଟସ ଆସୋସିଏସନ୍ ଆନୁକୁଲ୍ୟରେ ଡିସେମ୍ବର ୨୫ ତାରିଖରୁ ଶରଣକୁଳ ସର୍ବ ଭାରତ ସ୍ତରୀୟ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ - ୨୦୨୫ ଅନୁଷ୍ଠିତ ହେବ । ୨୫ ତାରିଖ ଉଦ୍ଘାଟନୀ ମ୍ୟାଚରେ ଛତିଶଗଡ ରାଇପୁର…

ଗଞ୍ଜାମ ଜିଲ୍ଲା ରେ ବେଆଇନ ବାଲିଘାଟ ଉପରେ ଚଢ଼ାଉ କେବେ..? : ଆସିକା ଆଲିପୁର,ପଥରା ବେଆଇନ ବାଲି ଘାଟରୁ ପ୍ରଶାସନ ନାଁ…

ମାଫିଆ ମାନଙ୍କ ହାତରେ ହେଉଛି ବଟି ଆଦାୟ….! ପ୍ରଶାସନ ସବୁ ଦେଖି ସବୁ ଜାଣି ନୀରବ.. କୁଆଡେ ଗଲା ପୋଲିସ ର ଅପରେସନ ଧର ପଗଡ଼..?? ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ମାଳ ମାଳ ବେଆଇନ ବାଲି ଘାଟ ପ୍ରଶାସନ ସବୁ ଜାଣି ନୀରବ କାହିଁକି ବୋଲି ସାଧାରଣ ରେ ପ୍ରଶ୍ନ ଉଠିଲାଣି l ଖଣି ବିଭାଗ…

ଲୋକସଭାରେ ତିନିଦିନ ଉପସ୍ଥିତ ପାଇଁ କଂଗ୍ରେସ ସାଂସଦଙ୍କୁ ହ୍ୱିପ୍ ଜାରି

ନୂଆଦିଲ୍ଲୀ: କଂଗ୍ରେସ ଲୋକସଭାରେ ଏକ ସଚେତନ ଜାରି କରିଛି । ଦଳର ସାଂସଦମାନଙ୍କୁ ଆଗାମୀ ତିନି ଦିନ ପାଇଁ ନିମ୍ନ ସଦନରେ ଉପସ୍ଥିତ ରହିବାକୁ ବାଧ୍ୟତାମୂଳକ କରିଛି । କାରଣ ଭିବି-ଜି ରାମ୍ ଜି ଭଳି ଗୁରୁତ୍ୱପୂର୍ଣ୍ଣ ଆଇନ ଏବଂ ଭାରତର ବେସାମରିକ ପରମାଣୁ କ୍ଷେତ୍ରକୁ ପରିଚାଳନା କରୁଥିବା…

ଇଥିଓପିଆ ସଂସଦକୁ ସମ୍ବୋଦକ କଲେ ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଇଥିଓପିଆ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀ । ଆଜି ଏହି ଅବସରରେ ଇଥିଓପିଆ ସଂସଦକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦୀ କହିଛନ୍ତି ଯେ ଏହା ମୋ ପାଇଁ ଗର୍ବର ବିଷୟ କି ଲୋକତନ୍ତ୍ରର ମହିନ୍ଦରକୁ ଆସିଛି । ବନ୍ଧୁତାର ନୂଆ ଅଧ୍ୟାୟ ଲେଖୁଛନ୍ତି ଭାରତ ଓ…

ଭାରତୀୟ ସେନାକୁ ମିଳିଲା ଶେଷ ଆପାଚେ ହେଲିକପ୍ଟର, ଖୁବ୍ ଶୀଘ୍ର ଯୋଧପୁର ୪୫୧ ଆର୍ମି ଏଭିଏସନ୍ ସ୍କ୍ବାଡ୍ରନରେ ହେବ ମୁତୟନ

ନୂଆଦିଲ୍ଲୀ: ଭାରତୀୟ ସେନାକୁ ବଳକା ତିନୋଟି ବୋଇଂ ଆପାଚେ ଆକ୍ରମଣକାରୀ (ଏଏଚ୬୪ଇ) ହେଲିକପ୍ଟର ମିଳିଛି । ଖୁବ୍ ଶୀଘ୍ର ହେଲିକପ୍ଟରଟି ଯୋଧପୁର ସ୍ଥିତ ସେନାର ୪୫୧ ଆର୍ମି ଏଭିଏସନ୍ ସ୍କ୍ବାଡ୍ରନ୍ ସହିତ ଯୋଗଦେବ ବୋଲି ସୂଚନା ମିଳିଛି । ସେନା ସୂଚନା ଅନୁଯାୟୀ, ଆଗାମୀ ଦିନରେ ସମାବେଶ,…