ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା ଆରମ୍ଭ

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ୍‌ (ଓସିଏସ)ର ମୁଖ୍ୟ ଲିଖିତ ପରୀକ୍ଷା ଆସନ୍ତାବର୍ଷ ଜାନୁଆରୀ ୩୧ ଠାରୁ ଆରମ୍ଭ ହୋଇ ଫେବୃଆରୀ ୧୦ ଯାଏଁ ଚାଲିବ। ଏଥିରେ ମୋଟ ୨୪୦୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ପୂବାହ୍ଣ ୯ଟାରୁ ମଧ୍ୟାହ୍ନ ୧୨ଟା…

୧୪ରେ ଓଡିଶା ଆସିବେ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

କଟକ : ଆସନ୍ତା ୧୪ ତାରିଖରେ ଓଡିଶା ଆସୁଛନ୍ତି ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ । ଓଡିଶା ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ଆୟୋଜିତ ସାଧାରଣ ଲୋକଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ, ମାମଲା ଖର୍ଚ୍ଚ ଏବଂ ବିଳମ୍ବ ହ୍ରାସ କରିବା ପାଇଁ ରଣନୀତି ଶୀର୍ଷକ ଆଲୋଚନା…

ନାବାଳିକାକୁ ଦୁଷ୍କର୍ମ: ଘର ମାଲିକ ଗିରଫ

ଭୁବନେଶ୍ୱର : ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ ଘଟଣା ।  ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଘର ମାଲିକ ଗିରଫ ।  ନିଆଳିର ନରେଶ ମହାନ୍ତିକୁ ଗିରଫ କଲା ମହିଳା ଥାନା ପୋଲିସ ।  ଗିରଫ କରି ତାକୁ କୋର୍ଟ ଚାଲାଣ କରାଯାଇଛି ।  ଅଭିଯୁକ୍ତ ଜଣେ ପାନ ଦୋକାନୀ ।  ସେ ତାଙ୍କର କିଛି ଘରକୁ ଭଡ଼ା…

ଭିଜିଲାନ୍ସ ଅଫିସର ପରିଚୟ ଦେଇ ଓଏଏସ ଅଫିସରଙ୍କଠାରୁ ଠକେଇ, ଶଳା-ଭିଣୋଇ ଗିରଫ

କଟକ : ନିଜକୁ ଭିଜିଲାନ୍ସ ଅଫିସର ପରିଚୟ ଦେଇ ବରିଷ୍ଠ ଓଏଏସ ଅଫିସରଙ୍କୁ ଠକେଇ ଅଭିଯୋଗ । ୪ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଶଳା-ଭିଣୋଇ ଗିରଫ । ଭିଜିଲାନସ ଅଧିକାରୀ ଓ ରାଉରକେଲା ପୋଲିସ ମିଳିତ ଚଢ଼ାଉ କରି ସେମାନଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ସୁବର୍ଣ୍ଣପୁର…

ଟୋକନ ଅବ୍ୟବସ୍ଥା, ରାସ୍ତାକୁ ଓହ୍ଲାଇଲେ ଚାଷୀ

ସମ୍ବଲପୁର : ସମ୍ବଲପୁରରେ ଚାଷୀଙ୍କ ଆନ୍ଦୋଳନ। ଟୋକନକୁ ନେଇ ଜିଲ୍ଲାର ୩ଟି ସ୍ଥାନରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ । ରେମେଡ, ସିନ୍ଦୁରପଙ୍କ ଓ ଧମା ଠାରେ ଜାତୀୟ ରାଜପଥ ଅବରୋଧ କରାଯାଇଛି । ଜିଲ୍ଲାରେ ୬୦ ହଜାର ଚାଷୀ ଧାନ ବିକ୍ରି ପାଇଁ ରେଜିଷ୍ଟ୍ରେସନ କରିଥିବାବେଳେ ୧୯ ହଜାର ଚାଷୀଙ୍କ…

ସତ୍ୟବିହାରରେ ଜଳିଗଲା ବାର୍, ନଥିଲା ବିଧିବଦ୍ଧ ଲାଇସେନ୍ସ

ଭୁବନେଶ୍ବର : ରାଜଧାନୀରେ ଭୟାବହ ଅଗ୍ନିକାଣ୍ଡ । ଭୁବନେଶ୍ବର ସତ୍ୟବିହାର ଅଞ୍ଚଳରେ ଜଳିଗଲା ବାର୍ । ହୁତୁହୁତୁ ହୋଇ ଜଳିଲା ବିଲଡିଂ, ଧୂଆମୟ ହେଲା ଅଞ୍ଚଳ । ଘଣ୍ଟାଏ କାଳ କସରତ ପରେ ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବାହିନୀ । ସ୍ଥିତି ଏମିତି ହୋଇଥିଲା ଯେ, ପାଖରେ ଥିବା ଫର୍ଣ୍ଣିଚର…

କଲରାପତରିଆକୁ ବିଷ ଦେଇ ମାରିଦେଲେ ଗ୍ରାମବାସୀ

ବଣାଇ : ବଳଦ ଖାଇଦେବାରୁ ବାଘକୁ ବିଷ । କଲରାପତରିଆକୁ ବିଷ ଦେଇ ମାରିଦେଲେ । ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ତାମରା ରେଞ୍ଜର କୁସୁମଡ଼ିହି ସେକ୍ସନର ଖେସାରା ଜଙ୍ଗଲରୁ ବାଘର ମୃତଦେହ ଠାବ ହୋଇଛି । ଘଟଣାସ୍ଥଳରେ RCCF, DFO ଓ ଅନ୍ୟ ଟିମ୍ ପହଞ୍ଚି ତଦନ୍ତ ଚଳାଇଛନ୍ତି । ମୃତ ବଳଦ…

ମୋକିମଙ୍କ ବୟାନକୁ ନେଇ କଂଗ୍ରେସରେ କନ୍ଦଳ, ଦଳରେ ଦେଖା ଦେଲାଣି ନେତୃତ୍ବ ସଂକଟ

ଭୁବନେଶ୍ବର: ରାଜ୍ୟ କଂଗ୍ରେସରେ ପୁଣି ବାହାରିଲା ପୁରୁଣା ରୋଗ। କଂଗ୍ରେସରେ ଦେଖା ଦେଲାଣି ନେତୃତ୍ବ ସଂକଟ। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ବକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ନିଜ ଦଳର ନେତା। ଦଳ ଭିତରେ ଚାଲିଛି ଛକାପଞ୍ଝା। ମୋକିମଙ୍କ ବୟାନକୁ ନେଇ ତେଜୁଛି କଂଗ୍ରେସ କନ୍ଦଳ।…

ଗୋଷ୍ଠିଗତ ଜଙ୍ଗଲ ସମ୍ବଳ ପରିଚାଳନା ଯୋଜନା ଉପରେ ଉପଖଣ୍ଡସ୍ତରୀୟ କର୍ମଶାଳା

ଜଙ୍ଗଲ ସୁରକ୍ଷା, ପରିଚାଳନା ଓ ପୁନଃର୍ଜନନ ଉପରେ ଗୁରୁତ୍ଵାରୋପସୁନ୍ଦରଗଡ : ଆବାହାମାନ କାଳରୁ ଜଳ, ଜମି, ଜଙ୍ଗଲ, ଜନ୍ତୁ ବହୁମୂଲ୍ୟ ପ୍ରାକୃତିକ ସମ୍ବଳ ଭାବରେ ଜଣ ସମାଜର ଜୀବନ ଧାରଣରେ ଏକ ଅବିଚ୍ଛେଦ ଅଙ୍ଗ ଭାବରେ ରହି ଆସୁଛି। ପିଢି ପିଢି ଧରି ଜଙ୍ଗଲକୁ ଭଲ ପାଇ, ଜଙ୍ଗଲକୁ ସୁରକ୍ଷା ଦେଇ…

ଭାରତ ଉପରେ ୫୦% ଟାରିଫ ଲାଗୁ କଲା ମେକ୍ସିକୋ

ନୂଆଦିଲ୍ଲୀ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି କରିଛି ମେକ୍ସିକୋ। ଆସନ୍ତା ୨୦୨୬ରୁ ଏହି ନୂଆ ବର୍ଦ୍ଧିତ ଶୁଳ୍କ ଲାଗୁ ହେବ। ଭାରତରୁ ଆମଦାନୀ ହେଉଥିବା ବିଭିନ୍ନ ସାମଗ୍ରୀ ବା ଉତ୍ପାଦ ଉପରେ ଶୁଳ୍କ ଲାଗୁ ହେବ। ଭାରତ ସମେତ ଚୀନ ଏବଂ ଅନ୍ୟାନ୍ୟ ଏସୀୟ…