ତାମିଲନାଡୁ ସରକାରଙ୍କ ବଡ଼ ଘୋଷଣା : ବର୍ଷକୁ ମିଳିବ ୩ ମାଗଣା ଗ୍ୟାସ ସିଲିଣ୍ଡର, ଫ୍ରି ବସ୍ ସେବା

ତାମିଲନାଡୁ : ତାମିଲନାଡୁ ସରକାରଙ୍କ ଆଉ ଏକ ବଡ଼ ଘୋଷଣା । ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଟିଭିକେ ସୁପ୍ରିମୋ ବିଜୟ ଗରିବ ପରିବାରକୁ ବାର୍ଷିକ ତିନୋଟି ମାଗଣା ସିଲିଣ୍ଡର ଦେବା ନେଇ ଘୋଷଣା କରିଛନ୍ତି । ଅନ୍ନପୂର୍ଣ୍ଣୀ ସୁପର୍ ସିକ୍ସ ନାମରେ ଏହି ଯୋଜନା ଆରମ୍ଭ ହୋଇଛି । ଏହାଦ୍ୱାରା…

ମାଆକୁ ମାରି ଘରେ ପ୍ଲାଷ୍ଟର କରିଦେଲା ପୁଅ !

ପୁରୀ : ମାଆକୁ ମାରି ଘରେ ପ୍ଲାଷ୍ଟର କରିଦେଲା ପୁଅ  । ପୁରୀ କୁମ୍ଭାରପଡ଼ାରେ ହଇଚଇ । ଭଡ଼ାଘରର ରୋଷେଇ ଘରର ସ୍ଲାବ ତଳେ ଶବ ପୋତି ଦେଇଥିବା ସନ୍ଦେହ କରିଛନ୍ତି ଘର ମାଲିକ । ଘର ମାଲିକ ମନୋରମା ସାହୁଙ୍କ ସୂଚନା ଅନୁଯାୟୀ ଦୁଇ ମାସ ତଳେ  ଜଣେ ମାଆ ଏବଂ ପୁଅ ଆସି ତାଙ୍କ ଘରେ ଆସି ଭଡ଼ା…

ବିଦ୍ୟୁତ୍ ଆଘାତରେ ଦୁଇ ଯୁବ ଚାଷୀ ମୃତ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ସଦର ଥାନା ବେନୁଖଣ୍ଡା ଗ୍ରାମରେ ଅଘଟଣ । ବିଲରେ କାମ କରୁଥିବା ସମୟରେ ବିଦ୍ୟୁତ୍ ଆଘାତରେ ଦୁଇ ଯୁବକଙ୍କ ମୃତ୍ୟୁ । ମୃତକ ଦୁଇଜଣ ହେଲେ ଅଜୟ କୁମାର ସାହୁ ଓ ସାଗର ଭୋଇ। ସୂଚନା ଅନୁସାରେ, ବିଲରେ ଟ୍ରାକ୍ଟର ଯୋଗେ ହଳ କରି…

ଲୋକଙ୍କ କାମ ନହେଲେ ସରକାରୀ ବାବୁ ଗଣିବେ ତଣ୍ଡ

ଭୁବନେଶ୍ୱର : ଲୋକଙ୍କ କାମ ନହେଲେ ଅଧିକାରୀ ଗଣିବେ ତଣ୍ଡ । ଏଣିକି କୌଣସି ସରକାରୀ ସେବା ମିଳିବାରେ ବିଳମ୍ବ ହେଲେ ଅଧିକାରୀଙ୍କୁ ଗଣିବେ ତଣ୍ଡ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସବୁ ବିଭାଗର ମୁଖ୍ୟଙ୍କୁ ଏନେଇ ଚିଠି କରାଯାଇଛି । ଓଡ଼ିଶାରେ ସରକାରୀ ସେବା ପ୍ରଦାନରେ ବିଳମ୍ବ…

ସୋଲାର କରେଣ୍ଟ ଲାଗି ହାତୀ ମୃତ

ଢେଙ୍କାନାଳ: ସୋଲାର କରେଣ୍ଟ ଲାଗି ଦନ୍ତାର ମୃତ୍ୟୁ ହୋଇଛି । ଢେଙ୍କାନାଳ ବନଖଣ୍ଡ ଷଡ଼ଙ୍ଗୀ ରେଞ୍ଜ ବେଗା ପଞ୍ଚାୟତ ଶ୍ରୀମନ୍ତପୁର ନିକଟରେ ଅଘଟଣ ଘଟିଛି । ଧାନ କ୍ଷେରେ ସୋଲାର କରେଣ୍ଟ ଲଗାଯାଇଥିଲା । ହାତୀଟି କ୍ଷେତରେ ବୁଲୁଥିବାବେଳେ ସୋଲାର କରେଣ୍ଟ ଲାଗିଥିଲା । ମୃତ ହାତୀ ଛୁଆର ବୟସ…

ବିଜୁ ମହିଳା ଜନତାଦଳର ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରୀ ସଭାନେତ୍ରୀ ହେଲେ ସୁସଂଗଠିକା ଅନିମା

ଆସିକା : ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଦଳର ମୟୂରଭଂଜ, ବାଲେଶ୍ୱର, ଗଞ୍ଜାମ, କଟକ ମହାନଗର ସାଙ୍ଗଠନିକ ଜିଲ୍ଲାର ମହିଳା ସଭାନେତ୍ରୀ ଏବଂ କାର୍ଯ୍ୟକାରୀ ସଭାନେତ୍ରୀ ମାନଙ୍କ ନାମ ଘୋଷଣା କରିଛନ୍ତି । ବିଜୁ ମହିଳା ଜନତା ଦଳର ଗଞ୍ଜାମ ଜିଲ୍ଲା ଅନ୍ୟତମ କାର୍ଯ୍ୟକାରୀ ସଭାନେତ୍ରୀ…

ଭିଜିଲାନ୍ସ ଜାଲରେ ସିନିଅର୍ ରେଭିନିଉ ଆସିଷ୍ଟାଣ୍ଟ, ୩ କୋଟି ସରକାରୀ ଅର୍ଥ ହେରଫେର ଅଭିଯୋଗ

ଜଗତସିଂପୁର : ୩ କୋଟିରୁ ଅଧିକ ସରକାରୀ ଅର୍ଥ ହେରଫେର । ଗିରଫ ହୋଇଥିବା ତିର୍ତ୍ତୋଲ ବ୍ଲକର ପୂର୍ବତନ ସ୍ୱତନ୍ତ୍ର ରାଜସ୍ବ ସହାୟକ ଭଞ୍ଜ କିଶୋର ବେହେରାଙ୍କ ବିରୋଧରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସର ବଡ଼ ଧରଣର ଚଢ଼ାଉ । ଏକକାଳୀନ ଜଗତସିଂହପୁର ଜିଲ୍ଲାର ୬ଟି ସ୍ଥାନରେ…

ଟିପିଏସ୍ଓଡିଏଲ୍ ପକ୍ଷରୁ ‘ଗ୍ରୀନ୍ ଚାମ୍ପିଅନ୍‌’ମାନଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର: ସ୍ୱଚ୍ଛ ଶକ୍ତି ଓ ସ୍ଥାୟୀ ଭବିଷ୍ୟତ ପ୍ରତି ନିଜର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ, ସ୍ୱାଧୀନତା ଦିବସ ଅବସରରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ପକ୍ଷରୁ ଗ୍ରାହକ ଓ କର୍ମଚାରୀମାନଙ୍କୁ ‘ଗ୍ରୀନ୍ ଚାମ୍ପିଅନ୍‌’ ଭାବେ…

ଲଗାଣ ବର୍ଷାରେ ବେହାଲ୍ କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି

କୋରାପୁଟ : ଉତ୍ତର ପରେ ବୁଡ଼ିଲା ଦକ୍ଷିଣ । ଲଗାଣ ବର୍ଷାରେ ବେହାଲ୍ କୋରାପୁଟ କୋଟପାଡ଼ ଅଞ୍ଚଳ । ଗୁମୁଡା, ସଡ଼ରଙ୍ଗା, ବଣିଆ, ସୁତିପଦର ପଞ୍ଚାୟତର ୧୫ରୁ ଅଧିକ ଗାଁଜଳମଗ୍ନ । ଇନ୍ଦ୍ରାବତୀ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ନଦୀରେ ଜଳ ପତନ ବୃଦ୍ଧି ହୋଇଛି ଫଳରେ ୪ଟି ପଞ୍ଚାୟତରେ…

ଯୌତୁକ ପାଇଁ ନବବଧୂକୁ ହତ୍ୟା ଅଭିଯୋଗ

ଜଳେଶ୍ୱର : ପୁଣି ଯୌତୁକ ପାଇଁ ନବବଧୂ ହତ୍ୟା ଅଭିଯୋଗ । ବିବାହକୁ ତିନିମାସ ପୂରିନି ଯୌତୁକ ପାଇଁ ଶାଶୂଘର ଲୋକେ ନବବଧୂଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ନବବଧୂ ଜଣକ ବାଲେଶ୍ୱର ଜିଲ୍ଲା କମର୍ଦା ଥାନା ଆରୁହା ବୃତ୍ତି ଅଞ୍ଚଳର ପୂଜାରାଣୀ ଦାସ। ପୂଜାରାଣୀଙ୍କୁ ଶାଶୂ, ଶଶୁର,…