ଚାକିରି ଦେବା ଆଳରେ ଠକେଇ, ଜଣେ ଗିରଫ

ସୁନ୍ଦରଗଡ଼: ଭାଇରାଲ ହେଉଥିଲା ଚାକିରି ବିଜ୍ଞାପନ । ବିଜ୍ଞାପନରେ ଥିଲା ଆକର୍ଷଣୀୟ ଅଫର । ଯୁବପିଢ଼ିଙ୍କୁ କରାଯାଉଥିଲା ଶିକାର। କିନ୍ତୁ ଘଟଣାର ପର୍ଦ୍ଦାଫାସ୍ କଲା ପୋଲିସ । ଠକର ମହା ଠକାମି । ଟଙ୍କା ପାଇଁ ଚାକିରି ଆଶାୟୀଙ୍କୁ ଟାର୍ଗେଟ କରୁଥିଲା ଠକ । ଚାକିରି ବିଜ୍ଞାପନ ଟିଏ…

କଲେଜରେ ଗୋଷ୍ଠୀ ସଂଘର୍ଷ, ଛାତ୍ରଙ୍କୁ ଛୁରାମାଡ଼

ମୟୂରଭଞ୍ଜ : ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ , ଛୁରାମାଡ଼। ମୟୂରଭଞ୍ଜ-କୁଳିଅଣା ଥାନା ବିବି କଲେଜରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇ ଛୁରାମାଡ଼ । ଜଣେ ଗୁରୁତର । ଗୁରୁତ୍ୱର ଛାତ୍ର ଜଣକ ହେଲେ ଯୁକ୍ତ ଦୁଇ ବାଣିଜ୍ୟ ଦ୍ୱିତୀୟ ବର୍ଷର ଛାତ୍ର ପ୍ରହ୍ଲାଦ ବିନ୍ଧାଣି । ଅଭିଯୁକ୍ତକୁ ଅଟକ…

ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାହାରିବ ବାଲି, କାନ୍ଥରେ ଖୋଳା ହେବ ୧୬ ସେଣ୍ଟିମିଟରର ଗର୍ତ୍ତ

ଗୋପ : ଖୁବ ଶୀଘ୍ର କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାହାରିବ ବାଲି । ମନ୍ଦିର କାନ୍ଥରେ ୧୬ ସେଣ୍ଟିମିଟରର ଗର୍ତ୍ତ ଖୋଳିବା ପ୍ରକ୍ରିୟା ଆରମ୍ଭ । ଡ୍ରିଲ କରି ହୋଲ୍ କରାଯିବ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଦୁଇଦିନ ମଧ୍ୟରେ ହୋଲ୍ କାର୍ଯ୍ୟ ଶେଷ ହେବ । ଗର୍ଭଗୃହ ଭିତରେ…

୬୮୦ଗ୍ରାମ ବ୍ରାଉନସୁଗର ଜବତ, ମା-ପୁଅ ଗିରଫ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମୁଣ୍ଡିଦେଉଳି ସାହିରେ ଅବକାରୀ ବିଭାଗ ଚଢାଉ । ୬୮୦ଗ୍ରାମ ବ୍ରାଉନସୁଗର ଜବତ ସହ୨ ଗିରଫ । ଗିରଫ ଦୁଇ ଜଣ ମା ଓ ପୁଅ ବୋଲି ଜଣାପଡିଛି । ତେବେ ଅନ୍ୟ ଜଣେ ପୁଅ ଫେରାର ହୋଇଯାଇଛି । ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୬୮ ଲକ୍ଷ ଟଙ୍କା ହେବ।…

ପଲିଥିନ କାରଖାନାରେ ଅଗ୍ନିକାଣ୍ଡ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପଲିଥିନ କାରଖାନାରେ ଲାଗିଲା ନିଆଁ । ଘଟଣାସ୍ଥଳରେ ଦମକଳ କେନ୍ଦ୍ର ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଗୁଜରପୁରଠାରେ ଥିବା ଏକ ପଲିଥିନ ଉତ୍ପାଦନ ୟୁନିଟ ‘ଜଗା କାଳିଆ ପଲିପ୍ୟାକ୍‌ ଏଣ୍ଟରପ୍ରାଇଜେସ’ ରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି।…

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିବା ଅଭିଯୋଗରୁ ୯୧ % ସମାଧାନ ହୋଇଛି: ଆଇନ ମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ହୋଇଥିବା ଅଭିଯୋଗର ୯୧ ପ୍ରତିଶତ ସମାଧାନ ହୋଇଛି । ଦେଢ଼ ବର୍ଷ ଭିତରେ ମୁଖ୍ୟମନ୍ତ୍ରୀ ୧୩ ହଜାର ୩୫୮ ଅଭିଯୋଗ ଗ୍ରହଣ କରିଛନ୍ତି ସେଥିରୁ ୧୨ ହଜାର ୪୩୨ ଅଭିଯୋଗର ସମାଧାନ ହୋଇଛି । ବାକି ଅଭିଯୋଗ ଜଟିଳ ଥିବାରୁ ବିଭାଗୀୟ ତର୍ଜମା କରାଯାଉଛି…

ବିକାଶ ପକ୍ଷରୁ ବଂଶୀଧର ବେହେରାଙ୍କ ଶୋକସଭା

ବ୍ରହ୍ମପୁର : "ବିକାଶ" ସ୍ବେଚ୍ଛାସେବୀ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ତଥା ସମାଜସେବୀ ବଂଶୀଧର ବେହେରାଙ୍କ ଉଦ୍ଦେଶ୍ୟରେ ଆଜି ସ୍ଥାନୀୟ କମାପଲ୍ଲୀ ଶିବ ମନ୍ଦିର ପ୍ରାଙ୍ଗଣରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି l ବରିଷ୍ଠ ସଦସ୍ୟ ତଥା ସିଣ୍ଡିକେଟ ବ୍ୟାଙ୍କ୍ ର ପୂର୍ବତନ ଶାଖା ପରିଚାଳକ ସୀତାରାମ…

ଠକେଇ ମାମଲା: ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ନୂଆଦିଲ୍ଲୀ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି ରାଜସ୍ଥାନ ପୁଲିସ। ୩୦ କୋଟି ଠକେଇ ମାମଲାରେ ତାଙ୍କ ସମେତ ୮ ଜଣଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି ହୋଇଥିବାବେଳେ ପୁଲିସ ରବିବାର ବିକ୍ରମଙ୍କୁ ଗିରଫ କରିଛି। ରାଜସ୍ଥାନ ପୁଲିସ ଏବଂ ମୁମ୍ବଇ ପୁଲିସ ମିଳିତ…

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା

ଗୋଆ: ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ । ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ । ଗୋଆ ରାଜଧାନୀ ପାଣାଜୀଠାରୁ ୨୫ କିମି ଦୂରରେ ଅବସ୍ଥିତ ଆରପୋରା ଗ୍ରାମରେ ଥିବା ଏକ ନାଇଟ୍ କ୍ଲବ୍ ରେ ଅଗ୍ନିକାଣ୍ଡ ଘଟି ଏପର୍ଯ୍ୟନ୍ତ ୨୫ ଜଣଙ୍କ ମୃତ୍ୟୁ…