Browsing Category

ଓଡିଶା

ବନ୍ୟାଞ୍ଚଳକୁ ଚିକିତ୍ସା ପାଇଁ ଟ୍ରାକ୍ଟର ଯୋଗେ ଗଲେ ଡାକ୍ତରୀ ଟିମ୍‌

ମାଥିଲି: ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ବନ୍ୟା ପରିସ୍ଥିତି ସୃଷ୍ଟି କରିବା ସହ ଚାରିଆଡେ ଜଳମଗ୍ନ ହୋଇଯାଇଛି। ଏଥିରେ ବିଶେଷ ଭାବେ ମାଲକାନଗିରି, ମାଥିଲି, କାଲିମେଳା ଏବଂ ପଡ଼ିଆ ବ୍ଲକ କ୍ଷତିଗ୍ରସ୍ତ ହୋଇଛି। ମାଥିଲି ବ୍ଲକର ଟେମରୁପାଲ୍ଲୀ ଅଂଚଳରେ ବନ୍ୟା ଜଳ ବଢିଯିବାରୁ ସେହି

ବର୍ଷା କ୍ଷୟକ୍ଷତି ଏବଂ ମୁକାବିଲାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର : ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଅନେକ ଅଞ୍ଚଳ ଜଳମଗ୍ନ । ବର୍ଷା ପ୍ରଭାବରେ କ୍ଷତକ୍ଷତି ଏବଂ ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା

ବାର୍ଡ ଫ୍ଲୁ ଆତଙ୍କ: କ୍ବାରେଣ୍ଟିନରେ ୫ କୁକୁଡ଼ା ଚାଷୀ

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଡେରାବିଶରେ ବାର୍ଡ ଫ୍ଲୁ’କୁ ନେଇ ପ୍ରଶାସନର ତତ୍ପରତା । ୫ କୁକୁଡ଼ା ଚାଷୀଙ୍କ ସ୍ବାବ ନମୁନା ସଂଗ୍ରହ କଲା ସ୍ବାସ୍ଥ୍ୟ ବିଭାଗ । ସ୍ବାବ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଲା ବିଭାଗ । ରିପୋର୍ଟ ନଆସିବା ପର୍ଯ୍ୟନ୍ତ ହୋମ୍ କ୍ବାରେଣ୍ଟିନରେ ରହିବେ ୫

ସାଉଦି ଆରବରେ ଫସିଲେ ୬ ଓଡ଼ିଆଙ୍କ ସମେତ ୮ ଜଣ

ଭୁବନେଶ୍ବର: ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ସାଉଦି ଆରବରେ ଫସିଥିବା ୬ ଜଣ ଓଡିଆଙ୍କ ସମେତ ୮ ଜଣ ଯୁବକଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଏକ ଚିଠି ଲେଖି ନିବେଦନ

ପୋଟେରୁ ଅଞ୍ଚଳରେ ବନ୍ୟା ପରିସ୍ଥିତି ବେହାଲ, ପାଣି ଘେରରୁ ୧୬୨ ଜଣଙ୍କୁ ଉଦ୍ଧାର

ମାଲକାନଗିରି : ବନ୍ୟା ପରିସ୍ଥିତିରେ ସୁଧାର ଆସିଛି। ହେଲେ ଲୋକଙ୍କ ଦୁଃଖ ବଢିଛି । ଜିଲ୍ଲାର ପୋଟେରୁ ଅଞ୍ଚଳରେ ଅଧିକ କ୍ଷତି ସହିବାକୁ ପଡିଛି । ତେବେ ତଳିଆ ଲୋକଙ୍କୁ ଓଡ୍ରାଫ ଏବଂ ଅଗ୍ନିଶମ ବିଭାଗ ଉଦ୍ଧାର କରି ଆଶ୍ରୟସ୍ଥଳୀରେ ପହଞ୍ଚାଇଛନ୍ତି । ୧୬୨ ଜଣଙ୍କୁ ପାଣି ଘେରରୁ ଉଦ୍ଧାର

ଋଣ ଭାର ସହିନପାରି ଜୀବନ ହାରିଲେ ଯୁବକ

ସୋର: ଋଣ ଭାର ସହିନପାରି ଜଣେ ଯୁବକ ଜୀବନ ହାରିଥିବା ଜଣାପଡ଼ିଛି। ଯୁବକ ଜଣଙ୍କ ହେଲେ ଦହିସଡା ପଂଚାୟତ ଚାରିଘରିଆ ସାହି ଗ୍ରାମର ରାକେଶ ଜେନା। ରାକେଶ ପୂର୍ବରୁ ଏକ ଚାହା ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ଗତ ୩ ମାସ ତଳେ ତାଙ୍କ ସ୍ତ୍ରୀଙ୍କ ନାମରେ ଘରୋଇ ଋଣ ନେଇ ଏକ ଡିଜେ

ଗଣ ଦୁଷ୍କର୍ମ ଘଟଣାରେ ପୀଡିତାଙ୍କ ଗ୍ରାମରେ ରାଜ୍ୟ ମହିଳା କମିଶନର, ୧୫ ଦିନ ମଧ୍ୟରେ ଚାର୍ଜସିଟ ଦାଖଲ ପାଇଁ ଏସପିଙ୍କୁ…

ଢେଙ୍କାନାଳ : ସଦରଥାନା ଭାପୁର ଫାଣ୍ଡି ଅଞ୍ଚଳରେ ଅସହାୟ ଯୁବତୀଙ୍କୁ ଗଣ ଦୁଷ୍କର୍ମ ଘଟଣା । ପୀଡିତାଙ୍କ ଗାଁ ଓ ସଖୀ କେନ୍ଦ୍ରରେ ପହଞ୍ଚି ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ଘଟଣାର ତଦନ୍ତ କରିଛନ୍ତି । ଏଥି ସହ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯାଳୟରେ ପହଞ୍ଚି ସଠିକ ଦିଗରେ ତଦନ୍ତ କରି

୧୦ ବର୍ଷରେ ଗଲେଣି ୫୫ ବାଘ, ୭ଶହରୁ ଅଧିକ ହାତୀ

ଭୁବନେଶ୍ବର: ଜଙ୍ଗଲରେ ସୁରକ୍ଷିତ ନାହାନ୍ତି ଜୀବଜନ୍ତୁ । ବିଶେଷ କରି ହାତୀ ଓ ବାଘ । ସେ ପ୍ରାକୃତିକ ହେଉକି କୃତ୍ରିମ ଉଭୟରେ ଶହ ଶହ ହାତୀ ଓ ବାଘ ମରୁଛନ୍ତି । ସବୁଠୁ ବେଶୀ ହେଉଛି ଶିକାରୀଙ୍କ ଉପଦ୍ରବ । ବନବିଭାଗକୁ ଚକମା ଦେଇ ନିଜର ଚୋରା କାରବାର ଚଲାଉଛନ୍ତି ଶିକାରୀ । ଯାହାକୁ ନେଇ ଆଜି

ମେଡିକାଲରେ ବିଦ୍ୟୁତ ତାର ଲାଗି ଗଲା ରୋଗୀଙ୍କ ଜୀବନ

ନୀଳଗିରି : ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଚାଲିଗଲା ରୋଗୀଙ୍କ ଜୀବନ । ବାଲେଶ୍ଵର ନୀଳଗିରି ଉପଖଣ୍ଡ ମେଡ଼ିକାଲରେ ଅବ୍ୟବସ୍ଥା ନେଇଛି ଜୀବନ । ଶୌଚାଳୟ ନିକଟରେ ବିଛା ହୋଇଥିବା କେବୁଲ ତାରରେ ଛନ୍ଦି ହୋଇ ତଳେ ପଡି ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକ

ପୁଣି ଗୃହରେ ଉଠିଲା ମମିତା ମେହେର ପ୍ରସଙ୍ଗ

ଭୁବନେଶ୍ବର: ପୁଣି ଗୃହରେ ଉଠିଲା ସ୍ବାମୀ ଲକ୍ଷ୍ମଣାନନ୍ଦ, ନବ ଦାସ ଓ ମମିତା ମେହେର ହତ୍ୟା ପ୍ରସଙ୍ଗ। ମମିତା ହତ୍ୟା ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ମୃତ୍ୟୁ ପ୍ରସଙ୍ଗ ମଧ୍ୟ ଉଠିଛି। ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ସେ କହିଛନ୍ତି,