Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ପାଇଖାନା ଟାଙ୍କି ଭାଙ୍ଗିବାରୁ ଅଣନିଶ୍ବାସୀ ହୋଇ ୩ ମୃତ
କୁଚିଣ୍ଡା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ପୁକୁଡ଼ା ଗାଁରେ ବଡ଼ ଅଘଟଣ । ପାଇଖାନା ଟାଙ୍କି ସେଣ୍ଟରିଂ ଖୋଲିବା ବେଳେ ଅଣନିଶ୍ବାସୀ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଛି । ଫାଶିମାଲ ମେଡିକାଲରେ ୩ ଜଣଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ମୃତକ ହେଉଛନ୍ତି ବସନ୍ତ ଦେହୁରୀ, ଭରତ ରଣା ଏବଂ!-->…
ବନ୍ଧାହେଲେ ଓଏସଆରଟିସି ସିଏଓ, କେରଳ ଯାଏଁ ଲମ୍ପିଥିଲା ସମ୍ପତି
ଭୁବନେଶ୍ବର: ବନ୍ଧାହେଲେ ଓଏସଆରଟିସି ଚିଫ୍ ଆକାଉଣ୍ଟ ଅଫିସର ବିଜୟ ମଙ୍ଗରାଜ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ସିଏଓ ବାବୁଙ୍କୁ ଗିରଫ କରିଛି ଭିଜିଲାନ୍ସ ।
ଶୁକ୍ରବାର ଓଡିଶା ଭିଜିଲାନ୍ସ ଅଧିକାରୀମାନେ ଓଏସଆରଟିସି ସିଏଓଙ୍କ ଘରେ ଚଢ଼ାଉ କରିଥିଲେ । ଏହି ଚଢାଉରେ ୮ ଜଣ!-->!-->!-->…
ଏଏସଆଇ ଡିଜିଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ପୁରୀ: ରତ୍ନଭଣ୍ଡାର ଯାଞ୍ଚ ଓ ମରାମତି ପାଇଁ ଏଏସଆଇ ଡିଜିଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ଅତିଶୀଘ୍ର ଏଏସଆଇ ପକ୍ଷରୁ ଯାଞ୍ଚ କାର୍ଯ୍ୟ ସମ୍ପନ୍ନ କରି ମରାମତି କାର୍ଯ୍ୟ ପୂର୍ଣ୍ଣାଙ୍ଗ କରିବାକୁ ଚିଠିରେ ଉଲ୍ଲେଖ ରହିଛି ।
ଏହା ସହ ଉନ୍ନତମାନର ଯଥା!-->!-->!-->…
ବାଲି ବ୍ୟବସାୟୀ କୁ ବଟି ମାଗିବା ଅଡ଼ିଓ ଭାଇରଲ ପରେ ବିଧାୟକ ହରଡ଼ଘଣା ରେ…!
ଔଷଧ ବିକଳ ରେ ତାଟିଆ କାମୁଡି ବିଜେପି ହେଉଛି ବଦନାମ...!!
ଭୁବନେଶ୍ୱର: ୨୪-୮ ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ସବୁ ବେଳେ ଚର୍ଚ୍ଚାରେ ରହିଆସିଛି। ରାଜ୍ୟରେ ନୂତନ ସରକାର ଦୁର୍ନୀତି କୁ ପ୍ରଶୟ ଦିଆଯିବ ନାହିଁ ବୋଲି କହି ଶାସନ ଗାଦି ରେ ବସିଛନ୍ତି। ହେଲେ ତାହାର!-->!-->!-->…
ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
କଟକ: ଆଜି ପ୍ରକାଶ ପାଇଲା ଦଶମ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ । ଚଳିତ ଥର ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ପାଇଁ ମୋଟ ୭୯୬ ଜଣ ପିଲା ପରୀକ୍ଷା ଦେଇଥିବାବେଳେ, ସେମାନଙ୍କ ମଧ୍ୟରୁ ୪୪୧ ଜଣ ପାସ୍ କରିଛନ୍ତି । ମୋଟ ପାସ୍ ହାର ୫୫.୪ ପ୍ରତିଶତ ରହିଛି ।
ସେହିପରି ଷ୍ଟେଟ ଓପନ୍ ସ୍କୁଲ!-->!-->!-->…
ପୁରୀରେ ଜଳିଗଲା କବାଡିଆ ଦୋକାନ
ପୁରୀ: ପୁରୀ କୁମ୍ଭାରପଡା ଥାନା ଆଲାମଚଣ୍ଡୀ ମନ୍ଦିର ନିକଟରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା କବାଡିଆ ଦୋକାନ ଦୀର୍ଘ ଏକ ଘଣ୍ଟା ଉଦ୍ୟମ ପରେ ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ । ଅଗ୍ନିକାଣ୍ଡ ଘଟିଥିବା ସ୍ଥାନରୁ ମାତ୍ର ୧୦୦ ମିଟର ଦୂରରେ ଏକ ଘରେଇ ହସ୍ପିଟାଲ ସହିତ ମନ୍ଦିର ଓ ଅନେକ!-->…
ଚିକିଟି ମଦ ମୃତ୍ୟୁ ଘଟଣା: ଆଉ ଜଣେ ଅଭିଯୁକ୍ତ ଗିରଫ…
ବ୍ରହ୍ମପୁର:ଚିକିଟି ମଦ ମୃତ୍ୟୁ ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କଲା ପୋଲିସ l ମାଉନ୍ଦପୁରର ରାଜେନ୍ଦ୍ର ସାହୁକୁ ଗିରଫ କଲା କେ.ନୂଆଗାଁ ପୋଲିସ l ମୁଖ୍ୟ ଅଭିଯୁକ୍ତଠାରୁ ମଦ ଆଣି ବିକ୍ରି କରୁଥିଲା ରାଜେନ୍ଦ୍ର l ପୂର୍ବରୁ ମଦମୃତ୍ୟୁ ମାମଲାରେ ୮ ଜଣଙ୍କୁ ଗିରଫ କରିଥିଲା ପୋଲିସ l ଏହାକୁ!-->…
ଗୃହରେ ସୁଭଦ୍ରା ଯୋଜନା ଏସଓପି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟର କୋଟି କୋଟି ମହିଳାଙ୍କ ପାଇଁ ବଡ ଖବର l ଆସିଲା ସୁଭଦ୍ରା ଯୋଜନା ଏସଓପି l ଗୃହରେ ସୁଭଦ୍ରା ଯୋଜନା ଏସଓପି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l ଗତକାଲି କ୍ୟାବିନେଟ୍ରେ ଏସଓପି ପାରିତ ହୋଇଥିବା ନେଇ କହିଛନ୍ତି ମୁଖ୍ୟମନ୍ତ୍ରୀ l ୨୧ରୁ ୬୦ ବର୍ଷର ମହିଳାଙ୍କୁ!-->…
ମିସ ଓଡ଼ିଶାଙ୍କ କମାଲ: ମିସ ଇଣ୍ଡିଆ, ଫାଇନାଲ ରାଉଣ୍ଡରେ ପ୍ରବେଶ କଲେ ଅନନ୍ୟା ପଣ୍ଡା
ଭୁବନେଶ୍ୱର : ଓଡ଼ିଆ ଝିଅ ମିସ୍ ଇଣ୍ଡିଆ । ଅନନ୍ୟା ପଣ୍ଡା ହୋଇଛନ୍ତି ଫେମିନା ମିସ ଓଡ଼ିଶା । ମୁମ୍ବାଇ ଠାରେ ହୋଇଥିବା ପ୍ରତିଯୋଗିତାରେ ଅନ୍ୟାନ୍ୟ ବିଜୟିନୀ ହୋଇ ଫେମିନା ମିସ ଇଣ୍ଡିଆ ପ୍ରତିଯୋଗିତାର ଫାଇନାଲ ରାଉଣ୍ଡ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ବାଙ୍ଗାଲୋରରେ ଏକ ସଫ୍ଟୱେର!-->…
ନିର୍ବାଚନ ଅନିୟମିତତା: ଧର୍ମେନ୍ଦ୍ର ପ୍ରଧାନଙ୍କୁ ହାଇକୋର୍ଟ ନୋଟିସ୍
ଭୁବନେଶ୍ୱର:ସମ୍ବଲପୁର ଲୋକସଭା ନିର୍ବାଚନ ଅନିୟମିତତା ଅଭିଯୋଗ ମାମଲାରେ ସମ୍ବଲପୁର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ହାଇକୋର୍ଟଙ୍କ ନୋଟିସ୍ l ସ୍ବାଧୀନ ପ୍ରାର୍ଥୀ ସୁବାସ ମହାପାତ୍ରଙ୍କ ଆବେଦନ ଆଧାରରେ ନୋଟିସ୍ ଜାରି କଲେ ହାଇକୋର୍ଟ l ଧର୍ମେନ୍ଦ୍ରଙ୍କ ନାଁରେ!-->…