Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଇଡ଼ି ପ୍ରଧାନମନ୍ତ୍ରୀଙ୍କ ଗୁଣ୍ଡା: ହିଣ୍ଡେନବର୍ଗ ରିପୋର୍ଟ ନେଇ ଇଡ଼ି କାର୍ଯ୍ୟାଳୟକୁ ଘେରି କହିଲା ଓଡିଶା କଂଗ୍ରେସ
ଭୁବନେଶ୍ୱର: ହିଣ୍ଡେନବର୍ଗ ଅନୁସନ୍ଧାନ ରିପୋର୍ଟ ନେଇ ଗୁରୁବାର କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ଇଡ଼ି ଅଫିସ୍ ଘେରାଉ କରାଯାଇଛି। ଅଖିଳ ଭାରତ କଂଗ୍ରେସ କମିଟି ଆହ୍ୱାନକ୍ରମେ ଦେଶବ୍ୟାପୀ ପ୍ରବର୍ତ୍ତନ ନିର୍ଦେଶାଳୟ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କଂଗ୍ରେସ ପକ୍ଷରୁ କୁହାଯାଇଛି!-->…
ପାତାଳି ଶ୍ରୀକ୍ଷେତ୍ରରେ କବାଟ ଓ ହୁଣ୍ଡି କାଟିଲେ; ପାଟଶାଢ଼ି, ଟଙ୍କା ଚୋରି କଲେ ଦୁର୍ବୃତ୍ତ
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ପାତାଳି ଶ୍ରୀକ୍ଷେତ୍ରରେ ବୁଧବାର ରାତି ଦୁର୍ବୃତ୍ତମାନେ କଳାକନା ବୁଲାଇଛନ୍ତି। କବାଟ କାଟି ମହାପ୍ରଭୁଙ୍କ ହୁଣ୍ଡିରୁ ଟଙ୍କା ଲୁଟିବାନେଇ ବୀରମହାରାଜପୁର ଥାନାରେ ଅଭିଯୋଗ ହୋଇଛି।ପାତାଳି ଶ୍ରୀକ୍ଷେତ୍ରର ପୂଜକ ଗୁଣାକାର ପଣ୍ଡା!-->…
୫ ଲକ୍ଷ ଘୋଷିତ ନକ୍ସଲ କମାଣ୍ଡରର ଆତ୍ମସମର୍ପଣ
ମାଲକାନଗିରି: ଛତିଶଗଡ ପୁଲିସ ନିକଟରେ ଆଉ ଜଣେ ହାର୍ଡକୋର ନକ୍ସଲ ଆତ୍ମସମର୍ପଣ କରିଛି। ଧମତରି ଜିଲ୍ଲା ଏସପି ଅଞ୍ଜନେୟ ବୈଷ୍ଣଙ୍କ ସମ୍ମୁଖରେ ସଂଗଠନର ଡେପୁଟି କମାଣ୍ଡର ଅଜୟ ଆତ୍ମସମର୍ପଣ କରିଛି। ଅଜୟକୁ ୨୬ ବର୍ଷ ହୋଇଥିବା ବେଳେ କାଂକେର ଜିଲ୍ଲା ବାସିନ୍ଦା। ୨୦୧୦ରେ ବାଲ ସଂଘମ ସଦସ୍ୟ ରୂପେ!-->…
ଚିକିଟି ମଦମୃତ୍ୟୁ ଘଟଣା – ଏମ୍କେସିଜି ମେଡିକାଲ ପରିଦର୍ଶନ କଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ
ଚିକିଟି : ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗୁରୁବାର ସନ୍ଧ୍ୟାରେ ବ୍ରହ୍ମପୁରସ୍ଥିତ ଏମ୍କେସିଜି ମେଡିକାଲ କଲେଜ ଗସ୍ତ କରି ଚିକିଟି ମଦ ଘଟଣାରେ ଅସୁସ୍ଥ ବ୍ୟକ୍ତିଙ୍କୁ ଭେଟି ସ୍ଵାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି। ଏଥ୍ ସହିତ ଡାକ୍ତରଖାନାରେ ଚିକିତ୍ସିତ!-->…
ଜାରି ରହିବ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଯୋଜନା, ମୁଖ୍ୟମନ୍ତ୍ରୀଙ୍କ ସବୁଜ ସଙ୍କେତ
ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ସାମ୍ବାଦିକମାନଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ଜାରି ରଖିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିବାବେଳେ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଏ ସମ୍ପର୍କରେ ସବୁଜ ସଙ୍କେତ ପ୍ରଦାନ କରିଛନ୍ତି।
ମୁଖ୍ୟମନ୍ତ୍ରୀ!-->!-->!-->…
ଓଭରଟେକ୍ କାଳ ହେଲା; ବସ୍କୁ ପିଟିଲା ତେଲ ଟ୍ୟାଙ୍କର, ଚାଲିଗଲା ୪ ଜୀବନ
ବ୍ରହ୍ମପୁର : ସକାଳୁ ସକାଳୁ ଓଭରଟେକ୍ କରିବା କାଳ। ହେଲା। ଅକାଳରେ ଚାଲିଗଲା ୪ ଜୀବନ । ଆଜି ସକାଳୁ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ସମ୍ବରଝୋଳ ତଥା କଞ୍ଜୁରୁ ଛକଠାରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ତେଲ ଟ୍ୟାଙ୍କରଟି ଏକ ଟ୍ରକ୍କୁ ଓଭରଟେକ୍ କରିବାକୁ ଯାଇ!-->…
ରେଞ୍ଜର ବାବୁଙ୍କର ବିଳାସପୂର୍ଣ୍ଣ ବିରାଟ ଫାର୍ମ ହାଉସ, ଟଏଲେଟ୍ ଫ୍ଲସରୁ ବାହାରିଲା ୨ବିଡ଼ା ନୋଟ୍ !
ଡେଙ୍କାକାଳ : ମହାଧୂର୍ତ୍ତ ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ର। ଭିଜିଲାନ୍ସ ଅଧିକାରୀଙ୍କୁ ଚକମା ଦେବା ପାଇଁ ଢେଙ୍କାନାଳ ସ୍ଥିତ ଘରେ ଥିବା ଟଏଲେଟ୍ ଫ୍ଲସରେ ଲୁଚାଇ ରଖିଥିଲେ ନୋଟ୍। ଭାବି ଥିଲେ ବାବୁଙ୍କର ଏହି ଚାଲାକି ଭିଜିଲାନ୍ସ ଅଧିକାରୀ ଜାଣିପାରିବେ ନାହିଁ। ବାବୁଙ୍କର ଏହି!-->…
ସିମ୍ ବକ୍ସରେ ଲାଗିଥିଲା ସ୍ମାର୍ଟ ସୁଇଚ୍, ଢାକାରୁ ଅପରେଟ୍ କରୁଥିଲା ଆସାଦୁର
ଭୁବନେଶ୍ବର :ଧୀରେ ଧୀରେ ଖୋଲିବାରେ ଲାଗିଛି ସିମ୍ ବକ୍ସ ପଛର ସାଂଘାତିକ ତଥ୍ୟ। ସ୍ମାର୍ଟ ସୁଇଚ୍ ଦ୍ୱାରା ହେଉଥିଲା ସିମ୍ ବକ୍ସ କଣ୍ଟ୍ରୋଲ। ଢାକାରେ ବସି ଆସାଦୁର ଭୁବନେଶ୍ୱର ଓ ରାଞ୍ଚିରେ ବସିଥିବା ସିମ୍ ବକ୍ସକୁ ଅପରେଟ୍ କରିବା ସହ କଣ୍ଟ୍ରୋଲ କରୁଥିଲା। କମିଶନରେଟ ପୁଲିସ୍ ଓ NIA!-->…
ଚିକିଟି ମଦ ମୃତ୍ୟୁ; RDC ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ
ଭୁବନେଶ୍ବର : ଚିକିଟି ମଦ ମୃତ୍ୟୁ ଘଟଣାରେ RDC ସ୍ତରୀୟ ତଦନ୍ତ ପାଇଁ ଆଜି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଗତ ୨ ଦିନ ଧରି ଚିକିଟି ମଦ ମୃତ୍ୟୁ ପ୍ରସଙ୍ଗକୁ ନେଇ ବିଧାନସଭାରେ ବିରୋଧୀ ଦଳ ହଟ୍ଟଗୋଳ ଜାରି ରଖିଛନ୍ତି। ଗତକାଲି ମୁଖ୍ୟ ବିରୋଧୀ ଦଳ ବିଜେଡି ଏହି ମଦ ମୃତ୍ୟୁ ଘଟଣାରେ RDC!-->…
୧୦ ମାସରେ ଲକ୍ଷ୍ମୀ ବସ୍ ପାଇଁ କ୍ଷତି ହେଲାଣି ୩୭୪ କୋଟି ଟଙ୍କା
ଭୁବନେଶ୍ବର : ଘୋଡ଼ା ୬ ଟଙ୍କାକୁ ଦାନା ୯ ଟଙ୍କା। ମାତ୍ର ୧୦ ମାସ ମଧ୍ୟରେ ଲକ୍ଷ୍ମୀ ବସ୍ ପରିଚାଳନାରେ କ୍ଷତି ହେଲାଣି ୩୭୪ କୋଟି ଟଙ୍କା। ଆଖି ତରାଟିଲା ଭଳି ଏହି ତଥ୍ୟ ସାମନାକୁ ଆସିଛି ବିଧାନସଭାରେ ପରିବହନ ମନ୍ତ୍ରୀଙ୍କ ଉତ୍ତରରୁ। ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ତତ୍କାଳୀନ ବିଜେଡି!-->…