Browsing Category

ଓଡିଶା

ରାଜଧାନୀରେ ପୁଣି ଭୟଙ୍କର ହିଟ୍ ଆଣ୍ଡ ରନ୍, ଅଜଣା ଗାଡ଼ି ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର : ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍। ଅଜଣା ଗାଡ଼ି ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଖଣ୍ଡଗିରି ଓଭରବ୍ରିଜରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ୍ ରେ ଯାଉଥିବା ଦୁଇ ଯୁବକଙ୍କୁ ଧକ୍କା ଦେଇ ଫେରାର ହୋଇଗଲା ଗାଡ଼ି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ…

ଧରାପଡ଼ିଲା ୭୦ କିଲୋ ଗଞ୍ଜେଇ, ମାଷ୍ଟରମାଇଣ୍ଡ ଯୁବତୀ ଗିରଫ

ଭୁବନେଶ୍ୱର: ରାଜ୍ୟରେ ବଢିଚାଲିଛି ନିଶା କାରବାର। ସେ ପୁଣି ନୂଆ ନୂଆ ବିଭିନ୍ନ ଉପାୟରେ। ପ୍ରେମ ଆଉ ପରିବାରର ଆଳରେ ଚାଲିଥିଲା ନିଶା ବେପାର। କନ୍ଧମାଳରୁ ଭୁବନେଶ୍ୱରକୁ ଗଞ୍ଜେଇ ଚାଲାଣ ବେଳେ ନୟାଗଡ଼ରେ ମାଡ଼ି ବସିଲା ଅବକାରୀ ବିଭାଗ। ପୁଲିସ ଏହି ‘ଲୈଲା ମଜନୁ’ ଗ୍ୟାଙ୍ଗକୁ କାବୁ କରିବା ସହ…

ରାତି ପାହିଲେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା, ପୁରୀ ସହର ଭିତରକୁ ସାଧାରଣ ଯାନବାହନ ପ୍ରବେଶ ଉପରେ କଟକଣା

ପୁରୀ : ସମ୍ପୂର୍ଣ୍ଣ ହେଲା ପୁରୀ ରଥଯାତ୍ରା ପ୍ରସ୍ତୁତି । ଆସନ୍ତାକାଲି ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚାଯାତ୍ରା । ଗତକାଲି ନବଯୌବନ ଦର୍ଶନରେ ଚତୁର୍ଦ୍ଧାମୂର୍ତ୍ତି ଅଣସର ଘରୁ ବାହାରି ଭକ୍ତଙ୍କୁ ଦର୍ଶନ ଦେବା ପରେ, ଏବେ ପୁରୀ ବଡ଼ଦାଣ୍ଡ ସମ୍ପୂର୍ଣ୍ଣ ଭକ୍ତିମୟ ହୋଇଉଠିଛି । ମହାପ୍ରଭୁଙ୍କ…

ପାଠ୍ୟପୁସ୍ତକ ତ୍ରୁଟି ମାମଲା: ଆଉ ୩ ଅଧିକାରୀଙ୍କୁ କ୍ରାଇମବ୍ରାଞ୍ଚର ନୋଟିସ

ଭୁବନେଶ୍ୱର: ପାଠ୍ୟ ପୁସ୍ତକ ତ୍ରୁଟି ମାମଲାରେ କ୍ରାଇମ ବ୍ରାଞ୍ଚ ବଡ଼ ଆକ୍ସନ ନେଉଥିବାର ଦେଖିବାକୁ ମିଳିଛି। ପୂର୍ବରୁ ଏହି ମାମଲାରେ SCERTର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ଗିରଫ କରିଛି କ୍ରାଇମ ବ୍ରାଞ୍ଚ। ବର୍ତ୍ତମାନ ଏହି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ଆହୁରି ଜୋରଦାର…

କ୍ୟାବିନେଟ ବୈଠକରେ ୭ଟି ବିଭାଗର ୧୩ଟି ପ୍ରସ୍ତାବକୁ ମୋହର

ଭୁବନେଶ୍ବର: ଗାଁକୁ ପକ୍କା ସଡ଼କ, ନଦୀରେ ବ୍ରିଜ ! ଗ୍ରାମାଞ୍ଚଳ ଭିତ୍ତିଭୂମି ଓ ଯୋଗାଯୋଗ ବ୍ୟବସ୍ଥା ପାଇଁ ରାଜ୍ୟ କ୍ୟାବିନେଟରେ ୨୭ ହଜାର କୋଟିରୁ ଅଧିକ ଟଙ୍କାର ମେଗା ପ୍ୟାକେଜ । ଗ୍ରାମୀଣ ଅଞ୍ଚଳରେ ରାସ୍ତାଘାଟ ଓ ପୋଲ ନିର୍ମାଣକୁ ବ୍ୟାପକ କରିବା ପାଇଁ ଓଡ଼ିଶା କ୍ୟାବିନେଟ୍ ଏକ…

ଉତ୍କଳମଣି ଗୋପବନ୍ଧୁଙ୍କ ଶ୍ରାଦ୍ଧବାର୍ଷିକୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ରାଜ୍ୟପାଳ

କଟକ : ଆଜି ମହାନ ସ୍ୱାଧୀନତା ସଂଗ୍ରାମୀ, ନିର୍ଭୀକ ସାମ୍ବାଦିକତାର ଉତ୍ତୁଙ୍ଗ ପୁରୁଷ, ଦୈନିକ ‘ସମାଜ’ର ପ୍ରତିଷ୍ଠାତା ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ ମଙ୍ଗଳବାର କଟକ ସ୍ଥିତ ସହିଦ୍ ଭବନ ଠାରେ ଦୈନିକ ‘ସମାଜ’ ଓ ଲୋକସେବକ ମଣ୍ଡଳ…

ଜମିରେ କାମ କରିବା ବେଳେ ବିଦ୍ୟୁତ୍‌ ତାର ଛିଣ୍ଡି ଶ୍ରମିକ ମୃତ

ବାଲିଶଙ୍କରା: କିଞ୍ଜିରକେଲା ଥାନା ଅନ୍ତର୍ଗତ ବେହେରାଡିହି ପଂଚାୟତର ଗୀତପାହାଡି ଗ୍ରାମରେ ଆଜି (ମଙ୍ଗଳବାର) ଏକ ଦୁଃଖଦ ଘଟଣା ଘଟିଛି। କୃଷି କ୍ଷେତ୍ରରେ କାମ କରୁଥିବା ଶ୍ରମିକଙ୍କ ଉପରେ ନିକଟରେ ଯାଇଥିବା ବିଦ୍ୟୁତ୍‌ ତାର ଛିଣ୍ଡି ପଡ଼ିଯିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। …

ନବଯୌବନ ବେଶରେ ଦର୍ଶନ ଦେଲେ ତିନି ଠାକୁର

ପୁରୀ : ନବଯୌବନ ବେଶରେ ମଙ୍ଗଳବାର ଶ୍ରୀମନ୍ଦିରରେ ଦର୍ଶନ ଦେଲେ ମହାପ୍ରଭୁ। ୧୫ ଦିନ ପରେ ୩ ଠାକୁରଙ୍କ ନବଯୌବନ ଦର୍ଶନ। ଦର୍ଶନ ପାଇଁ ବଡଦାଣ୍ଡରେ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡି ଦେଖାଯାଇଛି।ସୂଚନାନୁଯାୟୀ, ସ୍ନାନପୂର୍ଣ୍ଣିମାରେ ୧୦୮ଗରା ସୁବାସିତ ଜଳରେ ମହାପ୍ରଭୁ ଦିବ୍ୟସ୍ନାନ କରି ଜ୍ୱରରେ…

ଜେଲରୁ ମୁକୁଳିବେ ଦାରା ସିଂ, ୨୬ ବର୍ଷ ଧରି ଦଣ୍ଡ ଭୋଗୁଛନ୍ତି

ଭୁବନେଶ୍ୱର:ଜେଲରୁ ମୁକୁଳିବେ ଦାରା ସିଂ।ଦାରା ସିଂ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କର ଦୁଇ ଶିଶୁପୁତ୍ରଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଆସନ୍ତା ଅଗଷ୍ଟ ୧୫ ତାରିଖ ସୁଦ୍ଧା ମୁକ୍ତ କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ…

କାଲି ଦାନା ବାନ୍ଧିବ ଲଘୁଚାପ, ୧୭ ଯାଏଁ ପ୍ରବଳ ବର୍ଷିବ

ଭୁବନେଶ୍ବର: କାଲି ଲଘୁଚାପ । ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଉତ୍ତରବଙ୍ଗୋପସାଗର ଓ ସଂଲଗ୍ନବର୍ତ୍ତୀ ଦକ୍ଷିଣ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ । ପ୍ରଭାବରେ ୨୪ ଘଣ୍ଟାରେ ଉତ୍ତରବଙ୍ଗୋପସାଗର ଓ ସଂଲଗ୍ନବର୍ତ୍ତୀ ପଶ୍ଚିମ ବାଂଲାଦେଶ ଉପକୂଳରେ ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି ।…