Browsing Category

ଓଡିଶା

ରାଜଧାନୀରେ ଭୁଶୁଡିଲା ସ୍କୁଲ ପାଚେରୀ

ଭୁବନେଶ୍ବର: ଅସରାଏ ବର୍ଷାରେ ଭୁଶୁଡି ପଡିଛି ରାଜଧାନୀ ଛାତିରେ ଥିବା ସ୍କୁଲ କାନ୍ଥ । ଅଲ୍ପକେ ବଞ୍ଚିଗଲା ଅନେକ ଜୀବନ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ୟୁନିଟ୍ ୯ ମହାରାଜା ହଲ ପଛପଟେ ଥିବା ଏକ ଘରୋଇ ସ୍କୁଲରେ । ତେବେ ଏହି ପାଚେରୀ ପଛପଟେ ଲୋକମାନେ ବସବାସ କରୁଥିବାରୁ ଏଥିରେ ଗୋଟିଏ

ସ୍ୱାମୀକୁ ପଥରରେ ଛେଚି ହତ୍ୟା କଲା ସ୍ତ୍ରୀ

ଘଟଗାଁ: ଘଟଗାଁ ଥାନା କାଶିବେଡା ଗ୍ରାମରେ ଅଭାବନୀୟ ଘଟଣା । ସ୍ୱାମୀକୁ ପଥରରେ ଛେଚି ହତ୍ୟା କଲା ସ୍ତ୍ରୀ । ପ୍ରତିଦିନ ନିଶାସକ୍ତ ସ୍ୱାମୀର ଅତ୍ୟାଚାର ଅସହ୍ୟ ହେବାରୁ ସହିନପାରି ସ୍ୱାମୀକୁ ହତ୍ୟା କରିଥିବା କୁହାଯାଉଛି । ମୃତକ ହେଲେ ସୁନାରାମ ମୁଣ୍ଡା (ବସ୍ତା) ।

ତୀବ୍ର ହେବ ଡାକ୍ତର ଆନ୍ଦୋଳନ, ଯୋଗ ଦେବେନି ସରକାରୀ ଡାକ୍ତର

ଭୁବନେଶ୍ବର: କୋଲକାତାରେ ମହିଲା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଧିରେ ଧିରେ ତୀବ୍ର ହେଉଛି ଡାକ୍ତର ଆନ୍ଦୋଳନ । ରାଜ୍ୟରେ ମଧ୍ୟ ଏହାର ପ୍ରଭାବ ଜୋର ସୋର ଦେଖିବାକୁ ମିଳିଛି । ଆଜି ଏହାକୁ ନେଇ କଟକ ଏସସିବି, ବୁର୍ଲା ଭୀମସାର, ବ୍ରହ୍ମପୁର ଏମକେସିଜି, ଭୁବନେଶ୍ବର

ଘରେ ଥିବା ଝିଅକୁ ବାନ୍ଧି ଲୁଟିନେଲେ ଲକ୍ଷାଧିକ ଟଙ୍କା ଓ ସୁନାଗହଣା

ବରଗଡ଼: ମୁଖା ପିନ୍ଧି ଆସିଲେ । ଆଉ ଘରେ ଥିବା ଝିଅର ହାତ ଗୋଡ଼ ବାନ୍ଧିଦେଲେ । ଝିଅ ବି କିଛି କହି ପାରୁ ନଥିଲା । ଘରେ ଯାହା କିଛି ଥିଲା ସବୁ ନେଇ ଫେରାର ମାରିଲେ ମୁଖାଧାରୀ ଦୁର୍ବୃତ୍ତ । ମା’ ଓ ଦୁଇ ଝିଅ ଘରେ ରହୁଥିବା ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରକୁ ଟାର୍ଗେଟ କରିଥିଲେ । ତେବେ ରାତିର

ସୃଷ୍ଟି ହେଲା ଲଘୁଚାପ, ଆଗାମୀ ୨୪ ଘଣ୍ଟା ସତର୍କ ଜାରି

ଭୁବନେଶ୍ବର: ଦକ୍ଷିଣ ବାଂଲାଦେଶ ତତସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟାକା ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଉପକୁଳ ଏବଂ ତତ-ସଂଲଗ୍ନ ବାଂଲାଦେଶ ଉପକୁଳ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହି ଲଘୁଚାପ

ଭୁବନେଶ୍ଵରରେ ପହଞ୍ଚିଲେ ହକି ତାରକା ଅମିତ ରୋହିଦାସ

ଭୁବନେଶ୍ୱର : ଓଡ଼ିଶା ଫେରିଲେ ଅଲିମ୍ପିକ୍ସ ହକି ହିରୋ ଅମିତ ରୋହିଦାସ । ଅଲିମ୍ପିକ୍ସରେ କ୍ରମାଗତ ବ୍ରୋଞ୍ଜ ପଦକ ଜିତିବା ପରେ ଆଜି ଭୁବନେଶ୍ବର ଫେରିଛନ୍ତି। ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଭୁବନେଶ୍ଵର ଏକାମ୍ର ବିଧାୟକ ବାବୁ

ହାଇକୋର୍ଟଙ୍କ ନିର୍ଦ୍ଦେଶ, ଗିରଫ ହେବ ଆଉ ଏକ ଜାହାଜ

ପାରାଦୀପ: ଆ‌ଉ ଏକ ଜାହାଜକୁ ଗିରଫ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ। MV ୱାଡି ଆଲବୋଷ୍ଟନ ନାମକ ଇଜିପ୍ଟ ଫ୍ଲାଗସିପ୍‌କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ହାଇକୋର୍ଟଙ୍କ ପରବର୍ତ୍ତୀ ଆଦେଶ ନ ମିଳିବା ପର୍ଯ୍ୟନ୍ତ ପାରାଦୀପ ଛାଡ଼ିପାରିବନି ଜାହାଜ। ଏଥିପାଇଁ କୁଜଙ୍ଗ ସବ୍‌ଜଜ୍‌ଙ୍କୁ

ଜିଲ୍ଲା ସ୍ତରୀୟ ୭୮ ତମ ସ୍ବାଧୀନତା ଦିବସ ମହା ସମାରୋହରେ ପାଳିତ…

ଓଡିଶାବାସୀଙ୍କ ଭାବାବେଗକୁ ସମ୍ମାନ ଜଣାଇ ସରକାରୀ କାର୍ଯ୍ୟ ହେଉଛି :ମନ୍ତ୍ରୀ ଛତ୍ରପୁର ତା.୧୬ .୦୮ .୨୪ ପୂଣ୍ୟପ୍ରସୂ ଭାରତର ପବିତ୍ର ୭୮ ତମ ସ୍ବାଧୀନତା ଦିବସ କୋଟିକୋଟି ଭାରତୀୟଙ୍କ ଆଶା ଓ ଅଭିପ୍ସାର ମହାନ ଗଣପର୍ବ । ଆମ ପୂର୍ବଜଙ୍କ ବଳିଦାନ ଓ ବୀରତ୍ବ ଆମର ସ୍ମାରକୀ ଏବଂ ବିଶ୍ବେକ

ମାଲକାନଗିରି ଜିଲ୍ଲାରେ ୭୮ ତମ ସ୍ବାଧିନତା ଦିବସ ପାଳିତ…

ମାଲକାନଗିରି, ୧୫/୦୮/୨୪: ଓଡିଶା ଓ ଓଡିଆ ଲୋକମାନଙ୍କର ବିକାଶ ହେଉଛି ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ଓଡିଆ ଅସ୍ମିତାର ପୁନଃ ଉଦ୍ଧାର ଓ ସୁରକ୍ଷା ପାଇଁ ସରକାରଙ୍କ ତରଫରୁ ୨୦୦ କୋଟି ଟଙ୍କାର ସ୍ଵତନ୍ତ୍ର ପାଣ୍ଠି ବ୍ୟବସ୍ଥା କରାଯାଇଛି । ଏହା ଅଧୀନରେ ପାଇକ ବିଦ୍ରୋହ ସ୍ମାରକୀ ଉନ୍ନତିକରଣ,

ଶିଶୁ ଖାଦ୍ୟ ରେ ସରକାରଙ୍କ ଜି.ଏସ.ଟି ୧୮ପ୍ରତିଶତ :କମ୍ପାନୀ ମାଲେ ମାଲ ପିତା ମାତା ବେହାଲ….!

ମହଙ୍ଗା ମାଡରୁ ବି ବର୍ତ୍ତିନି ଶିଶୁ ଖାଦ୍ୟ.... ବ୍ରହ୍ମପୁର: ଦିନକୁ ଦିନ ସମସ୍ତ ସାମଗ୍ରୀର ଦର ହୁ ହୁ ହୋଇ ବଢ଼ି ଚାଲିଛି। ହେଲେ ଶିଶୁ ଖାଦ୍ୟ ମଧ୍ୟ ଏଥିରୁ ବାଦ ପଡ଼ିନାହିଁ। ଶିଶୁ ଖାଦ୍ୟରେ ଜି ଏସ ଟି ଲାଗୁ କରି ସରକାର ବୋଝୋ ଉପରେ ଲଳିତା ବିଡା ଅଭିଭାବକ ଉପରେ ଲଦି ଦେଇଛନ୍ତି l