Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଶ୍ରୀମନ୍ଦିରରେ ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ କୁଡୁଆ
ପୁରୀ: ଶ୍ରୀମନ୍ଦିର ମହାପ୍ରସାଦକୁ ନେଇ ବଡ ଘୋଷଣା କରିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । ସେ କହିଛନ୍ତି, ଶ୍ରୀମନ୍ଦିରରେ ଭକ୍ତଙ୍କୁ ମାଗଣା ମହାପ୍ରସାଦ କୁଡୁଆ ମିଳିବ । ଏନେଇ ରାଜ୍ୟ ସରକାର ଯୋଜନା କରୁଛନ୍ତି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।
ମନ୍ତ୍ରୀ ଆହୁରି କହିଛନ୍ତି ଯେ,!-->!-->!-->…
ହବିଷ୍ୟାଳିଙ୍କ ପାଇଁ ପୁରୀରେ ହେବ ସ୍ୱତନ୍ତ୍ର ବ୍ୟବସ୍ଥା: ଆଇନ ମନ୍ତ୍ରୀ
ପୁରୀ : ପାଖେଇ ଆସିଲାଣି କାର୍ତ୍ତିକ ମାସ । ଏହି ପବିତ୍ର ମାସରେ ପୁରୀରେ ଜମିବ ହବିଷ୍ୟାଳିଙ୍କ ଭିଡ଼ । ସୁରୁଖୁରୁରେ ସେମାନଙ୍କ ରହଣି ସହ ସୁବିଧାରେ ପ୍ରଭୁଙ୍କ ଦର୍ଶନ ନିମନ୍ତେ ପ୍ରଣୟନ କରାଯାଇଛି ହବିଷ୍ୟାଳି ଯୋଜନା । ହବିଷ୍ୟାଳିଙ୍କ ପାଇଁ ପୁରୀରେ ହେବ ସ୍ୱତନ୍ତ୍ର ବ୍ୟବସ୍ଥା ।!-->…
କଟକ ଚାନ୍ଦିନୀଚୌକରେ ନିଆରା ପରମ୍ପରା, ଲାଗିହୁଏ ମାଛ ଭୋଗ
କଟକ: ଆଜି ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟର, ଅଧର୍ମ ଉପରେ ଧର୍ମର ବିଜୟ ଉତ୍ସବ। ମଣ୍ତପରେ କରାଯାଉଛି ମହିଷା ମର୍ଦ୍ଦିନୀଙ୍କ ସ୍ୱତନ୍ତ୍ର ନୀତିକାନ୍ତି । ସ୍ୱତନ୍ତ୍ର ତନ୍ତ୍ର, ମନ୍ତ୍ର, ଚଣ୍ତିପାଠରେ ଫାଟି ପଡୁଛି ସହରଠୁ ପୁରପଲ୍ଲୀ । ପୂଜା ମଣ୍ତପରେ ରୀତିନୀତି ଅନୁସାରେ ଚାଲିଛି ମା!-->…
ଆଜି ପବିତ୍ର ବିଜୟା ଦଶମୀ, ମଣ୍ତପରେ ଚାଲିଛି ମହିଷା ମର୍ଦ୍ଦିନୀଙ୍କ ସ୍ୱତନ୍ତ୍ର ନୀତିକାନ୍ତି
ଭୁବନେଶ୍ୱର : ଆଜି ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟ ଓ ପାପ ଉପରେ ପୁଣ୍ୟର ବିଜୟର ସ୍ବରୂପ ହେଉଛି ବିଜୟା ଦଶମୀ । ଆଜି ମହିଷାସୁରକୁ ବଧ କରିବେ ମା’ ଦୁର୍ଗା । ମା’ ଜଗଜ୍ଜନନୀଙ୍କ ଆଗମନରେ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ । ପୂଜା ମଣ୍ଡପରେ ମା’ଦୁର୍ଗା ଶ୍ରଦ୍ଧାଳୁଙ୍କୁ!-->…
ରାଜ୍ୟରୁ ବିଦାୟ ନେବ ମୌସୁମୀ, ପାଗ ରହିଛି ଅନୁକୂଳ
ଭୁବନେଶ୍ବର: ରାଜ୍ୟରୁ ବିଦାୟ ନେବ ମୌସୁମୀ। ଏଥିପାଇଁ ବାୟୁ ଅପସାରଣ ପାଇଁ ପାଗ ଅନୁକୂଳ ରହିଛି। ୨ ଦିନ ମଧ୍ୟରେ ଏହା ଓଡ଼ିଶାର କିଛି ଭାଗରୁ ପ୍ରତ୍ୟାବର୍ତ୍ତନ କରିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ରାଜ୍ୟରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ!-->…
ପ୍ରତିଦିନ ଅନିଚ୍ଛାକୃତ ଆଘାତ ମୃତ୍ୟୁରେ ଯାଉଛି ୫୭ ଜୀବନ
ଭୁବନେଶ୍ବର : ଦେଶରେ ବଢ଼ି ଚାଲିଛି ଅନିଚ୍ଛାକୃତ ଆଘାତ ମୃତ୍ୟୁ। ଏଭଳି ମୃତ୍ୟୁରେ ଓଡ଼ିଶା ଦେଶରେ ଅଷ୍ଟମ ସ୍ଥାନରେ ରହିଛି। ରାଜ୍ୟରେ ବର୍ଷକୁ ଲକ୍ଷେ ଲୋକଙ୍କ ଭିତରୁ ପ୍ରାୟ ୪୬ ଜଣଙ୍କ ଜୀବନ ନେଉଛି ଅନିଚ୍ଛାକୃତ ଆଘାତ। ୨୦୨୨ ମସିହାରେ ଅକାଳରେ ଲିଭି ଯାଇଛି ୨୧ ହଜାର ୧୩ଟି ଜୀବନ ଦୀପ। ଅର୍ଥାତ୍!-->…
୧୩୨୮ ସରକାରୀ ଚାକିରି ହରାଇବେ ଓବିସି ପ୍ରାର୍ଥୀ-ଏଲ୍ଟିଆର ଶିକ୍ଷକ ନିଯୁକ୍ତି!
ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ୬୦୨୫ ପଦରେ ଏଲ୍ଟିଆର ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟରେ ପଛୁଆବର୍ଗଙ୍କ ପାଇଁ ମାତ୍ର ୧୧.୨୫% ସଂରକ୍ଷଣ ଥିବା ଯୋଗୁଁ ରାଜ୍ୟର ପଛୁଆବର୍ଗ ଶିକ୍ଷକ ଆଶାୟୀ ପ୍ରାର୍ଥୀମାନେ ଏହି ୬୦୨୫ ଶିକ୍ଷକ ପଦ ମଧ୍ୟରୁ ମାତ୍ର ୨୯୯ ପଦରେ!-->…
ମଣ୍ଡପରୁ ଲୁଟିନେଲେ ମା’ଙ୍କର ୧୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର
ଭୁବନେଶ୍ବର : ମଣ୍ଡପରୁ ଲୁଟିନେଲେ ମା’ଙ୍କର ୧୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର। ଯାଜପୁର କୋରେଇ ଥାନା ବରୁଣ୍ଡେଇସ୍ଥିତ ବଙ୍ଗାଳୀ ସାହି ଦୁର୍ଗା ମଣ୍ଡପରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏନେଇ କୋରାଇ ଥାନାରେ ଅଭିଯୋଗ ହୋଇଛି।ଗତକାଲି ରାତିରେ ଭୋଜିଭାତ ସରିବା ପରେ କମିଟି ସଦସ୍ୟ ଓ ପୂଜକ!-->…
କାଲି ମହାନଦୀରେ ବୁଡ଼ିଯାଇଥିଲେ ୨ ଛାତ୍ର; ଆଜି ମିଳିଲା ମୃତଦେହ
ସମ୍ବଲପୁର : ଗତକାଲି ମହାନଦୀରେ ଗାଧୋଇଲା ବେଳେ ବୁଡ଼ିଯାଇଥିବା ଦୁଇ ନବମ ଶ୍ରେଣୀ ଛାତ୍ରଙ୍କ ମୃତଦେହ କରାଯାଇଛି। ସମଲେଶ୍ୱରୀ ଘାଟରୁ ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଜଣାଯାଇଛି। ମୃତକ ଛାତ୍ର ଦ୍ୱୟ ହେଲେ କନିଷ୍କ ଓ ହିମାଂଶୁ।ଗତକାଲି ୨ ଛାତ୍ର ସଡ଼କ ଘାଟରେ ଗାଧୋଉଥିଲେ। ଏହି ସମୟରେ!-->…
ଫୁଡ୍ ଷ୍ଟଲରେ ଚଢ଼ାଉ କଲା ବିଏମସି; ନଷ୍ଟକଲା ବାସି ଖାଦ୍ୟ
ଭୁବନେଶ୍ବର : ଭୁବନେଶ୍ୱରର ବିଭିନ୍ନ ପୂଜା ପେଣ୍ଡାଲ ପରିସରରେ ପଡ଼ିଥିବା ଖାଦ୍ୟ ଷ୍ଟଲ ଉପରେ ବିଏମସି ପକ୍ଷରୁ ଆଜି ଚଢାଉ କରାଯାଇଛି। ବାସି, ଅପମିଶ୍ରିତ ରଙ୍ଗ, ଏବଂ ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ଖାଦ୍ୟକୁ ନଷ୍ଟ କରିଛି ବିଏମସି ଟିମ୍।ରଗୁଲଗଡ, ନୟାପଲ୍ଲୀ ସମେତ ବରମୁଣ୍ଡା ପୂଜା!-->…