Browsing Category

ଓଡିଶା

ମଧୁମିତାଙ୍କ ସ୍ୱାମୀଙ୍କ ସମ୍ପର୍କରେ ତଥ୍ୟ ନେଲେ ବାୟୁସେନା ଅଧିକାରୀ

ଭୁବନେଶ୍ବର : ଭୁବନେଶ୍ୱରରେ ମହିଳା ସାମ୍ବାଦିକା ମଧୁମିତା ପରିଡ଼ାଙ୍କ ଆତ୍ମହତ୍ୟା ଘଟଣାରେ ତଥ୍ୟ ନେଲେ ବାୟୁସେନା ଅଧିକାରୀ। ମଧୁମିତାଙ୍କ ସ୍ୱାମୀ ତଥା ଗିରଫ ଅଭିଯୁକ୍ତ ଶ୍ରୀଧର ଜେନାଙ୍କ କେସ୍‌ ସମ୍ପର୍କିତ ତଥ୍ୟ ନେଇଛନ୍ତି। ମଧୁମିତାଙ୍କ ସ୍ୱାମୀ ଶ୍ରୀଧର ବାୟୁସେନାରେ କାର୍ଯ୍ୟରତ ଥିବାରୁ

ଆଳୁ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: ଓଡିଶାରେ ଆଳୁ ଦର ହୁ ହୁ ହୋଇ ବଢିବା ପରେ ବିରୋଧୀଦଳର ନେତା ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ଚିଠି ଲେଖିଛନ୍ତି।ଏହି ଅତ୍ୟାବଶ୍ୟକ ସାମଗ୍ରୀର ସୁପରିବହନ କରିବାକୁ ଚିଠିରେ ଅନୁରୋଧ କରିଛନ୍ତି। ନବୀନ ଚିଠିରେ ଲେଖିଛନ୍ତି

ବିଧାନସଭାରେ ଉଠିଲା ଭୂତ ରାସନକାର୍ଡ ପ୍ରସଙ୍ଗ

ଭୁବନେଶ୍ବର: ବିଧାନସଭା ଶୂନ୍ୟକାଳରେ ଉଠିଲା ଭୂତ ରାସନ କାର୍ଡ ହିତାଧିକାରୀ ପ୍ରସଙ୍ଗ। ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇଛନ୍ତି। ରାଜ୍ୟରେ ୨୫ ଲକ୍ଷ ଭୂତ କାର୍ଡ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ, ଯୋଗାଣ ମନ୍ତ୍ରୀ କହିଥିଲେ ରାସନ

ଏମସିଏଲ ଅଧିକାରୀଙ୍କୁ ଦୁର୍ବ୍ଯବହାର ଅଭିଯୋଗ, ବିଜେଡି ନେତ୍ରୀଙ୍କ ସମେତ ୪ ଗିରଫ

ଝାରସୁଗୁଡା: ମହାନଦୀ କୋଲଫିଲ୍ଡସ ଲିମିଟେଡ (ଏମସିଏଲ) ର ଜଣେ ଅଧିକାରୀଙ୍କୁ ଜୋତା ଫିଙ୍ଗିବା ଅଭିଯୋଗରେ ପୋଲିସ ଶୁକ୍ରବାର ଦିନ ବିଜେଡି ନେତ୍ରୀ ତଥା ପୂର୍ବତନ ସରପଞ୍ଚ ପାର୍ବତୀ ବେହେରାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ଏହି ଘଟଣା ଲଖନପୁର ବ୍ଲକର ଏମସିଏଲର ବନ୍ଦବାହାଲ କାର୍ଯ୍ୟାଳୟରେ

ଅନଲାଇନ ଗେମରୁ କୋଟିପତି; ଘରେ ପଶିଲା ଇଡି

ଅନଲାଇନ୍ ଗେମ ଖେଳି କୋଟି କୋଟି ଟଙ୍କା ରୋଜଗାର କରୁଥିଲେ। ବ୍ୟାଙ୍କ ଆକାଉଣ୍ଟରେ କୋଟିକୋଟି ଟଙ୍କା କାରବାରକୁ ନେଇ ୬ଜଣଙ୍କ ଘରେ ଚଢ଼ାଉ କରିଛି ଇଡି। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ବଡ଼ଗୋଗୁଆ ଗାଁରେ ରହୁଥିବା ୬ଜଣଙ୍କ ଘରେ ଇଡି ଚଢ଼ାଉ କରିଛି। କୋଲକାତାର ୪୦ ଜଣିଆ ଇଡି ଟିମ୍

ଜୁଲାଇ ୨୯ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଭୁବନେଶ୍ୱର: ଆସନ୍ତା ୨୯ ତାରିଖରେ ବନ୍ଦ ରହିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି। ଏବେ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଜାରି ରହିଥିବାରୁ ଆସନ୍ତା ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିବ । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏକ

ଓଡିଶାରେ ହେବ ଆଉ ୨ଟି ନୂଆ ଇଏସଆଇ ହସ୍ପିଟାଲ

ଭୁବନେଶ୍ୱର: ଓଡିଶାରେ ଦୁଇଟି ନୂଆ ଇଏସଆଇ ହସ୍ପିଟାଲ ପ୍ରତିଷ୍ଠା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଏହି ଦୁଇଟି ଡାକ୍ତରଖାନା କେନ୍ଦୁଝର ଏବଂ ସୋନପୁର ସହରରେ ହେବ। ଏହା ମୁଖ୍ୟତଃ ଶ୍ରମିକ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ଉପକୃତ କରିବ ବୋଲି

‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା ନିର୍ବାଚନ ଜିତିବା ପାଇଁ ହୋଇଥିଲା: ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ

ଭୁବନେଶ୍ବର: ପୂର୍ବ ସରକାରଙ୍କ ଯୋଜନାର ନା ବଦଳିବା ନେଇ ଗୃହରେ ଉଦବେଗ। ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇ ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ବିଧାୟକ ଗଣେଶ୍ୱର ବେହେରା। ଗଣେଶ୍ୱର ବେହେରା କହିଛନ୍ତି ସରକାର ବଦଳିବା ପରେ ୩୧୪ ବ୍ଲକର ବିକାଶ କାର୍ଯ ଠପ ହୋଇଯାଇଛି। ଆମ ଓଡ଼ିଶା ନବୀନ ଓଡ଼ିଶା

ବାଲେଶ୍ୱର ସୀମାରୁ ଆଳୁ ଟ୍ରକ ଫେରାଇନେଲା ପଶ୍ଚିମବଙ୍ଗ

ଜଳେଶ୍ବର : ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି ଆଳୁ । ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆଳୁ ରପ୍ତାନୀ ବନ୍ଦ ଥିବାରୁ ଦର ବୃଦ୍ଧି ହୋଇଥିବା କୁହାଯାଉଛି । ଜଳେଶ୍ବରର ସୀମାରେ ଅଟକି ରହିଥିଲା ଆଳୁ ବୋଝେଇ ଟ୍ରକ । ସୋନାକଣିଆ ନିକଟରେ ପଶ୍ଚିମବଙ୍ଗ ପୋଲିସ ଟ୍ରକକୁ ଅଟକାଇ ରଖିଥିଲା । ତେବେ ଓଡ଼ିଶା

ନାଚୁ ନାଚୁ ଚାଲିଗଲେ ନୃତ୍ୟ ଗୁରୁ

ଯାଜପୁର: ନୃତ୍ୟ ଅଭ୍ୟାସ ବେଳେ ଚାଲିଗଲା ନୃତ୍ୟ ଗୁରୁଙ୍କ ଜୀବନ । ଯାଜପୁର ଜିଲ୍ଲା ଷଠୀପୁର ସ୍ଥିତ କ୍ୟାମ୍ପରେ ଯାଜ୍ଞସେନି ଅପେରା ଡ୍ୟାନ୍ସ ଗୁରୁ ମାୟାଧର ଜେନାଙ୍କ ମୃତ୍ୟୁ । ନୃତ୍ୟ ଅଭ୍ୟାସ ବେଳେ ଅଚାନକ ଅସୁସ୍ଥ ହୋଇପଡିଥିଲେ ନୃତ୍ୟ ଗୁରୁ । ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି