Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଜଟଣୀରେ ରାତି ଅଧରେ ଇଲେକ୍ଟ୍ରିସିଆନଙ୍କୁ ହତ୍ୟା
ଭୁବନେଶ୍ୱର : ଜଟଣୀରେ ଇଲେକ୍ଟ୍ରିସିଆନକୁ ହତ୍ୟା । ଖୁଦୁପୁର ଛକରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ରାତି ଅଧରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଅଭିଯୁକ୍ତ ଫେରାର ହୋଇଯାଇଛି । ଏମ୍ସରେ ଚିକିତ୍ସିତ ବେଳେ ମାର୍କଣ୍ଡ ବଳିୟାସିଂଙ୍କ ମୃତ୍ୟୁ ହୋଇଛି ।
ଗତକାଲି ବିଳମ୍ବିତ!-->!-->!-->…
ଭିଜିଲାନ୍ସ ଜାଲରେ ଏଏସଆଇ, ଜମି ବିବାଦ ଫଇସଲା ପାଇଁ ମାଗିଥିଲେ ୧୦ ହଜାର ଟଙ୍କା
କଟକ : ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନାର ଏଏସଆଇ ଅକ୍ଷୟ କୁମାର ସେଠୀ । ଲାଞ୍ଚ ମାମଲାରେ ASI ଫେରାର ହୋଇଥିଲେ, ଏବେ ବନ୍ଧା ହେଲେ । ଦୀର୍ଘ ସମୟର କସରତ ପରେ ପୋଲିସ ଅକ୍ଷୟ କୁମାର ସେଠୀଙ୍କୁ ଗିରଫ କରିଛି ଭଜିଲାନ୍ସ । ତାଙ୍କ ବିରୋଧରେ ଲାଞ୍ଚ ଦାବି ଓ ଗ୍ରହଣ!-->…
ଦୁଇ ବାଇକ ମୁହାଁମୁହିଁ ଧକ୍କା, ୨ ମୃତ ଓ ଜଣେ ଆହତ
କୋରାପୁଟ : କୋରାପୁଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଚାଲିଗଲା ଦୁଇ ଜଣଙ୍କ ଜୀବନ । କୋରାପୁଟ ସଦର ଥାନା ଡଲିଆମ୍ବ ବ୍ରିଜ ନିକଟରେ ଗତ ରାତିରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବା ଦେଖିବାକୁ ମିଳିଛି । ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ!-->…
ମୁଣ୍ଡଳୀରେ ପହଞ୍ଚିଲା ପ୍ରଥମ ବନ୍ୟାଜଳ: ଫୁଲୁଛି ମହାନଦୀ, ତଳିଆ ଅଞ୍ଚଳରେ ଆତଙ୍କ
କଟକ: ଲଗାଣ ବର୍ଷା ଯୋଗୁଁ ଉପରମୁଣ୍ଡରୁ ମାଡ଼ି ଆସୁଛି ପାଣି। ହୀରାକୁଦ ଜଳଭଣ୍ଡାରରୁ ଛଡ଼ାଯାଇଥିବା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଶେଷରେ ଆସି ମୁଣ୍ଡଳୀ ବ୍ୟାରେଜରେ ପହଞ୍ଚିଛି। ଏହାର ପ୍ରଭାବରେ ମହାନଦୀ ଏବଂ ଏହାର ଶାଖା ନଦୀଗୁଡ଼ିକର ଜଳସ୍ତର ଏବେ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ନଦୀର!-->…
ରଥଯାତ୍ରା ପୂର୍ବରୁ ସକ୍ରିୟ ସାଇବର୍ ଠକ: ମହାପ୍ରଭୁଙ୍କୁ ତୁଳସୀ ଚଢ଼ା ନାଁରେ ଅନଲାଇନରେ ମାଗୁଛନ୍ତି ଟଙ୍କା
ପୁରୀ: ରଥଯାତ୍ରା ଆରମ୍ଭ ନ ହେଉଣୁ ସକ୍ରିୟ ହୋଇଗଲେଣି ସାଇବର୍ ଠକମାନେ । ରଥଯାତ୍ରାରେ ପୂଜାପାଠ କରିବାକୁ ଆଳ କରି ଦାନ ମାଗୁଛନ୍ତି । ଫେସବୁକ୍ ରେ ମାଳମାଳ ବିଜ୍ଞାପନ ଛାଡୁଛନ୍ତି । ଏଭଳି କଲେ କୁକର୍ମରୁ ମୁକ୍ତି ମିଳିବ ବୋଲି କହୁଛନ୍ତି । ଖାଲି ସେତିକି ନୁହଁ ରଥ ଉପରେ ୨୫୧ କିମ୍ବା ୫୦୧!-->…
ପଛକୁ ପଛ ଆସୁଛି ୨ଟି ଲଘୁଚାପ: ୨୨ ତାରିଖ ଯାଏ ପ୍ରବଳ ବର୍ଷିବ
ଭୁବନେଶ୍ୱର: ଓଡ଼ିଶାରେ ମୌସୁମୀ ବର୍ଷା ଜାରି ରହିଛି। ଗତ କିଛି ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅସରାଏ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଥିବା ବେଳେ, ଆଗକୁ ଓଡ଼ିଶା ଆଡ଼କୁ ଆସୁଛି ଆହୁରି ଦୁଇଟି ଲଘୁଚାପ। ଏହା ପ୍ରଭାବରେ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଭଲ ବର୍ଷା ହୋଇପାରେ।!-->…
ଆସିକା ରେ ମାତିଛନ୍ତି ମାଟି ମାଫିଆ ରାତ୍ର ସମୟରେ କରୁଛନ୍ତି ମୋରମ ଲୁଟ ….!
ରାଜନେତାଙ୍କ ଛତ୍ର ଛାୟା ତଳେ ବିଲଡର……!କୋମାରେ ରାଜସ୍ୱ ବିଭାଗ ଏବଂ ଖଣି ବିଭାଗ …..!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ତହସିଲ ଅଧିନରେ ଥିବା ବିଭିନ୍ନ ଗ୍ରାମରୁ ମୋରମ ମାଫିଆ ମାନଙ୍କ ଆତଙ୍କ ରାଜ ବଢ଼ିବାରେ ଲାଗିଛି। ଆସିକା ରେ ବର୍ତ୍ତମାନ ମାତିଛନ୍ତି ମାଟି ମାଫିଆ ମାନେ ସଞ୍ଜ ନଇଁଲେ!-->…
ଗଞ୍ଜାମ ଜିଲ୍ଲାରେ ଅବକାରୀ ବିଭାଗର କର୍ମଚାରୀ ଅଭାବ ଯୋଗୁଁ ଚୋରା ମଦ କାରବାର ବୃଦ୍ଧି …..?
ଏଥିପାଇଁ ଦାୟୀ କିଏ…..??
ରଥଯାତ୍ରା ପରିଚାଳନା ପାଇଁ ୧୯ ବରିଷ୍ଠ ଆଇପିଏସ ନିୟୋଜିତ
ଭୁବନେଶ୍ୱର:ରଥଯାତ୍ରାକୁ ସୁରକ୍ଷିତ ଓ ସୁଶୃଙ୍ଖଳ ଭାବେ ସମ୍ପନ୍ନ କରିବା ପାଇଁ ରାଜ୍ୟ ସରକାର ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରଥଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥାର ତଦାରଖ ପାଇଁ ୧୯ ଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ସେହିପରି ପ୍ରାୟ ୧୨ ହଜାର!-->…
ରାଜଧାନୀରୁ ବନ୍ଧା ହେଲା ନକଲି ଆଡିସନାଲ ଏସପି
ଭୁବନେଶ୍ୱର : ଆଡିସନାଲ ଏସପି ପରିଚୟ ଦେଇ ଲୋକଙ୍କୁ ଧମକଚମକ ଅଭିଯୋଗରେ ଜଣେ ଗିରଫ । ଖାରବେଳନଗର ଥାନା ପୋଲିସ ହାତରେ ଧରାପଡ଼ିଲା ଧୂର୍ତ୍ତ ଠକ ରଜନୀକାନ୍ତ ମହାନ୍ତି । ନିଜକୁ ଆଡିସନାଲ ଏସପି ପରିଚୟ ଦେଇ ସେ ଲୋକଙ୍କୁ ଧମକଚମକ ଦେଉଥିଲା । ଏପରକି ୨ ମାସ ପୂର୍ବରୁ ଜଣେ ବ୍ୟକ୍ତିଙ୍କ ଗାଡ଼ି!-->…