Browsing Category

ଓଡିଶା

ୟୁନିଫର୍ମ ସର୍ଭିସକୁ ଜନସାଧାରଣଙ୍କ ଉତ୍ସର୍ଗୀକୃତ ସେବାର ପ୍ରତୀକ ରୂପେ ପ୍ରତିଫଳିତ କରନ୍ତୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ୟୁନିଫର୍ମ ସର୍ଭିସ୍‌ରେ ନିଜର ବ୍ୟକ୍ତିଗତ ଜୀବନରେ ଅନେକ ତ୍ୟାଗ ଦେବାକୁ ପଡ଼ିଥାଏ। ସାଧାରଣ ନାଗରିକ, ଆମର ମା, ଭଉଣୀ ଏବଂ ପିଲାମାନଙ୍କର ସୁରକ୍ଷା ଆମ ଉପରେ ନିର୍ଭର କରେ। ଏ କ୍ଷେତ୍ରରେ କର୍ତ୍ତବ୍ୟନିଷ୍ଠା ସହିତ ଉତ୍ତମ ବ୍ୟବହାର ପୁଲିସର ଭାବମୂର୍ତ୍ତିକୁ ଉଜ୍ଜଳ କରିବାରେ ସହାୟକ

ତହସିଲଦାରଙ୍କ ଜ୍ଞାତ ସାରରେ ଗଞ୍ଜାମ ଜିଲ୍ଲାରେ ସରକାରୀ ଜମି ମାଫିଆ ଙ୍କ କବ୍ଜାରେ : ବିଜେପି ସରକାରଙ୍କ ଜମି ଉଚ୍ଛେଦ…

ବ୍ରହ୍ମପୁର :- ଗତ ଦିନର ବିଜେଡି ଦଳୀୟ ଶାସନ କାଳରେ ଭୋଟରଙ୍କୁ ଅନୁକୁମ୍ପା ଦେଇ ଜମି କେଳାଙ୍କାରୀ କରି ଭୋଟ ହାତେଇ ଚାଲିଥିଲେ। ଯାହାର ଫଳ ସ୍ୱରୂପ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସରକାରୀ ଜମି, ଜଙ୍ଗଲ ଜମି,ବନ ସଂରକ୍ଷଣ ପାହାଡ଼,ପଥର ଖଣି, ଏପରିକି ଗୋଚର, ପତିତ ଗ୍ରାମକଣ୍ଟକ ଜମି ଗୁଡିକ ବେନିୟମ

ତିନି ଲକ୍ଷ ପାଇଁ ନିଜ ଅପହରଣର ନାଟକ ରଚିଥିଲା ଅଭିଯୁକ୍ତ

ନୂଆପଡା: ନିଜ କାହାଣୀର ନିଜେ ନାୟକ ଏବଂ ନିଜେ ହିଁ ଖଳନାୟକ । ଟଙ୍କା ପାଇଁ ନିଜେ ରଚିଥିଲେ ନିଜର ଅପହରଣ । ବାପାଙ୍କ ପାଖକୁ ୩ ଲକ୍ଷ ଟଙ୍କା ଆଦାୟ କରିବା ପାଇଁ ନିଜେ ନିଜର ଅପହରଣ ନାଟକ ରଚିଥିଲେ ଅଭିଯୁକ୍ତ । ଶେଷରେ ପଡିଲେ ପୋଲିସ ହାତରେ । ଏପରି ଘଟଣା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା

୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଯୋଗାଣ ଅଧିକାରୀଙ୍କୁ ମାଡିବସିଲା ଭିଜିଲାନ୍ସ

ବଲାଙ୍ଗୀର: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡିଲେ ଯୋଗାଣ ଅଧିକାରୀ । ବଲାଙ୍ଗୀର ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଭାକର ପାତ୍ରଙ୍କୁ ଗିରଫ କଲା ଭିଜିଲାନ୍ସ । ଜଣେ ରାଇସ୍ ମିଲର୍ସଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଦ୍ଵାରା ଗିରଫ ହୋଇଥିଲେ ପ୍ରଭାକର । ସୂଚନା

ବିଜେଡି ହିଁ ବିଜେଡିକୁ ହରାଇଛି: ନୃସିଂହ ସାହୁ

ଭୁବନେଶ୍ୱର: ବିଜେଡି ପରାଜୟକୁ ନେଇ ନୃସିଂହ ସାହୁଙ୍କ ବିସ୍ଫୋରକ ବୟାନ। ବିଜେଡି ହିଁ ବିଜେଡିକୁ ହରାଇଛି ବୋଲି କହିଲେ ନୃସିଂହ। ବିଭିନ୍ନ ଜାଗାରେ ମୂଷା ରହିଥିଲେ, ସେଥିପାଇଁ ହାରିଲୁ ବୋଲି କହିଛନ୍ତି ନୃସିଂହ ସାହୁ । ନୃସିଂହ କହିଛନ୍ତି ଯେ, ବହୁତ କ୍ଷେତ୍ରରେ ବିଜେଡି ଲୋକ ହିଁ

ଓସିଏ ସଭାପତି ପଦରୁ ପ୍ରଥମେ ବବି ଦାସ ଇସ୍ତଫା ଦେବା ଉଚିତ୍: ସମୀର ଦେ

ଭୁବନେଶ୍ବର: ଓସିଏରୁ ବବି ଦାସଙ୍କ ଇସ୍ତଫା ଦାବି କଲେ ସମୀର ଦେ। ଫାଓ ସଭାପତି ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବା ପରେ ଏଭଳି ଏକ ଦାବୀ କରିଛନ୍ତି ସମୀର। ସମୀର କହିଛନ୍ତି ଯେ, ଓସିଏ ସଭାପତି ପଦରୁ ପ୍ରଥମେ ବବି ଦାସ ଇସ୍ତଫା ଦେବା ଉଚିତ୍ । ସମୀର ଦେ ଆହୁରି ମଧ୍ୟ କହିଛନ୍ତି ଯେ,

ଆମେ ସଂକଳ୍ପପତ୍ରରେ ଥିବା ପ୍ରତିଶ୍ରୁତି ପାଳନ କରିବୁ, ଆମ ପାଇଁ ଚ୍ୟାଲେଞ୍ଜ କିଛି ନାହିଁ: ପୃଥୀରାଜ ହରିଚନ୍ଦନ

ଭୁବନେଶ୍ବର: ସରକାରକୁ ମାସେ ପୂରିଲା। ଆମେ ୧୦୦ ଦିନର ମାପଦଣ୍ଡରେ ସଂକଳ୍ପ ପତ୍ରରେ ଥିବା ପ୍ରତିଶ୍ରୁତି ପାଳନ କରିବୁ। ଆମ ପାଇଁ ଚ୍ୟାଲେଞ୍ଜ କିଛି ହେବ ନାହିଁ। ଏଭଳି ଦୃଢ଼ୋକ୍ତି କରିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ଶ୍ରୀ ହରିଚନ୍ଦନ କହିଛନ୍ତି, ସରକାର ଭାବେ ଶପଥ ନେଲା ପରେ ଆମେ

ଗତ ବର୍ଷ ତୁଳନାରେ ଏବର୍ଷ ବେଶୀ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ରାଜ୍ୟରେ ଏଯାବତ୍ ମୋଟ ୫୧୬ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ। ଗତବର୍ଷ ୨୭୮ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଚଳିତ ବର୍ଷ ୫୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର। ଚଳିତବର୍ଷ ଖୋର୍ଦ୍ଧାରୁ

ରାଜଧାନୀର ବାର୍ ମାଲିକଙ୍କୁ ଚେତାବନୀ, ବିଳମ୍ବିତ ରାତି ଯାଏଁ ଖୋଲା ରହିଲେ ହେବ ଲାଇସେନ୍ସ ରଦ୍ଦ

ଭୁବନେଶ୍ୱର : ବାର୍ ମାଲିକଙ୍କୁ ଅବକାରୀ ବିଭାଗର ଚେତାବନୀ । ନିୟମ ଉଲ୍ଲଂଘନ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଦରକାର ପଡ଼ିଲେ ଲାଇସେନ୍ସ ରଦ୍ଦ କରିବାକୁ ବି ପଛାଇବ ନାହିଁ । ଅବକାରୀ ବିଭାଗ। ଏଭଳି ଚେତାବନୀ ଦେଇଛି ରାଜ୍ୟ ଅବକାରୀ ବିଭାଗ। ଭୁବନେଶ୍ୱର ବାର୍ ଗୁଡ଼ିକ ନିୟମ ଉଲଂଘନ

ରଥ ଉପରେ ମୋବାଇଲ ନିଷେଧ

ପୁରୀ: ଏଣିକି ରଥ ଉପରକୁ ଯିବ ନାହିଁ ମୋବାଇଲ । ସେବାୟତ ହୁଅନ୍ତୁ କି ଦଇତାପତି, କେହି ବି ନିଜ ସହିତ ରଥ ଉପରକୁ ମୋବାଇଲ ନେଇ ଯାଇପାରିବେ ନାହିଁ । ସେବାୟତଙ୍କୁ ତାଗିତ୍ କରି ଏମିତି କିଛି କଡା ନିର୍ଦ୍ଦେଶ ଦେଇଛନ୍ତି ନୂଆ କରି ନିଯୁକ୍ତ ହୋଇଥିବା ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ