ସ୍ପେଶାଲ ଘାଣ୍ଟ ଖାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

add-all

ଭୁବନେଶ୍ବର: ସ୍ପେଶାଲ ଘାଣ୍ଟ ଖାଇଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱର ପୋଖରୀପୁଟ ସ୍ଥିତ ବିଜେପି କାର୍ଯ୍ୟକର୍ତ୍ତା ବିଶ୍ଵନାଥ ସେଠୀଙ୍କ ଘରେ ମଧ୍ୟାହ୍ନ ଭୋଜନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମଧ୍ୟାହ୍ନ ଭୋଜନରେ ପଖାଳ ଭାତ, ଛତୁ ବେସର, ଆଳୁ ବାଇଗଣ ଭରତା, ଭେଣ୍ଡି ଭଜା, ଶାଗ ଭଜା, ଦହି ବାଇଗଣ, ସାଲାଡ଼, ପୋଟଳ କୁର୍ମା, ବଡି ଚୁରା, ଦ୍ଵିତୀୟା ଓଷା ଉପଲକ୍ଷେ ସ୍ପେଶାଲ୍ ଘାଣ୍ଟ ଖାଇଲେ ମୁଖ୍ୟମନ୍ତ୍ରୀ ।

ad-week
Leave A Reply

Your email address will not be published.