Browsing Category

ଓଡିଶା

ଆସନ୍ତା ୩ ଦିନ ଯାଏଁ ପ୍ରବଳ ବର୍ଷା ସମ୍ଭାବନା, ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ଅଞ୍ଚଳରେ ଅବସ୍ଥିତ ରହିଛି। ଏହାର ପ୍ରଭାବରେ ଗୁରୁବାର ଦିନଠାରୁ ସାରା ଓଡ଼ିଶାରେ ବର୍ଷା ଲାଗିରହିଛି। ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା

ସାଂସଦ ଓ ବିଧାୟକମାନଙ୍କୁ ସମ୍ବର୍ଦ୍ଧିତ କରିବ ବିଜେପି

ଭୁବନେଶ୍ବର : ଆସନ୍ତା ରବିବାର ଦିନ ବିଜେପିର ସମସ୍ତ ନିର୍ବାଚିତ ସାଂସଦ ଓ ବିଧାୟକମାନଙ୍କୁ ଦିଆଯିବ ସମ୍ବର୍ଦ୍ଧନା। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଦୁଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କନକ ବର୍ଦ୍ଧନ ସିଂହଦେଓ ଉପସ୍ଥିତ ରହିବା ସହ ମନ୍ତ୍ରିମଣ୍ଡଳର ମନ୍ତ୍ରୀମାନେ

ମନୋଜ ଆହୁଜା ନୂଆ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର : ମନୋଜ ଆହୁଜା ଆଜି ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ମନୋଜ ଆହୁଜାଙ୍କ ନିଯୁକ୍ତି ନେଇ ସାଧାରଣ ପ୍ରଶାସନ (ଜିଏ) ଓ ସାଧାରଣ ଅଭିଯୋଗ (ପିଜି) ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।୧୯୯୦ ବ୍ୟାଚ୍‌ର ବରିଷ୍ଠ ଆଇଏଏସ୍‌ ମନୋଜ ଆହୁଜା ନିକଟରେ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ବଦଳି ପାରେ ବ୍ୟବସ୍ଥା

ପୁରୀ : ୮ ଶହ ବର୍ଷ ତଳର ଶ୍ରୀମନ୍ଦିର। ଏବେ ମଧ୍ୟ ସେହି ସମାନ ସ୍ଥାନ, ସେହି ସମାନ ବ୍ୟବସ୍ଥା। ହେଲେ ଏପଟେ ଦିନକୁ ଦିନ ବଢ଼ୁଛି ଭକ୍ତଙ୍କ ସଂଖ୍ୟା। ଏପରିସ୍ଥଳେ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଟିଏ କେମିତି କରିବ ଅନାୟସରେ ଦର୍ଶନ? ଏ ସମ୍ପର୍କରେ ଓଟିଭିକୁ ସାକ୍ଷାତକାର ଦେଇ ପୁରୀ ଗଜପତି ମହାରାଜ

ସନ୍ଦେହରେ ପୁଲିସ ଡିଜିଙ୍କ ଭୂମିକା: ସାଜିଛନ୍ତି ଆଶିଷ ସିଂଙ୍କ ସୁରକ୍ଷାଦାତା, ଗୃହ ବିଭାଗ ମାଗିଲା ରିପୋର୍ଟ

ଭୁବନେଶ୍ବର : ସନ୍ଦେହରେ ପୁଲିସ ଡିଜି ଅରୁଣ ଷଡ଼ଙ୍ଗୀଙ୍କ ଭୂମିକା। ଏପର୍ଯ୍ୟନ୍ତ ବିଜେଡି ପ୍ରେମରୁ ମୁକୁଳି ପାରୁନାହାନ୍ତି। ଯେଉଁଥିପାଇଁ ବିଜେଡିର ଭଡ଼ାଟିଆ ଗୁଣ୍ଡା ସାଜି ରାଜନୀତିକ ବ୍ୟକ୍ତିମାନଙ୍କୁ ଧମକଚମକ ଦେଉଥିବାର ଅଭିଯୋଗ ଥିବା ଆଇପିଏସ ଅଫିସର ଆଶୀଷ କୁମାର ସିଂଙ୍କ ସୁରକ୍ଷାଦାତା

ସରକାର କିଣିଲେନି, ବେପାରୀ ନେଉନାହାନ୍ତି: ଚିନ୍ତାରେ ଚିନାବାଦାମ ଚାଷୀ

ବାଲିକୁଦା: ବଡ଼ଚଣା ବ୍ଲକ ବିରୂପା ଗେଙ୍ଗୁଟି ଓ କେଲୁଅ ଅବବାହିକାର ଚିନାବାଦାମ ଚାଷୀ ଏବେ ଚିନ୍ତାରେ। କାରଣ ସେମାନଙ୍କ ଉତ୍ପାଦିତ ଚିନାବାଦାମ ଏବେ ଘରେ ଭାଡ଼ିରେ ଥାକ ମରାଯାଇଛି। ସରକାର କିଣୁନାହାନ୍ତି କି କିଣିବାକୁ ବେପାରୀ ମଧ୍ୟ ନାହାନ୍ତି। ଦର ଏତେ ନୀଚ୍ଚା ଯେ ବିକିଲେ କ୍ଷତି ହିଁ

କଳା ପାହାଡ଼ କିଏ ତାର ଉତ୍ତର ମୁଁ ଦେବି: ବାବୁ ସିଂ-ସମୀର ମହାନ୍ତିଙ୍କ ମନ୍ତବ୍ୟ ନେଇ ଆଶୋକ ପଣ୍ଡାଙ୍କ ଜବାବ୍

ଭୁବନେଶ୍ୱର : ଏକାମ୍ର ପ୍ରକଳ୍ପ ନେଇ ଶାସକ ବିଜେପି ଏବଂ ବିରୋଧୀ ବିଜେଡ଼ି ମୁହାଁମୁହିଁ ହୋଇଛନ୍ତି। ପ୍ରକଳ୍ପର ସମୀକ୍ଷା ବିଧାୟକ ବାବୁ ସିଂ କରିଛନ୍ତି। ରାଜ୍ୟରେ ନୂଆ ସରକାର କ୍ଷମତାକୁ ଆସିବା ପରେ ବିଧାୟକ ବାବୁ ସିଂ ଓ ବିଜେପିର ଏକ ଟିମ ଏକାମ୍ର ପ୍ରକଳ୍ପର ସମୀକ୍ଷା କରିଛନ୍ତି।

ଖାଲି ପଡ଼ିଥିବା ଯୋଗାଣ ନିରୀକ୍ଷକ ପଦବି ଶୀଘ୍ର ପୂରଣ ହେବ: ମନ୍ତ୍ରୀ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଅନେକ ବ୍ଳକରେ ଯୋଗାଣ ନିରୀକ୍ଷକ ପଦବି ଖାଲି ପଡ଼ିଥିବା ବେଳେ ଏହା ପୂରଣ କରାଯିବା ସକାଶେ ତୁରନ୍ତ ଚେଷ୍ଟା କରାଯିବ। ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗୁରୁବାର ଏହା କହିଛନ୍ତି। ରାଜ୍ୟରେ ବିଜେପି ସରକାର ଆସିବା ପରେ

୨କିମି କାଦୁଆ ରାସ୍ତା ଦେଇ ଗର୍ଭବତୀଙ୍କୁ ଯିବାକୁ ପଡ଼ିଲାନି ଡାକ୍ତରଖାନା; ପହଞ୍ଚିଲେ ଡାକ୍ତରୀ ଟିମ୍‌

ଉମରକୋଟ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକର ବିଭିନ୍ନ ଗ୍ରାମକୁ ପ୍ରଶାସନ ପକ୍ଷରୁ ପକ୍କା ରାସ୍ତା ନଥିବା ବେଳେ ବର୍ଷା ଦିନରେ ଯାତାୟାତରେ ସମସ୍ୟା ହୋଇଥାଏ। ବର୍ଷା ଦିନ ହେଲେ ଚାଲିଚାଲି ଯିବା ମଧ୍ୟ କଷ୍ଟ ହୋଇଥାଏ। ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଟିମ ଦୁଇ କିଲୋମିଟର ଦୂର କାଦୁଅ

ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତାକୁ ଓହ୍ଲାଇଲେ ସାମ୍ବାଦିକ

ଭୁବନେଶ୍ବର : ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ ଜଣେ ମହିଳା ସାମ୍ବାଦିକଙ୍କ ଉପରକୁ କୁକୁର ଛାଡ଼ିବା ଘଟଣାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ସାମ୍ବାଦିକ। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସାମ୍ବାଦିକମାନେ ଦାବି କରିଛନ୍ତି। ଘଟଣାକୁ ୩ ଦିନ ବିତି ଯାଇଥିବା ସତ୍ତ୍ୱେ