Browsing Category

ଓଡିଶା

ପ୍ରତିଦିନ ଦାସିଆ ବାଉରୀଙ୍କ ପୀଠରୁ ଶ୍ରୀମନ୍ଦିର ଯାଉଛି ତୁଳସୀ, ନଡ଼ିଆ, ପଦ୍ମ

ପିପିଲି : ଚାଲିଛି ନାମ ସଂକୀର୍ତ୍ତନ। ରାମ ନାମରେ ଫାଟି ପଡ଼ୁଛି ଗଗନ ପବନ। ସମସ୍ତଙ୍କ ମୁହଁରେ ହରିନାମ। ନାମ ସଂକୀର୍ତ୍ତନରେ ସୃଷ୍ଟି ହେଉଛି ଏକ ଆଧ୍ୟାତ୍ମିକ ପରିବେଶ। ତାହାରି ଭିତରେ ଚାଲିଛି ମାଆ ବୃନ୍ଦାବତୀଙ୍କ ଆରାଧନା ଓ ତୁଳସୀ ପତ୍ର ତୋଳା। ଏମିତିକା ଆଧ୍ୟାତ୍ମିକ ପରିବେଶ ପୁରୀ ଜିଲ୍ଲା

ଟ୍ରାଫିକ୍ ସମସ୍ୟାର ସମାଧାନ ପାଇଁ ନୂଆ ନିୟମ

କଟକ : କଟକ ସହରରେ ଟ୍ରାଫିକ୍ ସମସ୍ୟା ପ୍ରଶାସନର ନିଦ ହଜାଇଥିବାବେଳେ ଏଥିରେ ସୁଧାର ଆଣିବାକୁ ଲାଗୁ ହେଲା ନୂଆ ଟ୍ରାଫିକ କଟକଣା। କଟକ ସହରର ପ୍ରମୁଖ ୧୯ ଟି ରୁଟକୁ ନୋ ପାର୍କିଂ ଜୋନ ଘୋଷଣା କରିଛି କମିଶନରେଟ ପୋଲିସ।ନୋ ପାର୍କିଂ ରୁଟରେ ବେଆଇନ ଭାବେ ପାର୍କିଂ ହୋଇଥିବା ଗାଡି ଗୁଡିକ ଉପରେ

୫ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ

ଭୁବନେଶ୍ବର : ରାଜ୍ୟରେ ଜାରି ରହିଛି ବର୍ଷା। ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି। ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ବର୍ଷା ସହ ବିଭିନ୍ନ ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ବିଶେଷ କରି ଆସନ୍ତାକାଲି କେତେକ ଜିଲ୍ଲାରେ ପ୍ରବଳରୁ ଅତି

କଂଗ୍ରେସ କନ୍ଦଳ: ଶରତ ପଟ୍ଟନାୟକଙ୍କ ଅଡ଼ୁଆ ବଢ଼ିଲା, ଜୋର୍ ଧରିଲା ଇସ୍ତଫା ଦାବି

ଭୁବନେଶ୍ବର : ସାଧାରଣ ନିର୍ବାଚନର ପ୍ରାୟ ଦୁଇବର୍ଷ ପୂର୍ବରୁ ପିସିସି ସଭାପତି ଦାୟିତ୍ୱ ନେଇଥିବା ଶରତ ପଟ୍ଟନାୟକଙ୍କ ଅଡ଼ୁଆ ବଢ଼ିଛି । ଚଳିତ ବିଧାନସଭା ନିର୍ବାଚନରେ ଶରତ ନିଜେ ପରାଜିତ ହେବା ସହ ତାଙ୍କ ନେତୃତ୍ୱରେ କଂଗ୍ରେସ ରାଜ୍ୟରେ ସରକାରବିରୋଧୀ ହାୱାକୁ ନିଜ ସପକ୍ଷରେ ଆଣିବାରେ ବିଫଳ

ମୃତ ନାବାଳିକାକୁ ମେଡିକାଲ୍‌ରେ ଛାଡ଼ି ଦୁର୍ବୃତ୍ତ ଫେରାର

କୋରାପୁଟ: ମୃତ ନାବାଳିକାକୁ ମେଡିକାଲ୍‌ରେ ଛାଡ଼ି ଦୁର୍ବୃତ୍ତ ଫେରାର। ଘଟଣାଟି ହେଉଛି କୋରାପୁଟ ଜିଲ୍ଲା ସୁନାବେଡ଼ା ମେଡିକାଲରେ। ନାବାଳିକାଙ୍କ ମୃତଦେହକୁ ନେଇ ଆଜି ମେଡିକାଲ୍ କତୃପକ୍ଷ ଚିନ୍ତାରେ ପଡ଼ିଛନ୍ତି। ମୃତ ଶିଶୁ ପଟାଙ୍ଗି ଥାନା କୁନ୍ଦୁଲି ଅଞ୍ଚଳର ବୋଲି ପୁଲିସ କହିଛି।

ବଜ୍ରପାତରେ ୩ ମୃତ ; ୪ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବରଗଡ: ବଜ୍ରପାତରେ ଚାଲିଗଲା ୩ ଜଣଙ୍କ ଜୀବନ। ୨ ଜଣ ଗୁରୁତର। ଗୁରୁତର ୨ ଜଣଙ୍କୁ ପଦ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ଘଟିଛି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଦେୱାନଡ଼ିହି ଗ୍ରାମରେ । ସୂଚନା ଅନୁସାରେ, ପ୍ରବଳ ବର୍ଷା କାରଣରୁ ୫ ଜଣ ବ୍ୟକ୍ତି ଏକ ବରଗଛ ତଳେ ଠିଆ ହୋଇଥିଲେ

କଟକ ସହରର ୧୯ଟି ରୁଟକୁ ‘NO PARKING ZONE’ ଘୋଷଣା

କଟକ: କଟକ ସହରରୁ ଦୂର ହେବ ଟ୍ରାଫିକ ସମସ୍ୟା । ଆକ୍ସନ ମୋଡରେ କମିଶନରେଟ ପୋଲିସ । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା କରାଯାଇଛି । ସହରାଞ୍ଚଳ ଆଇନ ୨୦୦୩ ର ଧାରା ୨୮ ଅନୁଯାୟୀ ଏହା ଘୋଷଣା କରାଯାଇଛି । ତେବେ ନୋ ପାର୍କିଂ ଜୋନରେ

ଖୁବଶିଘ୍ର ମହାନଦୀ ଜଳ ବିବାଦର ହେବ ସମାଧାନ

ଭୁବନେଶ୍ବର: ଖୁବଶିଘ୍ର ମହାନଦୀ ଜଳ ବିବାଦର ହେବ ସମାଧାନ। ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ। ଏହି ବିବାଦ ରାଜ୍ୟ ରଜ୍ୟ ମଧ୍ୟରେ ଆଲୋଚନା କରାଯାଇ ସମାଧାନ କରାଯାଇପାରିବ। କିନ୍ତୁ ପୂର୍ବ ସରକାର କେବେବି ସମାଧାନ ପାଇଁ ବିଶେଷ ଉଦ୍ୟମ କରିନାହାନ୍ତି। ଛତିଶଗଡ଼

ସାମାନ୍ୟ ବଚସାରୁ ପାଟିତୁଣ୍ଡ ତା’ପରେ ଛୁରୀ ଭୁସି ହତ୍ୟା

କଟକ: ସାମାନ୍ୟ ବଚସାରୁ ପାଟିତୁଣ୍ଡ ତା ପରେ ଛୁରୀ ଭୁସା । ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । ଏଭଳି ଘଟଣା ଘଟିଛି ଚୌଦ୍ଵାର ଥାନା ଚୁଡ଼ାଖିଆ ଅଞ୍ଚଳରେ । ମୃତକ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ତୁମାସିଙ୍ଗା ଥାନା ଅଞ୍ଚଳର ପ୍ରଶାନ୍ତ କୁମାର ମାଝୀ । ସେ ଚୁଡ଼ାଖିଆ ବଜାରରେ

ଓଡ଼ିଶାରେ ପର୍ଯ୍ୟାୟକ୍ରମେ କମିବ ମଦ କାରବାର, ନିଶା ମୁକ୍ତ ହେବ ରାଜ୍ୟ

ଭୁବନେଶ୍ବର: ଓଡିଶାରେ କମିବ ନିଶା ବ୍ୟବହାର । ରାଜ୍ୟରେ ପ୍ରର୍ଯ୍ୟାୟ କ୍ରମେ ବନ୍ଦ ହେବ ମଦ କାରବାର । ରାଜ୍ୟକୁ ମଦ ମୁକ୍ତ ଓ ନିଶା ମୁକ୍ତ କରିବାକୁ ଯୋଜନା କରାଯାଉଥିବା କହିଛନ୍ତି ସାମାଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସାମାଜିକ ସୁରକ୍ଷା ମନ୍ତ୍ରୀ ଆହୁରି କହିଛନ୍ତି ଯେ,