Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଜିଲ୍ଲା ସ୍ତରୀୟ “ଟେବୁଲ ଟପ୍ ଏକ୍ସରସାଇଜ” ବୈଠକ ଅନୁଷ୍ଠିତ…
ସୁନ୍ଦରଗଡ଼, ୧୮/୦୬: ସମ୍ଭାବ୍ୟ ବିପର୍ଯ୍ୟୟ ପରିସ୍ଥିତି ର ପରିଚାଳନା ନିମନ୍ତେ ଜିଲ୍ଲା ସ୍ତରୀୟ "ଟେବୁଲ୍ ଟପ୍ ଏକ୍ସରସାଇଜ" ବୈଠକ ଆଜି ସଦଭାବନା ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ଅଭିମନ୍ୟୁ ମାଝୀ ଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ!-->!-->!-->…
ସୁନ୍ଦରଗଡ଼ ଜିଲ୍ଲାରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୭ ତମ କିସ୍ତି ହସ୍ତନ୍ତାରିତ
ସୁନ୍ଦରଗଡ଼, ୧୮/୦୬ : ସ୍ଥାନୀୟ ବିକାଶ ଭବନ ଠାରେ ଜିଲ୍ଲା ସ୍ତରୀୟ ପ୍ରଧାନମନ୍ତ୍ରୀ କିଷାନ ଉତ୍ସବ ଦିବସ ପାଳିତ ହୋଇ ଯାଇଛି। ଏହି ଅବସର ରେ ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅନ୍ତର୍ଗତ ଜିଲ୍ଲା ର ଚାଷୀ ମାନଙ୍କୁ କିସ୍ତି ହସ୍ତନ୍ତାରିତ ହୋଇଅଛି।ଏହି ଅବସର ରେ ଉତ୍ତର ପ୍ରଦେଶ ରୁ!-->…
ଏ ବର୍ଷ ରଥଯାତ୍ରା ଅନନ୍ୟ ଓ ବିରଳ
ଭୁବନେଶ୍ବର : ଇତିହାସରେ ବିରଳ ହେବ ଏବର୍ଷର ରଥଯାତ୍ରା। କାରଣ ଗୋଟିଏ ଦିନରେ ପଡୁଛି ମହାପ୍ରଭୁଙ୍କର ତିନି ତିନିଟି ବଡ଼ ନୀତି। ଅର୍ଥାତ୍ ଜୁଲାଇ ୭ ତାରିଖରେ ପଡୁଛି ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ, ନେତ୍ରୋତ୍ସବ ଓ ରଥଯାତ୍ରା। ତା’ହେଲେ ଗୋଟିଏ ଦିନରେ କେମିତି ସଂପାଦିତ ହେବ ତିନି ତିନିଟି ବଡ଼!-->…
ସରପଞ୍ଚ ହେବାକୁ ଶେଷ ଇଚ୍ଛା – ସିଦ୍ଧାନ୍ତ
ଭୁବନେଶ୍ୱର : ପ୍ରଥମ ଥର ବିଧାନସଭା ନିର୍ବାଚନ ଲଢିବା ସହ ଜିତିବା ପରେ ବିଧାୟକ ଭାବେ ଶପଥ ଗ୍ରହଣ ପାଇଁ ଆଜି ବିଧାନସଭାକୁ ଆସିଥିଲେ ବିଜେପି ବିଧାୟକ ସିଦ୍ଧାନ୍ତ ମହାପାତ୍ର। ବିଧାନସଭା ପ୍ରଥମ ଦିନରେ ବିଜେପି ବିଧାୟକ ସିଦ୍ଧାନ୍ତଙ୍କ ପ୍ରତିକ୍ରିୟା ମିଳିଛି। ସରପଞ୍ଚ ହେବାକୁ ଶେଷ ଇଚ୍ଛା ବୋଲି!-->…
କାଲି କାଶୀପୁରରେ ଦିଆଯିବ ଡିପ୍ଥେରିଆ ବୁଷ୍ଟର ଡୋଜ
ଭୁବନେଶ୍ବର : ଡିପଥେରିଆ ସଂକ୍ରମଣ ବଢିବା ପରେ ସ୍ୱାସ୍ଥ୍ୟ ବିଭାଗର ବଡ଼ ପଦକ୍ଷେପ। ରାୟଗଡା ଜିଲ୍ଲା କାଶୀପୁରରେ ବୁଧବାରଠାରୁ ଦିଆଯିବ ଡିପଥେରିଆ ବୁଷ୍ଟର ଡୋଜ ଟିକା। ଏକ ବର୍ଷ ବୟସ ଭିତର ଶିଶୁଙ୍କୁ ପେଣ୍ଟା ଡୋଜ ଦିଆଯିବ। ୫ରୁ ୧୫ ବର୍ଷ ବୟସ୍କଙ୍କୁ TD ଡୋଜ ଦିଆଯିବ। ସର୍ଭେଲାନ୍ସ ସରିବା ପରେ!-->…
ଜାଲରେ ପଡିଲା ୪ କ୍ବିଣ୍ଟାଲ ଓଜନର ମାଛ
ପାରାଦୀପ : ପାରାଦୀପରେ ଧୀବରଙ୍କ ଜାଲରେ ପଡ଼ିଛି ଗୋଟିଏ ବିରାଟକାୟ ମାଛ। ଏହାର ଓଜନ ପ୍ରାୟ ୪ କ୍ବିଣ୍ଟାଲ ହେବ। ମହାନଦୀରୁ ଧରାହୋଇଥିବା ମାଛକୁ ୧୦ ଜଣ ଲୋକ ପାଣିରୁ ଉଠାଇବାକୁ ନୟାନ୍ତ ହୋଇପଡ଼ିଥିଲେ। ମାଛଟି ଦେଖିବାକୁ ଗୋଲାକାର ଶାଙ୍କୁଚ ପରି ଦିଶୁଥିବାରୁ ସ୍ଥାନୀୟ ମତ୍ସ୍ୟଜୀବୀମାନେ!-->…
ବାସି ମିଠାଖାଇ ୨୮ ଗୁରୁତର, ଅଧିକାଂଶ ଶିଶୁ
ସୁବର୍ଣ୍ଣପୁର : ବାହାଘର ମିଠା ଖାଇ ୨୮ ଜଣ ଅସୁସ୍ଥ ହୋଇଯାଇଛନ୍ତି। ଅସୁସ୍ଥଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଅଛନ୍ତି। ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା କୁଶାମାଲ ଗାଁରେ। ଚିକିତ୍ସା ପରେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ଜଣାପଡ଼ିଛି।୧୨ ତାରିଖରେ!-->…
ମୋହନ ସରକାରଙ୍କ ମନ୍ତ୍ରୀମାନଙ୍କୁ ମିଳିଲା ଚାମ୍ବର: ଦ୍ୱିତୀୟ ମହଲାରେ ବସିବେ ୬ ମନ୍ତ୍ରୀ
ଭୁବନେଶ୍ବର : ରାଜ୍ୟରେ ପ୍ରଥମ ବିଜେପି ସରକାରର ମନ୍ତ୍ରୀମାନଙ୍କୁ ଆଜି ଲୋକସେବା ଭବନରେ(ସଚିବାଳୟ) ରୁମ୍ ଆବଂଟିତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରରେ ସାମିଲ ମୋଟ ୧୫ଜଣ ମନ୍ତ୍ରୀଙ୍କୁ ଆଜି ଲୋକସେବା ଭବନର ମନ୍ତ୍ରୀ କରିଡ଼ରର ପ୍ରଥମ ଓ ଦ୍ୱିତୀୟ ମହଲାରେ ଅଫିସ୍ ଚାମ୍ବର!-->…
ଦିଲ୍ଲୀରୁ ଦେଢ଼ କୋଟି ଚୋରି କରି ସୋରରୁ ବନ୍ଧା ହେଲେ ତିନି ଯୁବକ
ସୋର: ଦିଲ୍ଲୀରୁ ଦେଢ଼ କୋଟିରୁ ଅଧିକ ଟଙ୍କାର ଗହଣା ଓ ଟଙ୍କା ଚୋରି ଅଭିଯୋଗରେ ସୋରରୁ ୩ଜଣଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ। ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଖଇରା ଥାନା ମଛଦା ଗ୍ରାମର ମଦନ ମୋହନ ଦାସ ଦିଲ୍ଲୀ ଫ୍ରେଣ୍ଡସ କଲୋନୀର ସିଦ୍ଧାର୍ଥ ଗୌତମ ମହାନ୍ତି ନାମକ ଜଣେ!-->…
ଜନତାଙ୍କ ସରକାର ଆଗାମୀ ବଜେଟ୍ ପାଇଁ ଆପଣମାନଙ୍କ ଠାରୁ ମତାମତ ସଂଗ୍ରହ କରିବ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର/ବରଗଡ଼: ଜନତାଙ୍କ ସରକାର ଆଗାମୀ ବଜେଟ ପାଇଁ ଆପଣମାନଙ୍କ ଠାରୁ ମତାମତ ସଂଗ୍ରହ କରିବ। ଏଥିପାଇଁ ଖୁବଶୀଘ୍ର ଏକ ୱେବସାଇଟ ଖୋଲାଯିବ। ମୁଁ ସାଧାରଣ ପରିବାରରୁ ଆସିଛି। ମୋ ସରକାର ଜନତାଙ୍କ ସରକାର। ଯେତେବେଳେ ଆପଣ ଆପଣଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବେ, ନିଶ୍ଚୟ ପାଇବେ। ବରଗଡ଼ରେ ଏକ!-->…