Browsing Category

ଓଡିଶା

‘ମୋ ବସ’କୁ ପଛରୁ ଧକ୍କା ଦେଲା ଟ୍ରକ୍

କଟକ : ‘ମୋ ବସ୍‌’କୁ ପଛରୁ ଧକ୍କା ଦେଲା ଟ୍ରକ୍। ଫଳରେ ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୬ ଜଣ ଆହତ ହୋଇଛନ୍ତି। କଟକ ପ୍ରତାପନଗରୀଠାରେ ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା। ଆହତଙ୍କୁ ଉଦ୍ଧାର କରି କଟକ ବଡ଼ମେଡିକାଲରେ ଭର୍ତ୍ତି କରାଯାଇଛି।ଏହି ଦୁର୍ଘଟଣା ପରେ କିଛି ଯାତ୍ରୀ ବସ୍‌ରେ

ଖଇରା ଅଞ୍ଚଳରେ ବାଘ ଆତଙ୍କ, ଆକ୍ରମଣରେ ୪ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି

ଖଇରା: ବାଲେଶ୍ବର ଜିଲ୍ଲା ଖଇରା ଅଞ୍ଚଳରେ ବାଘ ଆତଙ୍କ ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ବାଘ ଆକ୍ରମଣରେ ୪ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ଶନିବାର ମଧ୍ୟାହ୍ନ ୧୨ଟା ସମୟରେ ଖଇରା ବଜାର ନିକଟସ୍ଥ ଗଡ଼ ଗ୍ରାମରେ କଲରା ପତରିଆ ବାଘ ଆକ୍ରମଣରେ ପ୍ରଥମେ ଜଣେ ମହିଳା

ଯୁବକଙ୍କୁ ଗୁଳି କରି ହତ୍ୟା କଲେ ମାଓବାଦୀ…

ମାଲକାନଗିରି : ସୀମାନ୍ତ ଛତିଶଗଡର କୋଣ୍ଡାଗାଓଁ ଜିଲ୍ଲାର ଧନୋରା ଥାନା ଅଞ୍ଚଳରେ ବିବାହ ଉତ୍ସବରୁ ଫେରୁଥିବା ଜଣେ ଯୁବକଙ୍କୁ ମାଓବାଦୀମାନେ ଗୁଳି କରି ହତ୍ୟା କରିଥିବା ଜଣାପଡିଛି l ଘଟଣା ପରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା l ମିଳିଥିବା ସୂଚନା ଅନୁଯାଇ ତିମଡି ସ୍କୁଲପାରା

ଭାରତୀୟ ସିନେମା ଓ ଗଣମାଧ୍ୟମ ଜଗତର ଅନ୍ୟତମ ଶୀର୍ଷ ବ୍ୟକ୍ତିତ୍ୱ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଭାରତୀୟ ସିନେମା, ପ୍ରିଣ୍ଟ, ଟେଲିଭିଜନ ଏବଂ ଡିଜିଟାଲ ଗଣମାଧ୍ୟମ ଜଗତର ଅନ୍ୟତମ ଶୀର୍ଷ ବ୍ୟକ୍ତିତ୍ୱ ତଥା ଈନାଡୁ, ଈଟିଭି ଏବଂ ଈଟିଭି ଭାରତ ଭଳି ପ୍ରମୁଖ ମିଡିଆର ପ୍ରତିଷ୍ଠାତା ରାମୋଜୀ ରାଓ ଆଉ ନାହାନ୍ତି। ଶନିବାର ଭୋର ସମୟରେ ହାଇଦ୍ରାବାଦଠାରେ ତାଙ୍କର ପରଲୋକ ହୋଇଛି। ଓଡ଼ିଶା

ରାଜ୍ୟରେ ବିଜେପି କରିବ ସରକାର; କେଉଁମାନେ ହେବେ ମନ୍ତ୍ରୀ, କାହା ନାଁକୁ ନେଇ ଚାଲିଛି ଆଲୋଚନା

ଭୁବନେଶ୍ବର : ରାଜ୍ୟରେ ସରକାର ଗଠନ କରିବ ବିଜେପି। ହେଲେ କିଏ ମୁଖ୍ୟମନ୍ତ୍ରୀ ହେବେ, ତାକୁ ନେଇ ଜୋରସୋର ଚର୍ଚ୍ଚା ଚାଲିଛି। ସେହିପରି କେଉଁମାନଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବ, ତାକୁ ନେଇ ମଧ୍ୟ ସାରା ରାଜ୍ୟରେ ଚାଲିଛି ଆଲୋଚନା। କିନ୍ତୁ ଦଳ ଏସବୁ ନେଇ ଏଯାଏଁ ମୁହଁ ଖୋଲି ନାହିଁ। ଆଜି

ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ବର : ନିର୍ଦ୍ଧାରିତ ସମୟ ପୂର୍ବରୁ ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମାଲକାନଗିରି ଜିଲ୍ଲାରେ ପ୍ରବେଶ କରିଛି। ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ମୌସୁମୀ ସକ୍ରୀୟ ରହିଛି।ଚଳିତ ବର୍ଷ ସ୍ୱାଭାବିକ ସମୟର ୪ ଦିନ ପୂର୍ବରୁ ମୌସୁମୀ ବାୟୁ ଓଡ଼ିଶା ଛୁଇଁଥିବା

ଡାକ୍ତର ଅମ୍ଲାନ ଭୋଇଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କଲା ପୁଲିସ

ମାଲକାନଗିରି: କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଅମ୍ଲାନ ଭୋଇକୁ ପୁଲିସ ଉଦ୍ଧାର କରି ଆଜି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ଏସପି ନୀତିଶ ବାଧୱାନୀ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି। ଗତ ୨ ତାରିଖ ସାଢେ ୯ଟାରେ କାଲିମେଳା ଡାକ୍ତର ଖାନାର ମେଡିକାଲ ଅଫିସର

ଲାଗିଲା ଲାଇଟ୍‌, ଆଲୋକମାଳାରେ ପୁଣି ଝଲସିଲା ଶ୍ରୀମନ୍ଦିର

ପୁରୀ: ସାଧାରଣ ନିର୍ବାଚନ-୨୦୨୪ର ଫଳ ଗତ ୪ ତାରିଖ ସନ୍ଧ୍ୟାରେ ଆସିବା ପରେ ଅନ୍ଧାରରେ ଥିବା ବିଶ୍ବ ପ୍ରସିଦ୍ଧ ଶ୍ରୀମନ୍ଦିରର ବାହାର ପାର୍ଶ୍ବ ଆଜି ସଂଧ୍ୟା ପରଠାରୁ ଆଲୋକମାଳାରେ ପୁଣି ଝଲସି ଉଠିଛି। ଶ୍ରୀମନ୍ଦିର ଚର୍ତୁପାର୍ଶ୍ବରୁ ଅନ୍ଧାର ହଟି ଆଲୋକିତ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ

ବିଚ୍‌ ରାସ୍ତାରେ ଯୁବତୀଙ୍କ ବେକ କାଟି ଆତ୍ମହତ୍ୟା କଲେ ପ୍ରେମିକ…

ଦେବଗଡ଼ : ଫେସ୍‌ବୁକ୍‌ରେ ଏକ ତରଫା ପ୍ରେମ କରୁଥିଲେ। ହେଲେ ଏଥିରେ ରାଜି ନହେବାରୁ ବିଚ୍‌ ରାସ୍ତାରେ ଯୁବତୀଙ୍କ ବେକ କାଟି ଦେଲେ ପ୍ରେମିକ। ପରେ ନିଜ ବେକ କାଟି ଆତ୍ମହତ୍ୟା କଲେ ପ୍ରେମିକ। ଆଜି ଅପରାହ୍ନରେ ଏପରି ବୀଭତ୍ସ ଓ ହୃଦୟବିଦାରକ ଘଟଣା ଦେବଗଡ଼ ଟାଉନ୍‌ରେ ଘଟିଛି।ଗଞ୍ଜାମ ଅଞ୍ଚଳର

ମିଛ କହିଥିଲେ ଆଶିଷ ସିଂ, ଦେଇଥିଲେ ଭୁଲ୍ ତଥ୍ୟ

ଭୁବନେଶ୍ବର : IPS ଅଫିସର ଆଶିଷ ସିଂ ପୂରା ଫିଟ୍‌। ଶାରୀରିକ ଓ ମାନସିକ ଭାବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଦେଇଥିଲେ ଭୁଲ୍ ତଥ୍ୟ। ଭୁବନେଶ୍ୱର ଏମ୍‌ସର ସ୍ୱତନ୍ତ୍ର ମେଡିକାଲ ବୋର୍ଡ ରିପୋର୍ଟ ଆଧାରରେ ଏହା ସ୍ପଷ୍ଟ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ(ECI)।ECI