ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ୬ଟି ଗେଟ୍‌

add-all

ଭୁବନେଶ୍ବର : ଗତ କିଛି ଦିନ ହେବ ରାଜ୍ୟରେ ନିରନ୍ତର ବର୍ଷା ଲାଗି ରହିଛି | ସେପଟେ ଉପରମୁଣ୍ଡରେ ବର୍ଷା କାରଣରୁ ହୀରାକୁଦ ଜଳ ଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଗୁରୁବାର ହୀରାକୁଦ ଡ୍ୟାମ୍‌ର ୬ଟି ଗେଟ୍‌ ଖୋଲାଯାଇଛି।

ବର୍ତ୍ତମାନ ମୋଟ୍‌ ୬ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଛି। ବାମ ପାର୍ଶ୍ବର ୪ଟି ଓ ଡାହାଣ ପାର୍ଶ୍ବର ୨ଟି ଗେଟ୍‌ ଖୋଲାଯାଇଥିବା ଜଣାପଡ଼ିଛି।

ad-week
Leave A Reply

Your email address will not be published.