Browsing Category

ଓଡିଶା

୬ଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବେ ଶପଥ ଗ୍ରହଣ; ମିଳିବ ମା’ଙ୍କୁ ପେନସନ, ପିଲାଙ୍କୁ ବୃତ୍ତି

ଜଳେଶ୍ବର: ଚାଲିଛି ଛକାପଞ୍ଝା । ବିରୋଧୀ ଶାସକଙ୍କ ନାଁ ନେଇ ଶାସକ ବିରୋଧୀଙ୍କ ନାଁ ନେଇ । ଉଠୁଛି ପଡୁଛି ପ୍ରଚାର ମଇଦାନ । ଆରୋପ, ପ୍ରତ୍ୟାରୋପ ଆଉ ପ୍ରତିଶ୍ରୁତି, ଏହାରି ଉପରେ ବିଭିନ୍ନ ଦଳ ଭୋଟ ଅପିଲ୍ କରୁଛନ୍ତି । ଏହି କ୍ରମରେ ଆଜି ଜଳେଶ୍ବରରେ ହୁଙ୍କାର ଭରିଛନ୍ତି ବିଜେଡି ନେତା ଭିକେ

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଭାବେ ଦାୟିତ୍ୱ ଗ୍ରହଣ କଲେ ପରମେଶ୍ୱର ଫୁଙ୍କୱାଲ

ଭୁବନେଶ୍ବର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଭାବେ ଆଇଆରଏମଏସ, ପରମେଶ୍ୱର ଫୁଙ୍କୱାଲ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଆଇଆଇଟି କାନପୁରର ପୂର୍ବତନ ଛାତ୍ର ଏବଂ ଭାରତୀୟ ରେଳବାଇ ଇଞ୍ଜିନିୟର୍ସ ସେବା (ଆଇଆରଏସଇ) ୧୯୮୮ ବ୍ୟାଚ୍ ଅଧିକାରୀ ଅଟନ୍ତି । ଦୀର୍ଘ ଦଶନ୍ଧିର ଉଲ୍ଲେଖନୀୟ କ୍ୟାରିୟର ସହ

ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗିର, ସମ୍ବଲପୁର ଓ ନୂଆପଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା

ପ୍ରଶାନ୍ତ ଜଗଦ୍ଦେବ ଇଭିଏମ ଭାଙ୍ଗିବା ମାମଲା: ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍

ଭୁବନେଶ୍ବର: ସାମ୍ନାକୁ ଆସିଲା ପ୍ରଶାନ୍ତ ଜଗଦ୍ଦେବ ଇଭିଏମ୍ ଭାଙ୍ଗିବା ମାମଲାର ସିସିଟିଭି ଫୁଟେଜ୍ । ରଚାଯାଇଥିଲା ବଡ ଷଡଯନ୍ତ୍ର । ଏହାକୁ ନେଇ ନିଜ ସୋସିଆଲ ମିଡିଆରେ ଭିଡିଓ ଜାରି କଲେ ସାଂସଦ ଅପରାଜିତା । ଯେଉଁଥିରେ କି ପ୍ରଶାନ୍ତ ଇଭିଏମ୍ ଭାଙ୍ଗିଥିବାର କୌଣସି ସ୍ଫଷ୍ଟ ଚିତ୍ର ଦୃଶ୍ୟମାନ

‘ବିଜେଡି ଆସିଲେ ନୂଆ-ଓ ଛାତ୍ରବୃତ୍ତି ରାଶି ବୃଦ୍ଧି କରାଯିବ, ପୁଅ ପାଇବେ ୧୨ ଓ ଝିଅ ପାଇବେ ୧୪ ହଜାର ଟଙ୍କା’

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଧୀନ ବେତନଟୀରେ ବିଜେଡି ବରିଷ୍ଠ ନେତା ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର । ଆୟୋଜିତ ଜନସଭାକୁ ସମ୍ବୋଧିତ କରିଛନ୍ତି ପାଣ୍ଡିଆନ । ସେଠାରୁ ସେ ସିଧା ସଳଖ ବିଜେପିକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଦିନରାତି କଠିନ

‘ବିଜେପିକୁ ଭୋଟ୍ ଦିଅନ୍ତୁ, ଓଡ଼ିଆ ସନ୍ତାନକୁ ମୁଖ୍ୟମନ୍ତ୍ରୀ କରାଯିବ’

ଭଦ୍ରକ: ଭଦ୍ରକ ଚାନ୍ଦବାଲିରେ ବିଶାଳ ନିର୍ବାଚନ ରାଲି କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଏହି ସମୟରେ ଜନସଭାକୁ ସମ୍ବୋଧିତ କରି ନବୀନ ସରକାର ଉପରେ ଗର୍ଜିଛନ୍ତି ଶାହା । ସେ କହିଛନ୍ତି ଯେ, ନବୀନ ଜଣେ ତାମିଲ ଲୋକକୁ ଉତ୍ତରାଧିକାରୀ କରିବାକୁ ଯାଉଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀ

ସାଇବର ଠକେଇକୁ ନେଇ ଓଡିଶା ପୋଲିସ୍ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ସୂଚନା

ଭୁବନେଶ୍ୱର : ଅନେକ ସମୟରେ ଜନସାଧାରଣ ସାଇବର ଠକେଇର ଶିକାର ହେଉଥିବା ନଜର ଆସିଛି । ଚୋର ଠାରୁ ପୋଲିସ ଯେତେ ଚାଲାକ୍‌ ଭାବେ କାମ କଲେ ମଧ୍ୟ ସବୁବେଳେ ଚୋର ପୋଲିସକୁ ଭୁଆଁ ବନେଇ ତା କାମ ହାସଲ କରି ନେଉଛି । ପୋଲିସ ଯେତେ ସଜାଗ ହେଲେ ମଧ୍ୟ ତାଙ୍କ ଆଖିରେ ଧୂଳି ଦେଇ ଚୋର ଲୁଟ କରିଚାଲୁଛି

ରାଜ୍ୟରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

ଭୁବନେଶ୍ୱର: ଅଂଶୁଘାତ ନେଲାଣି ୪ ଜୀବନ । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ଘଟିଛି । ଢେଙ୍କାନାଳ, ବାଲେଶ୍ବରରୁ ଜଣେ ଲେଖାଏଁ ପ୍ରାଣ ହରାଇଥିବା ବେଳେ, ମୟୂରଭଞ୍ଜରୁ ୨ ଜଣଙ୍କର ମୃତ୍ୟୁ ଘଟିଛି । ଏନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ

ଚଳଚଞ୍ଚଳ ରଥଖଳା: ମୋଟ ୪୨ଟି ଚକ ମଧ୍ୟରୁ ୧୬ଟି ଚକ ନିର୍ମାଣ ଶେଷ

ପୁରୀ  : ଚଳଚଞ୍ଚଳ ରଥଖଳା  ।  ୧୮ଦିନରେ ପହଁଚିଛି ରଥ ନିର୍ମାଣ କାର୍ଯ୍ୟ l ତିନି ରଥ ନାହାକା ଅଖର ଉଭୟ ପାର୍ଶ୍ଵ ଗୋଲେଇ ସହ ମାଠେଣୀ କାର୍ଯ୍ୟ ଶେଷ ହୋଇଛି ।  ତିନି ରଥର ମୋଟ ୪୨ଟି ଚକ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୬ ଟି ଚକ ନିର୍ମାଣ ଶେଷ ହୋଇଛି ।  ତାଳଧ୍ଵଜ ରଥ ଏବଂ ଦର୍ପ ଦଳନ ରଥର ୫ଟି

ଇଭିଏମ୍ ଭାଙ୍ଗିବାରେ ପ୍ରଶାନ୍ତଙ୍କ ଭୂମିକା ନାହିଁ ; ଅପରାଜିତା

ଭୁବନେଶ୍ବର: ‘ଇଭିଏମ୍ ଭାଙ୍ଗିବାରେ ପ୍ରଶାନ୍ତ ଜଗଦ୍ଦେବଙ୍କ କୌଣସି ଭୂମିକା ନାହିଁ । ଦୁଇ ତିନି ଘଣ୍ଟା ଭିତରେ ସାର୍ବଜନୀନ ହେବ ସିସିଟିଭି ଫୁଟେଜ୍ ।’ କିଛି ଏମିତି କହି ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀକୁ ନେଇ ବର୍ଷିଛନ୍ତି ସାଂସଦ ଅପରାଜିତା ମହାନ୍ତି । ଆଜି ଏନେଇ ପ୍ରେସମିଟ କରି