Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
କେନ୍ଦୁଝର ଓ ସମ୍ବଲପୁରରେ ୫୦୦ ଶଯ୍ୟାବିଶିଷ୍ଟ ହସ୍ପିଟାଲ୍ କରିବୁ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ
କେନ୍ଦୁଝର: କେନ୍ଦୁଝର ଓ ସମ୍ବଲପୁରରେ ୫୦୦ ଶଯ୍ୟାବିଶିଷ୍ଟ ହସ୍ପିଟାଲ୍ କରିବୁ ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କେନ୍ଦୁଝର ମେଡିକାଲ ଗ୍ରାଉଣ୍ଡରେ ଆୟୋଜିତ ବିଶାଳ ଜନସଭାରେ ଘୋଷଣା କରିଛନ୍ତି। ବିଜେପି ସରକାର ଆସିଲେ ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର୍ ଦିଆଯିବ।ନବୀନ ବାବୁ!-->…
ଆମ ମୁଖ୍ୟମନ୍ତ୍ରୀ ଆଦିବାସୀ ଭାଇ, ଭଉଣୀଙ୍କୁ ବହୁତ ଭଲ ପାଆନ୍ତି: ପାଣ୍ଡିଆନ୍
ଭୁବନେଶ୍ବର: କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀରେ ମଙ୍ଗଳବାର ଦିନ ବିଜେଡି ନେତା ଭିକେ ପାଣ୍ଡିଆନ୍ ନିର୍ବାଚନୀ ପ୍ରଚାର କରିଛନ୍ତି। ପ୍ରଚାର କରିବା ସହ ସେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି। ଆମ ମୁଖ୍ୟମନ୍ତ୍ରୀ ଆଦିବାସୀ ଭାଇ ଭଉଣୀମାନଙ୍କୁ ବହୁତ ଭଲ ପାଆନ୍ତି।!-->…
ହାତୀ ଆକ୍ରମଣରେ ଜଣେ ମୃତ
ଅନୁଗୁଳ : ଅନୁଗୋଳ ଜିଲ୍ଲା ତୁଳସୀପାଳ ଗାଁରେ ଆଜି ସକାଳେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ପରୁ ଗୋଛୟତ। କୌଣସି କାମରେ ଘର ପାଖ ପଡ଼ିଆକୁ ଯାଇଥିବା ବେଳେ ପରୁଙ୍କୁ ହାତୀ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।ଅନୁଗୋଳ ବନଖଣ୍ଡ ଅଞ୍ଚଳରେ ଗତ!-->…
ଓଡ଼ିଶାରେ ପ୍ରାୟ ୬୭. ୫୯ ପ୍ରତିଶତ ମତଦାନ
ଭୁବନେଶ୍ବର: ଦେଶରେ ପଞ୍ଚମ ଓ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଗତକାଲି ରାତି ୧୧ଟା ୩୦ ସୁଦ୍ଧା ଓଡ଼ିଶାରେ ପ୍ରାୟ ୬୭. ୫୯ ପ୍ରତିଶତ ମତଦାନ ହୋଇଛି। ଦେଶରେ ମୋଟ୍ ୬୦. ୦୯ ପ୍ରତିଶତ ଭୋଟିଂ ହୋଇଥିବା ନିର୍ବାଚନ କମିସନଙ୍କ ପକ୍ଷରୁ ସୂଚନା ଦିଆଯାଇଛି।ଗତକାଲି ରାଜ୍ୟରେ ବରଗଡ଼,!-->…
ମୁଖ୍ୟମନ୍ତ୍ରୀଙ୍କୁ ପ୍ରମାଣ ମାଗିଲେ ଅପରାଜିତା
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରମାଣ ମାଗିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଭୁବନେଶ୍ୱର ସାଂସଦ ଲିଙ୍ଗରାଜ ପ୍ରକଳ୍ପ କାମକୁ ବନ୍ଦ କରିବାକୁ ପ୍ରୟାସ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିବା ବେଳେ ଅପରାଜିତ ଏହାର ପ୍ରମାଣ ମାଗିଛନ୍ତି।ଅପରାଜିତା ଷଡ଼ଙ୍ଗୀ!-->…
ଦେଖାଗଲାନି ଛାଇ; ଆଜି ଶୂନ୍ୟ ଛାୟା ଦିବସ
ଭୁବନେଶ୍ବର : ଆଜି ଶୂନ୍ୟ ଛାୟା ଦିବସ। ଆଜି ଦିନ ୧୧ଟା ୪୩ରେ ଶୁନ୍ୟ ଛାୟା ସମୟ ରହିଥିଲା । ବର୍ଷରେ ଏପରି ୨ ଦିନ ଅଛି, ଯେବେ ଦିନ ଦ୍ୱିପ୍ରହରରେ ମଧ୍ୟ କିଛି କ୍ଷଣ ପାଇଁ ଛାଇ ଦେଖାଯାଏ ନାହିଁ।
ବର୍ଷର ଏହି ୨ ଦିନ ମଧ୍ୟାହ୍ନରେ ସୂର୍ଯ୍ୟ ଆମର ଠିକ୍ ମୁଣ୍ଡ ଉପରେ ରୁହନ୍ତି। ସେ ସମୟରେ ଛାଇ!-->!-->!-->…
ଓଡ଼ିଶାରେ ସବୁ ଅଛି, କିନ୍ତୁ ପରିଶ୍ରମ କଲା ଭଳି ମୁଖ୍ୟମନ୍ତ୍ରୀ ନାହାନ୍ତି: ଅମିତ ଶାହ
ସମ୍ବଲପୁର : ‘ଓଡ଼ିଶାରେ ସବୁ ଅଛି, କିନ୍ତୁ ଗୋଟିଏ ଜିନିଷର ଅଭାବ ରହିଛି। ଓଡ଼ିଶା ପାଇଁ ପରିଶ୍ରମ କଲା ଭଳି ମୁଖ୍ୟମନ୍ତ୍ରୀ ନାହାନ୍ତି। କଥା ଦେଉଛି, ବିଜେପି ସରକାର ଗଠନ କଲେ ଓଡ଼ିଶା ପାଇଁ ଜଣେ ପରିଶ୍ରମୀ ମୁଖ୍ୟମନ୍ତ୍ରୀ ଦେବୁ।’ ସମ୍ବଲପୁରରେ ଆଜି ଆୟୋଜିତ ନିର୍ବାଚନୀ ସଭାରେ ଏମିତି କହି!-->…
କ୍ଷମା ପ୍ରାର୍ଥନା କଲେ ସମ୍ବିତ; ୩ ଦିନ ଉପବାସ ରହି ପଶ୍ଚାତାପ କରିବେ
ପୁରୀ : ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ପ୍ରତିକିୟା ଦେବା ବେଳେ ମହାପ୍ରଭୁ ଜଗନ୍ନାଥଙ୍କ ସମ୍ପର୍କରେ ଭୁଲବଶତଃ ଏକ ଶବ୍ଦ ତାଙ୍କ ପାଟିରୁ ବାହାରି ଯାଇଥିଲା। ଯାହାକୁ ନେଇ ବିବାଦ ଉପୁଜିଥିଲା। ଏହାକୁ ନେଇ ସ୍ପଷ୍ଟୀକଣ ରଖିଛନ୍ତି ସମ୍ବିତ!-->…
ମତଦାନ ବେଳେ ଗଣ୍ଡଳା ମତଦାନ କେନ୍ଦ୍ରରେ ୨ ଗୋଷ୍ଠୀ ହାତାହାତି
ହିଞ୍ଜିଳିକାଟୁ, ତା ୨୦/୫ : ସୋମବାର ଆସିକା ସଂସଦୀୟ କ୍ଷେତ୍ର ଅଧିନସ୍ଥ ୭ଟି ବିଧାନସଭା ଆସନ ସକାଶେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ହିଞ୍ଜିଳିକାଟୁ ବ୍ଳକ ତଥା ବେଲଗାଁ ଥାନା ଗଣ୍ଡଳା ଗ୍ରାମର ମତଦାନ କେନ୍ଦ୍ରରେ ସୋମବାର ଅପରାହ୍ନରେ କୈାଣସି କଥାକୁ କେନ୍ଦ୍ର କରି ୨ ଗୋଷ୍ଠୀ ମଧ୍ୟରେ!-->…
ମୁଖ୍ୟମନ୍ତ୍ରୀଙ୍କୁ ୩ଟି ଗିଫ୍ଟ ଦିଅନ୍ତୁ ପ୍ରଧାନମନ୍ତ୍ରୀ; ଜାଣନ୍ତୁ କେଉଁ ଗିଫ୍ଟ କଥା କହିଲେ କାର୍ତ୍ତିକ ପାଣ୍ଡିଆନ୍
ମାହାଙ୍ଗା: ଓଡ଼ିଶାକୁ ପ୍ରଚାର କରିବାକୁ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେଡି ସରକାର ଉପରେ ବର୍ଷିବା ପରେ ଜବାବ ରଖିଛନ୍ତି ବିଜେଡି ନେତା ତଥା ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍। ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିବା ପରେ ମାହାଙ୍ଗାରେ ଏହାର ଜବାବ ଦେଇ ପାଣ୍ଡିଆନ!-->…