Browsing Category

ଓଡିଶା

ବିଜେପିରୁ ବହିଷ୍କୃତ ହେଲେ ବିଜୟ ମହାପାତ୍ରଙ୍କ ସହ ସାରଦା ଓ ରାକେଶ

ଭୁବନେଶ୍ବର: ବିଜେପିରୁ ବହିଷ୍କୃତ ହେଲେ ତିନି ବରିଷ୍ଠ ନେତା । ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ସହ ଶାରଦା ପ୍ରଧାନ ଓ ରାକେଶ ମଲ୍ଲିକଙ୍କୁ ମଧ୍ୟ ବହିଷ୍କୃତ କରାଯାଇଥିବା ସୂଚନା ରହିଛି । ବିଜେପି ଟିକେଟ୍ ନଦେବାରୁ ମାହାଙ୍ଗାରୁ ଶାରଦା

ଓଡ଼ିଶାରେ ଏବେବି ୨୭ ଲକ୍ଷ ପରିବାରଙ୍କୁ ପକ୍କା ଘର ମିଳିପାରି ନାହିଁ: ଅମିତ ଶାହ

ରାଉରକେଲା: ଆବାସ ଯୋଜନାରେ ମୋଦୀ ସରକାର ଦେଶର ୪ କୋଟି ପରିବାରଙ୍କୁ ପକ୍କା ଘର ଦେଇଛନ୍ତି। ଏହି ଯୋଜନା ଓଡ଼ିଶାରେ ଠିକ୍‌ ଭାବେ ବ୍ୟବହାର ହୋଇପାରି ନାହିଁ। ଓଡ଼ିଶାରେ ଏବେବି ୨୭ ଲକ୍ଷ ପରିବାରକୁ ପକ୍କା ଘର ମିଳିପାରି ନାହିଁ। ସେହିପରି ୨୪ ଲକ୍ଷ ପରିବାରକ ଘରେ ପାଇପ୍‌ ପାଣି

ବିଜେଡି ସରକାର ଜୁଲାଇ ମାସରୁ ବିଜୁଳି ମାଗଣା ଦେବ : ମୁଖ୍ୟମନ୍ତ୍ରୀ

ସମ୍ବଲପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମ୍ୱଲପୁର ଠାରେ ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଏବଂ ବିଧାୟକ ପ୍ରାର୍ଥୀ ରୋହିତ ପୁଜାରୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି । ଏହି ସମୟରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ନବୀନ । ଏହା ସହିତ ଜୁନ୍ ୯ରେ ମୁଖ୍ୟମନ୍ତ୍ରୀ ଭାବେ

୫ ଘଣ୍ଟା ପରେ ବାରିପଦାରେ ଉଦ୍ଧାର ହେଲା କଲରାପତରିଆ ବାଘ

ବାରିପଦା: ବାରିପଦାରେ ବନବିଭାଗ ଓ ସ୍ଥାନୀୟ ପୁଲିସର ଦୀର୍ଘ ୫ ଘଣ୍ଟାର ଅପରେସନ୍ ପରେ ଟ୍ରାଙ୍କୁଲାଇଜ୍ କରି ବାଘଟିକୁ ଉଦ୍ଧାର କରାଯାଇଛି। ଏହା ଏକ କଲରାପତ୍ରିଆ ବାଘ ହୋଇଥିବା ବେଳେ ଏହା ପୁରୁଷ ବାଘ ବୋଲି ବନବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଘଟଣା ମୁତାବକ ଆଜି ସକାଳ ପ୍ରାୟ ୬.୩୦

ବିଜେଡି ରାଜ୍ୟ ଯୁବ ସାଧାରଣ ସମ୍ପାଦକଙ୍କ ସହ ବହୁ ସମର୍ଥକ ବିଜେପିରେ ଯୋଗଦେଲେ

ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯାଜପୁର ଜିଲ୍ଲା କୋରେଇ ନିର୍ବାଚନ ମଣ୍ଡଳୀର ବିଜେଡି ରାଜ୍ୟ ଯୁବ ସାଧାରଣ ସମ୍ପାଦକ ପ୍ରୀତିରଞ୍ଜନ ସାହୁ ନିଜ ଶତାଧିକ ସମର୍ଥକଙ୍କ ସହ ବିଜେପିରେ ଆନୁଷ୍ଠାନିକଭାବେ ଯୋଗ ଦେଇଛନ୍ତି । ପ୍ରଧାନମନ୍ତ୍ରୀ

୧୯ ତାରିଖ ସନ୍ଧ୍ୟାରେ ଆସୁଛନ୍ତି ମୋଦି, ୨୦ରେ ପୁରୀରେ କରିବେ ରୋଡ଼ ଶୋ

ଭୁବନେଶ୍ୱର : ପୁଣି ଓଡ଼ିଶା ଆସୁଛନ୍ତି ନିର୍ବାଚନ ପ୍ରଚାରରେ ମୋଦି। ଏହା ମୋଦୀଙ୍କ ତୃତୀୟ ଓଡ଼ିଶା ଗସ୍ତ। 19 ତାରିଖ ସନ୍ଧ୍ୟାରେ ମୋଦି ସ୍ଵତନ୍ତ୍ର ବିମାନରେ ସନ୍ଧ୍ୟା 6.30 ମିନିଟରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବେ । ସନ୍ଧ୍ୟା 6.30 ମିନିଟରେ

ଆସନ୍ତା ୨୦ ଓ ୨୧ ତାରିଖରେ ହିଟ୍ ୱେଭ୍ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀର ପ୍ରଭାବରେ ଅଧିକାଂଶ ସ୍ଥାନରେ ମିଶ୍ରିତ ପାଗ ରହୁଛି। ଗତ ଦୁଇଦିନ ଅପେକ୍ଷା ଆଜି ତାପାମାତ୍ରା ବୃଦ୍ଧି ପାଇଛି। ଆସନ୍ତାକାଲି ଅର୍ଥାତ ଶନିବାର ଠାରୁ ରାଜ୍ୟରେ ଗରମ ବୃଦ୍ଧି ପାଇବ। ରାଜ୍ଯକୁ ପୁଣି ଫେରିଲା ଗ୍ରୀଷ୍ମପ୍ରବାହ । ଆଗାମୀ ୨ ରୁ ୩ ଦିନ ରାଜ୍ୟରେ

ପୋଲିସର ଚେକିଂ ବେଳେ ୧୩ ଲକ୍ଷ ଟଙ୍କା ଜବତ୍

ଯୋଡ଼ା :  ବଡ଼ବିଲ ପୋଲିସର ଚେକିଂ ବେଳେ ସାଧୁ ସିଂ ହଟିଂ ଛକ ନିକଟରୁ ୧୩ ଲକ୍ଷ ଟଙ୍କା ଜବତ୍ । ଏକ ବୋଲେରୋ ଗାଡ଼ିରୁ ୮ ଲକ୍ଷ ଏବଂ ଏକ ବାଇକରୁ ୫ ଲକ୍ଷ ଟଙ୍କା ଜବତ୍ କରିଛି ବଡ଼ବିଲ ପୋଲିସ୍ । ଦୁଇଟି ପୃଥକ୍ ଟ୍ରାନ୍ସପୋର୍ଟ ସଂସ୍ଥାର ଟଙ୍କା ବୋଲି ପୋଲିସର ସୂଚନା ।

ଖଲ୍ଲିକୋଟ ହତ୍ୟାକାଣ୍ଡର ତଦନ୍ତ କରିବ SIT

ବ୍ରହ୍ମପୁର : ଖଲ୍ଲିକୋଟ ହତ୍ୟାକାଣ୍ଡର ତଦନ୍ତ କରିବ SIT । ପୋଷ୍ଟର ମରାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷରେ ଜଣଙ୍କ ମୃତ୍ୟୁ ଘଟଣାର ପୁଙ୍ଖୁନାପୁଙ୍ଖ ତଦନ୍ତ କରିବ। ଏହି ମାମଲାରେ ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରିବ ସ୍ବତନ୍ତ୍ର ତଦନ୍ତକାରୀ ଟିମ । ତଦନ୍ତ ସାରି

ଥାନାରେ ପଶି ହତ୍ୟା ଅଭିଯୁକ୍ତଙ୍କୁ ଖସାଇ ନେବାକୁ ଉଦ୍ୟମ: ୯ ଗିରଫ, ୪ଟି ବାଇକ୍‌ ଜବତ

ବ୍ରହ୍ମପୁର : ନିର୍ବାଚନ ସମୟରେ ଗଞ୍ଜାମ ଜିଲ୍ଲାରେ ବିପର୍ଯ୍ୟସ୍ତ ହୋଇ ପଡ଼ିଛି ଆଇନ ଶୃଙ୍ଖଳା ପରିସ୍ଥିତି। ଗତ ରାତିରେ କୋଦଳା ଥାନାରେ ପଶି ଜଣେ ହତ୍ୟା ଅଭିଯୁକ୍ତଙ୍କୁ ଟାଣି ନେଇଯାଉଥିଲେ ଦୁବୃର୍ତ୍ତ। ଏହି ସମୟରେ ପୋଲିସ ଦୁର୍ବୃତ୍ତଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ପୋଲିସ୍‌ ସହ