Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଜୁଲାଇ ୨୦ରୁ ଅଗଷ୍ଟ ୧୩ ଯାଏ ଚାଲିବ ସଂସଦର ମୌସୁମୀ ଅଧିବେଶନ
ଭୁବନେଶ୍ବର: ଜୁଲାଇ ୨୦ ତାରିଖରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ । ୨୫ ଦିନ ଧରି ମୌସୁମୀ ଅଧିବେଶନ ଚାଲିବ । ଅଗଷ୍ଟ ୧୩ ତାରିଖରେ ଶେଷ ହେବ । ୨୦୨୬ ବର୍ଷର ସଂସଦୀୟ କାର୍ଯ୍ୟସୂଚୀ ଅନୁସାରେ, ସଂସଦର ଆଗାମୀ ମୌସୁମୀ ଅଧିବେଶନ ଆସନ୍ତା ଜୁଲାଇ ୨୦ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୩!-->…
ମଣ୍ଡିରେ ଧାନ ବିକ୍ରି ନ ହେବାରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ
ଟିଟିଲାଗଡ଼:ବଲାଙ୍ଗୀର ଜିଲ୍ଲାରେ ରବି ଧାନ କ୍ରୟରେ ବିଳମ୍ବକୁ ନେଇ ଚାଷୀଙ୍କ ଅସନ୍ତୋଷ ତୀବ୍ର ହୋଇଛି। ମଣ୍ଡିରେ ଧାନ କ୍ରୟ ନ ହେବା ପ୍ରତିବାଦରେ ଶନିବାର ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ବିଜେପୁର ମଣ୍ଡିର ଚାଷୀମାନେ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ଧାରଣାରେ ବସିଛନ୍ତି।
!-->!-->…
ପଥରବନ୍ଧ ବସ୍ତିରେ ଡ୍ରେନରେ ଭାସିଗଲେ ଯୁବକ
ଭୁବନେଶ୍ବର: ମୁକୁଳା ଡ୍ରେନରେ ଭାସିଗଲେ ଯୁବକ। ଭୁବନେଶ୍ବର ବାଣୀବିହାର ସ୍ଥିତ ପଥରବନ୍ଧ ବସ୍ତିରେ ଅଭାବନୀୟ ଘଟଣା। ଅଳିଆ ଗୋଟାଇବା ବେଳେ ଡ୍ରେନରେ ପଡିଯାଇଥିଲେ। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଘଟଣାସ୍ଥଳରେ ପହଞ୍ଚିଲେ ବିଏମସି ମେୟର।
ରାଜଧାନୀ!-->!-->!-->…
ନିର୍ମାଣାଧୀନ ଘର କାନ୍ଥ ଭୁଶୁଡ଼ି, ୧ ମୃତ ଓ ଜଣେ ଗୁରୁତର
କେନ୍ଦୁଝର: ଭୁଶୁଡ଼ିଲା କାନ୍ଥ । ଜଣେ ମୃତ, ଜଣେ ଗୁରୁତର । କେନ୍ଦୁଝର ଟାଉନ ଥାନା ସରାସ ଗାଁରେ ଅଘଟଣ ଘଟିଛି । ମୃତକ ହେଲେ ପଶ୍ଚିମବଙ୍ଗର ବାବର୍ ଶେଖ୍ । ଗୁରୁତର ମିଟୁ ଶେଖଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘରର ଉପର ମହଲାରେ କାମ ଚାଲିଥିବାବେଳେ ଦୁଇଜଣଙ୍କ ଉପରେ କାନ୍ଥ!-->…
ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ସ୍ଥଗିତ, ସ୍ୱାଭାବିକ ହେବ ସ୍ୱାସ୍ଥ୍ୟ ସେବା
ଭୁବନେଶ୍ୱର : ଓଡ଼ିଶାରେ ସରକାରୀ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ସ୍ଥଗିତ । ରାଜ୍ୟର ସ୍ୱାଭାବିକ ହେବ ସ୍ୱାସ୍ଥ୍ୟ ସେବା । ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ ବା OMSA ପକ୍ଷରୁ ଡାକରା ଦିଆଯାଇଥିବା ଅନିର୍ଦ୍ଦିଷ୍ଟ କାଳିନ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ବର୍ତ୍ତମାନ ପାଇଁ ସ୍ଥଗିତ!-->…
ଅତି ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି
ଭୁବନେଶ୍ୱର : ୫ ଜିଲ୍ଲାକୁ ରେଡ୍ ଆଲର୍ଟ । ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ଅଧିକ ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପ ବଳୟରେ ପରିଣତ ହୋଇଛି । ପ୍ରଭାବରେ!-->…
ଅଟୋକୁ ଧକ୍କା ଦେଲା ଟ୍ରକ : ବାପ-ପୁଅ ମୃତ, ମା ଗୁରୁତର
ମୟୁରଭଞ୍ଜ : ଅଟୋକୁ ଧକା ଦେଲା ଟ୍ରକ । ଦୁର୍ଘଟଣାରେ ବାପ ପୁଅ ମୃତ, ମା ଗୁରୁତର । ୨୨୦ ନମ୍ବର ଜାତୀୟ ରାଜପଥ କାଳିକାପୁର ନିକଟରେ ଦୁର୍ଘଟଣା । ଏକ ଅଟୋକୁ ଟ୍ରକ ଧକ୍କା ଦେବା ଫଳରେ ବାପ ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ମା ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ଗାନସା କିସ୍କୁ ଓ ୮!-->…
ଲଗାଣ ବର୍ଷା ଯୋଗୁ ଖୋଲିଲା ମାଛକୁଣ୍ଡ ଡ୍ୟାମର ଗୋଟିଏ ଗେଟ
ଲମତାପୁଟ: ଲଗାଣ ବର୍ଷାରେ ଖୋଲିଲା ମାଛକୁଣ୍ଡ ଡ୍ୟାମର ଗୋଟିଏ ଗେଟ । ଲଗାଣ ବର୍ଷା ଯୋଗୁଁ ଲମତାପୁଟ ବ୍ଲକର ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ ର ଡ଼ି. ଡ୍ୟାମ ବିପଦ ସଂକେତକୁ ଛୁଇଁବା ପରେ ଗୋଟିଏ ଗେଟ ଖୋଲାଯାଇଛି । ୭ ନମ୍ବର ଗେଟରେ ପ୍ରତି ସେକେଣ୍ଡରେ ଏକ ହଜାର କ୍ୟୁସେକ ଜଳ ନିଷ୍କାସନ!-->…
ଝିଅ ବାହାଘର ପାଇଁ ରାଜି ନ ହେବାରୁ ମାଉସୀ ପରିବାର ଉପରେ ଆକ୍ରମଣ, ଜଣେ ମୃତ, ୩ ଗୁରୁତର
ପାଟଣାଗଡ଼: ଝିଅ ବାହାଘର ପାଇଁ ମନା କରିବାରୁ ମାଉସୀ ପରିବାର ଉପରେ ଆକ୍ରମଣ । ଜଣେ ମୃତ, ୩ ଗୁରୁତର । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ମଲ୍ଲିକମୁଣ୍ଡା ଗାଁରେ ଘଟିଛି ଘଟଣା ।
ସୂଚନା ମୁତାବକ, ଜାମବାହାଲ ଗାଁର ମନବୋଧ ସାହୁଙ୍କ ଝିଅ ତୁରେଇକେଲା ରାମୁଡ଼ ଗାଁର ସୁରେନ୍ଦ୍ର!-->!-->!-->…
ମହିଳା ଆଇଆଇସିଙ୍କ ସନ୍ଦେହଜନକ ମୃତ୍ୟୁ
କଟକ: ମହିଳା ଆଇଆଇସିଙ୍କ ସନ୍ଦେହଜନକ ମୃତ୍ୟୁ । କଟକ ଚାଉଳିଆଗଞ୍ଜ ଥାନା ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ଥାନା ରେଷ୍ଟରୁମରୁ ମିଳିଛି ମୃତଦେହ । କବାଟ ଭାଙ୍ଗି ମୃତଦେହ ଉଦ୍ଧାର କରାଯାଇଥିଲା । ତେବେ ତାଙ୍କ ମୃତ୍ୟୁର କାରଣ କଣ ଜଣାପଡ଼ିନାହିଁ ।!-->…