Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
‘ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ଆପଣମାନେ ଜାଣିବା ଦରକାର’
ଭବାନୀପାଟଣା: ଦିନିକିଆ କଳାହାଣ୍ଡି ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିର୍ବାଚନୀ ସଭାରେ ଯୋଗଦେଇ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିବା ସହ ସଭା ସ୍ଥଳରୁ ସିଧାସଳଖ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି । ନବୀନ କହିଛନ୍ତି ଯେ, ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଏହି!-->…
ବିଜେପିକୁ ମୁଖ୍ୟମନ୍ତ୍ରୀଙ୍କ ଉପହାସ; ଦିନରେ ସ୍ବପ୍ନ ଦେଖୁଛି
ଭୁବନେଶ୍ବର; ‘ବିଜେପିକୁ ଉପହାସ କରି କହିଲେ ମୁଖ୍ୟମନ୍ତ୍ରୀ -ଦିନରେ ସ୍ବପ୍ନ ଦେଖୁଛି ବିଜେପି’ । ବ୍ରହ୍ମପୁରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରଣହୁଙ୍କାର ପରେ ଭିଡିଓ ବାର୍ତ୍ତା ଜାରି କଲେ ମୁଖ୍ୟମନ୍ତ୍ରୀ । କହିଲେ ଦିନରେ ସ୍ବପ୍ନ ଦେଖୁଛି ।
ଆଜି ବ୍ରହ୍ମପୁର ଓ ନବରଙ୍ଗପୁରରେ ଜନସାଧାରଣଙ୍କୁ!-->!-->!-->…
ପୁରୀରେ ନାମାଙ୍କନ ଦାଖଲ ବେଳେ ଗଣ୍ଡଗୋଳ, ଦୁଇ ପ୍ରାର୍ଥୀଙ୍କ ସମର୍ଥକଙ୍କ ମଧ୍ୟରେ ହାତାହାତି
ପୁରୀ : ଉମା- ସୁଜିତ ସମର୍ଥକ ମୁହାଁମୁହିଁ । ପୁରୀରେ ନାମାଙ୍କନ ଦାଖଲ ବେଳେ ଦୁଇ ପ୍ରାର୍ଥୀଙ୍କ ସମର୍ଥକଙ୍କ ମଧ୍ୟରେ ହାତାହାତି, ଗଣ୍ଡଗୋଳ । ନାମାଙ୍କନ ପତ୍ର ଦାଖଲ କରି ଫେରୁଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ସୁଜିତ ମହାପାତ୍ରଙ୍କ ସହ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କ!-->…
ପୁରୀରେ ପହଞ୍ଚିଲା ଚତୁର୍ଥ ପର୍ଯ୍ୟାୟ ରଥକାଠ
ପୁରୀ : ଆଜି ପୁରୀରେ ପହଞ୍ଚିଲା ଚତୁର୍ଥ ପର୍ଯ୍ୟାୟ ରଥକାଠ । ଆସିକା ବନଖଣ୍ଡ ରୁ ଏହି କାଠ ଆସି ପହଞ୍ଚିଥିବା ରଥ ତତ୍ତ୍ୱାବଧାରକ ସୂଚନା ଦେଇଛନ୍ତି । ସମୁଦାୟ ୧୪ଗୋଟି ଫାଶୀ କାଠ ଆସିକା ବନଖଣ୍ଡରୁ ରଥଖଳାରେ ଆସି ପହଞ୍ଚିଛି । ରଥ ପାଇଁ ୫୦ଟି ଫାଶୀ କାଠର ଆବଶ୍ୟକତା ଥିବା ବେଳେ ପର୍ଯ୍ୟାୟ!-->…
‘୨୧ ଟି ଆସନରେ ପଦ୍ମ ଫୁଟିବ; ବାହର ଲୋକ ନୁହଁ, ଓଡିଶାର ପୁଅ କିମ୍ବା ଝିଅ ହେବେ ମୁଖ୍ୟମନ୍ତ୍ରୀ’
ନବରଙ୍ଗପୁର: ପ୍ରଥମେ ବ୍ରହ୍ମପୁର ଆଉ ଏବେ ନବରଙ୍ଗପୁରରେ ବିଜୟ ସଂକଳ୍ପ ସମବାବେଶରେ ପହଞ୍ଚି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମେ ଓଡିଆରେ ନିଜର ଭାଷଣ ଆରମ୍ଭ କରିଛନ୍ତି । ଏଠାରେ ମଧ୍ୟ ମୋଦି ଶାସକ ଦଳ ଉପରେ ବର୍ଷିଛନ୍ତି । ମୋଦି!-->…
ପ୍ରକାଶ ପାଇଲା ଆଇସିଏସ୍ଇ ଦଶମ ଏବଂ ଆଇଏସ୍ସି ଦ୍ୱାଦଶ ପରୀକ୍ଷା ଫଳ
ଭୁବନେଶ୍ବର: ପ୍ରକାଶ ପାଇଲା ଆଇସିଏସ୍ଇ ଦଶମ ଏବଂ ଆଇଏସ୍ସି ଦ୍ୱାଦଶ ପରୀକ୍ଷା ଫଳ । cisce.org ଏବଂ results.cisce.org ଓ୍ବେବସାଇଟ୍ରେ ରେଜଲ୍ଟ ଉପଲବ୍ଧ । ଛାତ୍ରୀଛାତ୍ରୀ ଓ୍ବେବସାଇଟ୍ରେ ସେମାନଙ୍କ ରେଜଲ୍ଟ ଦେଖିପାରିବେ। ଦଶମରେ ୯୯. ୦୮% ଓ ଦ୍ୱାଦଶରେ ୯୮.୯୦% ଛାତ୍ରଛାତ୍ରୀ!-->…
ବହୁ ଆଡ଼ମ୍ବରେ ଲଘୁ କ୍ରିୟା ବ୍ରହ୍ମପୁର ରେ ମୋଦିଙ୍କ ପାୱାର ସୋ……!
ବ୍ରହ୍ମପୁର: ୬-୫ ଆଜି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର କୁ ଦେଶର ପ୍ରଧାନମନ୍ତ୍ରୀ ନିର୍ବାଚନ ପ୍ରଚାର ରେ ଆସିଥିଲେ। କୁଆଡ଼େ ଏଥର ଓଡିଶା ରେ ବିଜେପି ବୋଲି କହି କହି ଥକି ଗଲେଣି ବିଜେପି ଵାଲା ପୁଣି ଡ଼ବଲ ଇଞ୍ଜିନ ଓଡ଼ିଶାରେ ହେବ ବୋଲି ଦମ ଦେଖାଉଛି। ହେଲେ ପ୍ରଧାନମନ୍ତ୍ରୀ ମନ୍ତ୍ରୀ ଙ୍କ!-->!-->!-->…
ଟିଟିଲାଗଡ଼ ୪୫ ଡ଼ିଗ୍ରି ତାପମାତ୍ରା ସହ ରାଜ୍ୟର ଉତ୍ତପ୍ତ ସହର
ଭୁବନେଶ୍ବର: ଗ୍ରୀଷ୍ମ ପ୍ରବହାରୁ ଆଜି ମଧ୍ୟ ତ୍ରାହି ମିଳି ନାହିଁ। ରାଜ୍ୟର ୨୬ଟି ସହ ରେ ତାପମାତ୍ରା ୪୦ଡ଼ିଗ୍ରି କିମ୍ବା ଅଧିକ ରେକର୍ଡ ହୋଇଛି। ୪୫ଡ଼ିଗ୍ରି ତାପମାତ୍ରା ସହ ଟିଟିଲାଗଡ଼ ରାଜ୍ୟର ଉତ୍ତପ୍ତ ସହର ହୋଇଥିବା ବେଳେ ବୌଦ୍ଧରେ ୪୪.୬ ଡିଗ୍ରି ରେକର୍ଡ କରାଯାଇଛି। ଆଞ୍ଚଳିକ ପାଣିପାଗ!-->…
ବିଜେପି ଇସ୍ତାହାରକୁ ପାଣ୍ଡିଆନଙ୍କ କଟାକ୍ଷ
ଭୁବନେଶ୍ୱର: ବିଜେପିର ଇସ୍ତାହାରକୁ ବିଜେଡିର ନମ୍ବର ଟୁ ନେତା ଭି. କେ ପାଣ୍ଡିଆନ କଲେ ସମାଲୋଚନା। କହିଲେ ଲୋକଙ୍କୁ ଭୂଆଁ ବୁଲାଇବାକୁ ଇସ୍ତାହାର ତିଆରି ହୋଇଛି। ସେ କହିଛନ୍ତି, ଯଦି ଚାଷୀଙ୍କୁ ଧାନ କ୍ୱିଣ୍ଟାଲ ପିଛା ୩ ହଜାର ଟଂକା କରିବାର ଥିଲା ତାହେଲେ ବିଜେପି ୧୦ ବର୍ଷ କ୍ଷମତାରେ ରହିବା!-->…
‘ସଂକଳ୍ପ ପତ୍ର’ ଉନ୍ମୋଚନ କଲେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା
ଭୁବନେଶ୍ବର: ରାଜ୍ୟ ବିଜେପି ନିର୍ବାଚନ ଇସ୍ତାହାର ‘ସଂକଳ୍ପ ପତ୍ର’ ଉନ୍ମୋଚିତ । ଭୁବନେଶ୍ବରରେ ସଂକଳ୍ପ ପତ୍ର ଉନ୍ମୋଚନ କଲେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା । ବିଜେପି ସଂକଳ୍ପ ପତ୍ର ‘ଓଡିଶା ପାଇଁ ମୋଦୀ ଗ୍ୟାରେଣ୍ଟି’ ବୋଲି ନିଜ ବକ୍ତବ୍ୟରେ କହିଛନ୍ତି ଜେ.ପି ନଡ୍ଡା । ଆଜି!-->…