Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ରଥଯାତ୍ରା ପାଇଁ ୬ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ
ପୁରୀ : ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ୬ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ । ରଥ ଉପରେ ଅନଧିକୃତ ଓ ଛଦ୍ମବେଶୀଙ୍କ ବିରୋଧରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ରଥ ଉପରକୁ ନେଇପାରିବେନି ମୋବାଇଲ । ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । !-->…
ଧର୍ମ ପରିବର୍ତ୍ତନ କରିବାରୁ ବୃଦ୍ଧଙ୍କୁ କବର ପାଇଁ ମିଳିଲାନି ଶ୍ମଶାନ
ରାୟଗଡା: ଧର୍ମ ପରିବର୍ତ୍ତନ ପାଇଁ ମିଳିଲାନି ଶ୍ମଶାନ । ଧର୍ମ ପରିବର୍ତ୍ତନ କରିଥିବାରୁ ଜଣେ ଆଦିବାସୀ ବୃଦ୍ଧଙ୍କୁ ଶ୍ମଶାନ ମିଳୁନଥିବା ଭଳି ଅଭାବନିୟ ଚିତ୍ର ସାମ୍ନାକୁ ଆସିଛି । ଏଭଳି ଚିତ୍ର ଦେଖିବାକୁ ମିଳିଛି ରାୟଗଡା ବ୍ଲକ ସ୍ଥିତ ଗାଜିଗାଁ ଗ୍ରାମରେ ।
ସୂଚନାରୁ ଜଣାପଡିଛି!-->!-->!-->…
ଯୁବକଙ୍କୁ ହତ୍ୟା କରି ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ
ଝାରସୁଗୁଡ଼ା : ଯୁବକଙ୍କୁ ହତ୍ୟା କରି ଫିଙ୍ଗିଦେଲେ । ଝାରସୁଗୁଡ଼ା ବେଲପାହାଡ଼ ଥାନା ଅନ୍ତର୍ଗତ ମୁଚବାହାଲରେ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ଯୁବକଙ୍କୁ ହତ୍ୟା କରି ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ । ମୃତ ଯୁବକ ଝାରଖଣ୍ଡର ସୃଜନ କୁମାର । ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟ ଓ!-->…
ପ୍ରବଳ ବର୍ଷାରେ ଜଳବନ୍ଦୀ ସ୍ଥିତି, ପାଣି ନିଷ୍କାସନ ନହେବାରୁ ରାସ୍ତାରେ କୃତ୍ରିମ ବନ୍ୟା
ବଲାଙ୍ଗିର: ପ୍ରବଳ ବର୍ଷାରେ ଜଳବନ୍ଦୀ ପରିସ୍ଥିତି । ସହରର ବିଭିନ୍ନ ସ୍ଥାନରେ ପାଣି ନିଷ୍କାସନ ନହେବାରୁ ରାସ୍ତାରେ କୃତ୍ରିମବନ୍ୟା ଭଳି ପରିସ୍ଥିତି ଉପୁଜିଥିଲା । ଏପରିକି ମାଆ ସମଲେଶ୍ୱରୀ ମନ୍ଦିର ପରିସରରେ ପାଣି ଜମି ରହିଥିଲା । ସହର ମଧ୍ୟରେ କେଉଁଠି ଡ୍ରେନ୍ କାମ ଚାଲିଛି ତ କେଉଁ!-->…
ଧାରଣାରେ ଡାକ୍ତର, ବ୍ୟବଚ୍ଛେଦ ହୋଇନପାରି ପଡ଼ିରହିଲା ନାବାଳକର ମୃତଦେହ
ଯୋଡ଼ା : ଧାରଣାରେ ଡାକ୍ତର, ହୋଇପାରୁନି ପୋଷ୍ଟମର୍ଟମ । ୨୪ ଘଣ୍ଟାରୁ ଅଧିକ ସମୟ ହେବ ଯୋଡ଼ା ହସ୍ପିଟାଲ୍ ରେ ପଡ଼ିରହିଛି ନାବାଳକର ମୃତଦେହ । ସୁନ୍ଦରଗଡ଼ କୋଇଡା ଥାନା ମାଲଦା ସଂରକ୍ଷିତ ଜଙ୍ଗଲରେ ମାଙ୍ଗାନିଜ୍ ଉତ୍ତୋଳନ ବେଳେ ଦୁର୍ଘଟଣା ଘଟିଥିଲା । ସଂରକ୍ଷିତ ଜଙ୍ଗଲରେ ଚୋରା!-->…
SIR ପରିଚାଳନା ପାଇଁ ‘ଭୋଟର ତାଲିକା ପର୍ଯ୍ୟବେକ୍ଷକ’ ଭାବେ ୧୦ ବରିଷ୍ଠ IAS ଅଧିକାରୀ ନିଯୁକ୍ତ
ଭୁବନେଶ୍ୱର: ଓଡ଼ିଶାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାକୁ ସୂଚାରୁରୂପେ ପରିଚାଳନା କରିବା ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ଓଡ଼ିଶାର ୧୦ ଜଣ ବରିଷ୍ଠ ଆଇଏଏସ (IAS) ଅଧିକାରୀଙ୍କୁ ‘ଭୋଟର ତାଲିକା ପର୍ଯ୍ୟବେକ୍ଷକ’ (Electoral Roll Observer) ଭାବେ ନିଯୁକ୍ତ!-->…
ହେଲିକପ୍ଟରରେ ବୁଲା ଖର୍ଚ୍ଚ ମାମଲାରେ ନବୀନ-ପାଣ୍ଡିଆନଙ୍କୁ କୋର୍ଟଙ୍କ ନୋଟିସ୍
ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ କାର୍ତ୍ତିକ ପାଣ୍ଡିଆନଙ୍କ ଅଡୁଆ ପୁଣି ବଢ଼ିଛି। ହେଲିକପ୍ଟରରେ ବୁଲା ଖର୍ଚ୍ଚ ମାମଲାରେ ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ୍ଙ୍କ ପକ୍ଷରୁ ଉଭୟଙ୍କୁ ନୋଟିସ୍ ଜାରି ହୋଇଛି। ୧୫ ତାରିଖ ସୁଦ୍ଧା ଜବାବ ଦାଖଲ ପାଇଁ!-->…
ଖୋଲିଲା SCERT ଏବଂ ଓସେପା ୱେବସାଇଟ୍, ଅପଲୋଡ ହେଲା ସଂଶୋଧିତ ପୁସ୍ତକ
ଭୁବନେଶ୍ଵର: ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ଚଳିତ ଶିକ୍ଷା ବର୍ଷ ୨୦୨୬-୨୭ରୁ ନୂତନ ଭାବରେ ପ୍ରସ୍ତୁତ ପାଠ୍ୟପୁସ୍ତକଗୁଡ଼ିକରେ ଥିବା ତ୍ରୁଟି ସଂଶୋଧନ କରାଯିବ। ହେଲେ ଏବେ SCERT ଏବଂ ଓସେପା ୱେବସାଇଟ୍ ଖୋଲିଛି। ପ୍ରଥମରୁ ଚତୁର୍ଥ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ସଂଶୋଧିତ!-->…
PUC ସରିଯାଇଥିଲେ ପେଟ୍ରୋଲ ପମ୍ପରେ ଆଉ ମିଳିବନି ତେଲ, କଡ଼ାକଡ଼ି ହେବ ନିୟମ
ଭୁବନେଶ୍ୱର: ଯଦି ଆପଣଙ୍କ ଗାଡ଼ିର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ସରିଯାଇଛି, ତେବେ ତୁରନ୍ତ ଏହାକୁ ନବୀକରଣ କରନ୍ତୁ। ନଚେତ୍ ଆପଣ କେବଳ ରାସ୍ତାରେ ଜରିମାନା ଦେବେନି, ବରଂ ପେଟ୍ରୋଲ ପମ୍ପରେ ତେଲ ପାଇବାରୁ ମଧ୍ୟ ବଞ୍ଚିତ ହୋଇପାରନ୍ତି। ରାଜ୍ୟରେ ଏବଂ ସାରା ଦେଶରେ ବଢ଼ୁଥିବା ବାୟୁ!-->…
ସମୁଦ୍ର କୂଳ ଲଙ୍ଘିବା ଘଟଣା: ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବିପଦପୂର୍ଣ୍ଣ ସ୍ଥାନ ସିଲ୍
ଛତ୍ରପୁର : ଗଞ୍ଜାମ ବ୍ଲକ ଅନ୍ତର୍ଗତ ସମୁଦ୍ର କୂଳ ଲଙ୍ଘିବା ଘଟଣାକୁ ଗୁରୁତ୍ୱର ସହ ନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ପ୍ରଶାସନ ବିପଦପୂର୍ଣ୍ଣ ସ୍ଥାନକୁ ସିଲ୍ କରିଛି। ସମୁଦ୍ରର ଅସ୍ୱାଭାବିକ ଅଗ୍ରଗତି ଯୋଗୁଁ ଉକ୍ତ ସ୍ଥାନ ଅତ୍ୟନ୍ତ ବିପଦଜନକ ପାଲଟିଥିବାରୁ ଜନସୁରକ୍ଷା!-->…