Browsing Category

ଓଡିଶା

ବିଜେଡିରେ ସାମିଲ ହେଲେ ଗଣେଶ୍ୱର ବେହେରା

ଭୁବନେଶ୍ଵର: ବିଜେଡିରେ ସାମିଲ୍‌ ହେଲେ ବରିଷ୍ଠ ନେତା ଗଣେଶ୍ୱର ବେହେରା । ଶଙ୍ଖ ଭବନକୁ ଆସି ଦଳୀୟ ସମର୍ଥକଙ୍କ ସହ ବିଜେଡିରେ ମିଶିଲେ ଗଣେଶ୍ୱର । ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ପୂର୍ବତନ ବିଧାୟକ ଗଣେଶ୍ୱର ବେହେରା । କଂଗ୍ରେସର ଜଣେ ଟାଣୁଆ ନେତା ଭାବେ ବେଶ୍ ଜଣାଶୁଣା ଥିଲେ

ଜେଲ ପାଚେରୀ ଡେଇଁ ୨ ବିଚାରଧିନ କଏଦୀ ଫେରାର

ଭବାନୀପାଟଣା: ଜିଲ୍ଲା ମୁଖ୍ୟ କାରାଗାରରୁ ୨ ବିଚାରଧୀନ ବନ୍ଦୀ ଚମ୍ପଟ୍‌ । ୨ ବନ୍ଦୀଙ୍କ ଫେରାର ନେଇ ସୂଚନା ଦେଲ ଜେଲ୍‌ ସୁପରିଟେଣ୍ଡଣ୍ଟ । ୨ ବନ୍ଦୀଙ୍କ ମଧ୍ୟରୁ ଜଣେ ନୂଆପଡ଼ାର, ଅନ୍ୟଜଣେ ଧର୍ମଗଡ଼ର ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ରବିବାର ସକାଳୁ ବଗିଚା କାମ କରୁଥିବା

ଜେଜେର ଦଶ କାମ ବେଳେ ମହାନଦୀରେ ବୁଡି ନାତିର ମୃତ୍ୟୁ

କଟକ : ଜେଜେର ଦଶ କାମ ବେଳେ ମହାନଦୀରେ ବୁଡି ନାତିଙ୍କର ମୃତ୍ୟୁ । କଟକ ତୁଳସୀପୁର ହାତୀ ଗଡାରେ ବୁଡି ଯୁବକ ମୃତ୍ୟୁ । ଆଜି ମଧ୍ୟାହ୍ନ ସମୟରେ କଟକ ସିଡିଏ ଅଞ୍ଚଳର ୨୨ ବର୍ଷୀୟ ଯୁବକ ରୂପକ ବାନାର୍ଜୀ ନିଜର ଜେଜେଙ୍କ ଦଶ କାର୍ଯ୍ୟ ପାଇଁ ତୁଠକୁ ଆସିଥିଲେ । ଏହି ସମୟରେ ରୂପକ ମହାନଦୀରେ

ବିଜେଡିରେ ମିଶିଲେ ଲେଖାଶ୍ରୀ ସାମନ୍ତସିଂହାର

ଭୁବନେଶ୍ଵର: ବିଜେଡିରେ ମିଶିଲେ ଲେଖାଶ୍ରୀ ସାମନ୍ତସିଂହାର । ଶଙ୍ଖ ଭବନରେ ଶହ ଶହ କର୍ମୀଙ୍କ ମଧ୍ୟରେ ଆସି ବିଜେଡିରେ ମିଶିଲେ ଲେଖାଶ୍ରୀ । ଆଜି ସକାଳୁ ସକଳୁ ବିଜେପି ଛାଡ଼ିଥିଲେ ଲେଖାଶ୍ରୀ । ସୋସିଆଲ ମିଡିଆରେ ଇସ୍ତଫା ନେଇ ସୂଚନା ଦେଇଥିଲେ ଲେଖାଶ୍ରୀ । ବିଜେଡିରେ ସାମିଲ ହେବା ପରେ

୫ ସଂସଦୀୟ କ୍ଷେତ୍ର ପାଇଁ ନୂତନ ସଂଯୋଜକ ନିଯୁକ୍ତ କଲା ବିଜେଡି

ଭୁବନେଶ୍ଵର: ନିର୍ବାଚନ ପୂର୍ବରୁ ବିଜେଡିର ନୂଆ ଷ୍ଟ୍ରାଟେଜି । ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ଚନ୍ଦ୍ରଶେଖର ସାହୁଙ୍କୁ ଦାୟିତ୍ୱ ମିଳିଥିବାବେଳେ ଭଦ୍ରକ ପାଇଁ ମିଳିଛି ଦେବାଶିଷ ସାମନ୍ତରାୟଙ୍କୁ ଦାୟିତ୍ୱ । ସେହିପରି କେନ୍ଦ୍ରାପଡା ପାଇଁ ପ୍ରତାପ ଜେନା, କଳାହାଣ୍ଡି ପାଇଁ ସୁଜିତ କୁମାର

ବିଜେଡ଼ିର ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀ ଟିକେଟକୁ ନେଇ ବଢୁଛି ସସପେନ୍ସ

ଭୁବନେଶ୍ୱର, : ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀକୁ ନେଇ ବଢୁଛି ସସପେନ୍ସ। ଆଶାୟୀଙ୍କ ଭିତରେ ଚାଲିଛି ଛକାପଞ୍ଝା। ଗୋଟିଏ ପଟେ ବର୍ତ୍ତମାନର ବିଧାୟକ ଥିବା ଅନନ୍ତ ନାରାୟଣ ଜେନା ପୁଣିଥରେ ଟିକେଟ୍‌ ପାଇବା ନେଇ ଲବିରେ ଥିବାବେଳେ ଆଉ ଜଣେ ଯୁବ ଚେହେରା ଅମରେଶ ଜେନା ମଧ୍ୟ ଟିକେଟ୍‌କୁ ନେଇ

ଯୋଗଦେଲେ କଟକର ନୂଆ ଜିଲାପାଳ, ସମସ୍ତଙ୍କ ସହଯୋଗ ଲୋଡ଼ିଲେ

କଟକ : କଟକର ନୂଆ ଜିଲାପାଳ ଭାବେ ୨୦୧୧ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ଅରିନ୍ଦମ ଡାକୁଆ ଶନିବାର କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ବିଦାୟୀ ଜିଲାପାଳ ବିନୀତ ଭରଦ୍ୱାଜ ନୂତନ ଜିଲାପାଳଙ୍କୁ ସ୍ବାଗତ କରିବା ସହ ଜିଲାପାଳଙ୍କ କାର୍ଯ୍ୟାଳୟରେ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ଜିଲାପାଳଙ୍କ ସଦ୍‌ଭାବନା

ଦୁଇଟି ଆସନରୁ ଲଢିବେ ନବୀନ!

ଭୁବନେଶ୍ୱର : ରାଜ୍ୟବାସୀ ଦେଖିବାକୁ ଯାଉଛନ୍ତି ପଶ୍ଚିମ ଓଡ଼ିଶାରେ ବଡ଼ ଲଢେଇ। ଏବେ ୨୪ ନିର୍ବାଚନର ବଡ଼ ମଇଦାନ ସାଜିଛି ପଶ୍ଚିମ ଓଡ଼ିଶା। ଓଡିଶାର ହଟ୍‌ ସିଟ ପାଲଟିବାକୁ ଯାଉଛି ପଶ୍ଚିମ ଓଡ଼ିଶା। ଏକଥା ଆମେ କହୁନୁ, ରାଜ୍ୟ ରାଜନୀତିରେ ଜୋର ଧରିଲାଣି ଚର୍ଚ୍ଚା। ରାଜନୈତିକ ମହଲରେ ଚର୍ଚ୍ଚା

ବଦଳିଲା ସ୍କୁଲ ସମୟ

କଟକ, ୬ା୪ : ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା ୮ ତାରିଖ ସୋମବାରଠାରୁ ଜିଲାରେ ବିଦ୍ୟାଳୟ ସମୟସୂଚୀକୁ ପରିବର୍ତ୍ତନ କରାଯାଇଛି। ୧ମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ଯାଏ ସମସ୍ତ ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ ସକାଳ ୬.୩୦ରୁ ପାଠପଢ଼ା ଆରମ୍ଭ ହୋଇ ପୂର୍ବାହ୍ନ ୧୦.୩୦ରେ ଛୁଟି

ଚାନ୍ଦବାଲି ଆସନରେ ଏଥର ରୋଚକ ଲଢ଼େଇ: ହ୍ୟାଟ୍ରିକ୍‌ ଲକ୍ଷ୍ୟରେ ବ୍ୟୋମକେଶ

ଭଦ୍ରକ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଧାନସଭା କ୍ଷେତ୍ରରୁ ଲଗାତାର ଦୁଇଥର ବିଧାୟକ ହୋଇସାରିଲେଣି ବିଜେଡିର ଯୁବନେତା ଡ.ବ୍ୟୋମକେଶ ରାୟ। ଏଥର ବି ବ୍ୟୋମକେଶଙ୍କ ଉପରେ ଦଳ ଭରସା କରି ତାଙ୍କୁ ପ୍ରାର୍ଥୀ କରିଥିବା ବେଳେ ସେ ହ୍ୟାଟ୍ରିକ୍‌ ବିଜୟ ଲକ୍ଷ୍ୟରେ ରହିଛନ୍ତି। ତେବେ, ବିଜେପି