Browsing Category

ଓଡିଶା

ସମୀର ଦାସଙ୍କ ଅଡୁଆ ବଢ଼ିଲା, ମୈଦାନକୁ ଆସିଲେ ରୋଜାଲିନ୍‌

ଭୁବନେଶ୍ବର : ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ଅଡୁଆ ବଢ଼ିଲା। ତାଙ୍କୁ ଚେକ୍‌ ଦେବା ପାଇଁ ଆଗକୁ ଆସିଲେ ସମାଜସେବୀ ରୋଜାଲିନ ନାୟକ। ବିଜେଡିରୁ ଲଢ଼ିବା ପାଇଁ ଆଶାୟୀ ଥିବା ଗଣମାଧ୍ୟମରେ ଖୋଲାଖୋଲି ଭାବେ କହୁଛନ୍ତି। ଏଥିସହ ସମୀରଙ୍କ ନାଁ ନନେଇ ଖୋଲିଛନ୍ତି ତାଙ୍କର

ଖୋର୍ଦ୍ଧା ଜିଲ୍ଲାରେ ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ସକାଳ ୧୦ଟା ୩୦ ଯାଏ ଖୋଲିବା ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର : ଆଜି ଭୁବନେଶ୍ୱରରେ ତାପମାତ୍ରା ୪୩.୫ ଡିଗ୍ରୀ ପାର କରିଥିବା ବେଳେ ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ଗରମ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି । ଏହାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାପାଳ ଜିଲ୍ଲାରେ ଥିବା ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରକୁ ସକାଳ ୬ଟା ୩୦ ରୁ ୧୦ ୩୦ ଯାଏ

ଭୁବନେଶ୍ବରରେ ଚଳିତ ବର୍ଷର ସର୍ବାଧିକ ତାପମାତ୍ରା ୪୩. ୫ ଡି‌ଗ୍ରି ରେକର୍ଡ

ଭୁ‌ବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଚଳିତ ବର୍ଷର ସର୍ବାଧିକ ଦିନ ତାପମାତ୍ର ଶୁକ୍ରବାର ରେକର୍ଡ ହୋଇଛି। ଭୁବନେଶ୍ବରରେ ଆଜି ତାପମାତ୍ରା ୪୩.୫ ଡିଗ୍ରି ଛୁଇଁଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ,

ତୃତୀୟ ପର୍ଯାୟ ପ୍ରାର୍ଥୀ ଘୋଷଣା କଲା ବିଜେଡି

ଭୁବନେଶ୍ବର: ବିଜୁ ଜନତା ଦଳ (ବିଜେଡି) ଶୁକ୍ରବାର ତୃତୀୟ ପର୍ଯ୍ୟାୟରେ ୯ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ପର୍ଯ୍ୟାୟରେ ରେଙ୍ଗାଲି ପାଇଁ ସୁଦର୍ଶନ ହରିପାଲ, ରାଉରକେଲା ପାଇଁ ଶାରଦା ନାୟକ, ବୀରମିତ୍ରପୁର ପାଇଁ ରୋହିତ

କଟକ ଏବଂ ଜଗତସିଂହପୁର ପାଇଁ ନିଯୁକ୍ତି ହେଲେ ନୂଆ ଜିଲ୍ଲାପାଳ

ଭୁବନେଶ୍ଵର: କଟକ ଏବଂ ଜଗତସିଂହପୁର ପାଇଁ ନିଯୁକ୍ତି ହେଲେ ନୂଆ ଜିଲ୍ଲାପାଳ । ଆଏଏସ ଅରିନ୍ଦମ ଡାକୁଆଙ୍କୁ କଟକ ଜିଲ୍ଲାପାଳ ଭାବେ ନିଯୁକ୍ତି କରାଯାଇଥିବା ବେଳେ ଆଏଏସ ଅନୁପମ ଶାହାଙ୍କୁ ଜଗତସିଂହପୁର ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି । ପୂର୍ବରୁ କଟକ, ଜଗତସିଂହପୁର ଜିଲ୍ଲାପାଳଙ୍କୁ ବଦଳି

ସ୍ୱାମୀ ସହ ଝଗଡ଼ା କରି ୯ ମାସର ଝିଅକୁ ଧରି ନଦୀକୁ ଡେଇଁ ପଡ଼ିଲେ ସ୍ତ୍ରୀ

କେନ୍ଦ୍ରାପଡା: ସ୍ୱାମୀଙ୍କ ସହ ଝଗଡ଼ା କରି ୯ ମାସର ଝିଅକୁ କୋଳରେ ଧରି ଖରସ୍ରୋତା ନଦୀକୁ ଡେଇଁ ପଡ଼ିଲେ ସ୍ତ୍ରୀ। ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅଞ୍ଚଳରେ। ସୂଚନା ଅନୁସାରେ ଆଳି ଥାନା ଅନ୍ତର୍ଗତ ଖନ୍ଦୋଳ ଗାଁର ଜଣେ ଯୁବକ ନିଜ ପତ୍ନୀ ଓ କୁନି ଝିଅ ସହ ଶ୍ୱଶୁର ଘର

ଆତୀଶିଙ୍କ ବଢ଼ିଲା ଅଡୁଆ, ନୋଟିସ୍‌ ଜାରି କଲେ ନିର୍ବାଚନ କମିଶନର

ଥମୁନି ଦିଲ୍ଲୀ କ୍ୟାବିନେଟ୍ ମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ନେତ୍ରୀ ଆତୀଶଙ୍କ ଅଡୁଆ। 'ବିଜେପି ତାଙ୍କୁ ଦଳରେ ମିଶିବାକୁ ଅଫର କରିଥିବା ବୟାନ ଦେଇ ପଶିଛନ୍ତି ଆତୀଶି। ତାଙ୍କର ଏହି ବୟାନକୁ ନେଇ ଏବେ ନିର୍ବାଚନ କମିଶନର ତାଙ୍କୁ ନୋଟିସ ଜାରି କରିଛନ୍ତି। ବିଜେପିର ଅଭିଯୋଗ ପରେ ଏହି ନୋଟିସ

ସଞ୍ଜୟ କୌଶଲ ହେଲେ କେନ୍ଦ୍ରାଂଚଳ ଆଇଜି

ଜାତୀୟ ନିର୍ବାଚନ କମିଶନ ରାଜ୍ୟର ୮ଜଣ ସର୍ବଭାରତୀୟ ଅଫିସରଙ୍କୁ ନିର୍ବାଚନ ସଂକ୍ରାନ୍ତ କାର୍ଯ୍ୟରୁ ଦୂରେଇ ରଖିବାକୁ ନିର୍ଦ୍ଦେଶ ଦେବା ପରେ ଆଜି ନୂତନ ନିଯୁକ୍ତି ହୋଇଛି । ତେବେ ନିର୍ବାଚନ କମିଶନ ଖୋର୍ଦ୍ଧା ଓ ବ୍ରହ୍ମପୁର ପୁଲିସ ଏସପିଙ୍କ ବଦଳି ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ

ଅଂଶୁଘାତ ଆଶଙ୍କାକୁ ଦୃଷ୍ଟିରେ ରଖି ମାର୍ଗଦର୍ଶିକା ଜାରି କଲା ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ

ଭୁବନେଶ୍ଵର: ପ୍ରଚଣ୍ଡ ରୌଦ୍ରତାପ ଜନିତ ଅଂଶୁଘାତ ଆଶଙ୍କାକୁ ଦୃଷ୍ଟିରେ ରଖି ମାର୍ଗଦର୍ଶିକା ଜାରି କଲା ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ । ସମ୍ପୁର୍ଣ୍ଣ ଖରାରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ଚଳିତ ଏପ୍ରିଲ ମାସରୁ ଜୁନ ୧୫ ପର୍ଯ୍ୟନ୍ତ ପ୍ରତ୍ୟହ ପୂର୍ବାହ୍ନ ୧୧.୦୦ ଓ ଅପରାହ୍ନ ୩.୩୦

ବେଆଇନ ଦେଶୀମଦ ପ୍ରସ୍ତୁତି ଓ ବିକ୍ରି କରିବା ଅଭିଯୋଗରେ ୫ ଗିରଫ

ଭୁବନେଶ୍ୱର: ଦିନକୁ ଦିନ ଦେଶୀମଦ କାରବାର ବୃଦ୍ଧି ପାଇବାରେ ଲାଗିଛି। ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ବେଆଇନ ଦେଶୀ ମଦ ପ୍ରସ୍ତୁତିକୁ ରୋକିବା ପାଇଁ ପୋଲିସ କଡ଼ାକଡ଼ି କରିଛି। ଭୁବନେଶ୍ବର-କଟକର ପୋଲିସ କମିଶନର ସଂଜୀବ ପଣ୍ଡା ଏବଂ ଭୁବନେଶ୍ବର ଡିସିପିଙ୍କ ନିର୍ଦ୍ଧେଶ କ୍ରମେ