Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଲାଠିକଟା ପୋଲିସ ପକ୍ଷରୁ ଆମ ପୋଲିସ ବୈଠକ…
ବୀରମିତ୍ରପୁର : ଲାଠିକଟା ପଞ୍ଚାୟତ କାର୍ଯ୍ୟାଳୟରେ ଜନପ୍ରତିନିଧି, ସମ୍ପ୍ରଦାୟ ନେତା, ଆମ ପୋଲିସ ସମିତିର ସଦସ୍ୟ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ଅଂଶଗ୍ରହଣରେ ଏକ ଆମ ପୋଲିସ ବୈଠକ ଅନୁଷ୍ଠିତ ହୋଇଥିଲା ! ଏହି ବୈଠକରେ ପୋଲିସ-ଜନସାଧାରଣ ସହଭାଗୀତାକୁ ସୁଦୃଢ଼ କରିବା, ଅପରାଧ ନିବାରଣରେ!-->…
ଭାଣିଜୀକୁ ହତ୍ୟା ମାମଲାରେ ମାମୁଁକୁ ମୃତ୍ୟୁ ଦଣ୍ଡାଦେଶ
ବ୍ରହ୍ମପୁର : ଭାଣିଜୀକୁ ହତ୍ୟା ମାମଲାରେ ଦୋଷୀ ମାମୁକୁ ମୃତ୍ୟୁ ଦଣ୍ଡାଦେଶ । ୨୦୨୨ରେ ବ୍ରହ୍ମପୁରରେ ନାବାଳିକା ଭାଣିଜୀକୁ ହତ୍ୟା ମାମଲାରେ ଦୋଷୀ ମାମୁ ସିପ୍ରିନ ଦିଗାଲକୁ ମୃତ୍ୟୁ ଦଣ୍ଡାଦେଶ । ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ପକ୍ସୋ (ଆଡହକ) କୋର୍ଟ ବିଚାରପତି ରୋହିତ ଲାଲ!-->…
ଦିଲ୍ଲୀରେ ହାଇ-ପ୍ରୋଫାଇଲ୍ ବୈଠକ ! ଶାହ-କେଭି ଏକାନ୍ତ ଆଲୋଚନା
ଭୁବନେଶ୍ୱର : ଦିଲ୍ଲୀରେ ହାଇ-ପ୍ରୋଫାଇଲ୍ ବୈଠକ! । ଗତକାଲି ଦିଲ୍ଲୀ ଦରବାରରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ମଧ୍ୟରେ ହୋଇଥିବା ଏକାନ୍ତ ଆଲୋଚନା ଏବେ ରାଜ୍ୟ ରାଜନୀତିରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। କେନ୍ଦ୍ର ଓ ରାଜ୍ୟ!-->…
ବାଣପୁରରେ ଭିଡ଼ ହିଂସା, ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ
ବାଲୁଗାଁ : ବାଣପୁରରେ ଭିଡ଼ ହିଂସା । ଯୁବକଙ୍କୁ ପିଟି ପିଟି ମାରିଥିବା ଅଭିଯୋଗ । ବାଣପୁର ଥାନାରେ ପରିବାର ପକ୍ଷରୁ ଲିଖିତ ଅଭିଯୋଗ । ଘଟଣାରେ ୨ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ । ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଘଟିଛି ଚାଞ୍ଚଲ୍ୟ । ମୃତ ଯୁବକ ତୋଫାନ ନାୟକ ।!-->…
ଭିଜିଲାନ୍ସ ଜାଲରେ VIMSAR ବୁର୍ଲାର ଦୁଇ ଅଧିକାରୀ
କଟକ : ଭିଜିଲାନ୍ସ ଜାଲରେ ଦୁଇ ସରକାରୀ ଅଧିକାରୀ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିମସାର, ବୁର୍ଲାର ଦୁଇ ସରକାରୀ ବାବୁଙ୍କ ଏକାଧିକ ସ୍ଥାନରେ ଚଢ଼ଉ କରିଛି ଭିଜିଲାନ୍ସ । ସ୍ବମ୍ବଲପୁର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ଜାରି କରିଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଦୁଇ!-->…
ଅଣସର ଘରେ ବିଶ୍ରାମ ନେଉଛନ୍ତି ଚତୁର୍ଦ୍ଧାବିଗ୍ରହ, ପୂଜା ପାଉଛନ୍ତି ପଟି ଦିଅଁ
ପୁରୀ : ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପୀଡିତ ହୋଇ ଅଣସର ଘରେ ବିଶ୍ରାମ ନେଉଛନ୍ତି ଚତୁର୍ଦ୍ଧାବିଗ୍ରହ । ଆଜି ଠାରୁ ମହାପ୍ରଭୁଙ୍କ ଅଣସରର ଗୁପ୍ତନୀତି ଆରମ୍ଭ ହୋଇଛି । ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସେବକ ଦଇତାପତିମାନେ ଅନ୍ଧାରୀ!-->…
୬ ବନ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଗ୍ରାମବାସୀ
ବଲାଙ୍ଗୀର : ବନ କର୍ମଚାରୀଙ୍କୁ ଆକ୍ରମଣ । ୬ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଗାଁଲୋକ । ଭିଡିଓ ଭାଇରାଲ ପରେ ସାମ୍ନାକୁ ଆସିଲା ଘଟଣା । ବଲାଙ୍ଗୀର ବଙ୍ଗୋମୁଣ୍ଡା ରେଞ୍ଜ ତଥା ତୁରେକେଲା ଥାନା ଯୁବାମାଲ ଗାଁରେ ଘଟିଛି ଘଟଣା । ଗତ କିଛି ଦିନ ତଳେ ଯୁବାମାଲ ଗାଁର ମୁଣ୍ଡାପଡାରେ ଲୋକେ!-->…
ବର୍ଷାରେ ଭିଜିଲା ସାରା ଓଡ଼ିଶା, ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
ଭୁବନେଶ୍ୱର : ବର୍ଷାରେ ଭିଜୁଛି ସାରା ଓଡ଼ିଶା । ବଙ୍ଗୋପସାଗରରେ ବଳ ଗୋଟାଉଛି ଲଘୁଚାପ । ରାଜ୍ୟରେ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପୂର୍ଣ୍ଣ ମାତ୍ରାରେ ସକ୍ରିୟ ହୋଇଉଠିଛି । ଆଜି ସକାଳୁ ରାଜଧାନୀ ଭୁବନେଶ୍ୱର ସମେତ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି ।!-->…
ମାର୍କେଟ ବିଲ୍ଡିଂରେ ଅଗ୍ନିକାଣ୍ଡ, ଜଳିଗଲା ୧୫ରୁ ଅଧିକ ଲୁଗା ଦୋକାନ
ଭୁବନେଶ୍ୱର : ମାର୍କେଟ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ । ହୁତୁହୁତୁ ହୋଇ ଜଳିଲା କପଡ଼ା ଦୋକାନ। ଜଳିଗଲା ୧୫ରୁ ଅଧିକ ଲୁଗା ଦୋକାନ । ଦୀର୍ଘ ସମୟ ଉଦ୍ୟମ ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହୀନି । ଆଜି ଭୋରରୁ ଭୁବନେଶ୍ୱର ଦୁଇ ନମ୍ବର ମାର୍କେଟରେ ଦୋକାନ ଭିତରୁ ଧୂଆଁ ବାହାରୁଥିବା!-->…
ଖଣ୍ଡଗିରି ଡବଲ ମର୍ଡର ଘଟଣାରେ ୨ ଗିରଫ, ପୂର୍ବ ଶତ୍ରୁତାରୁ ପ୍ରତିଶୋଧ ନେଲା ନାବାଳକ
ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଖଣ୍ଡଗିରି ଥାନା ଅଞ୍ଚଳର ଡବଲ ମର୍ଡର ଘଟଣାର ରହସ୍ୟ ଉପରୁ ପରଦା ହଟାଇଛି ପୋଲିସ। ଭଉଣୀ ପ୍ରତି ହୋଇଥିବା ଅପମାନର ପ୍ରତିଶୋଧ ନେବାକୁ ଯାଇ ଜଣେ ନାବାଳକ ନିଜ ସହଯୋଗୀ ସହ ମିଶି ଏହି ବର୍ବରକାଣ୍ଡ ଘଟାଇଥିବା ଜଣାପଡ଼ିଛି। ଏହି ମାମଲାରେ!-->…