Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଭାରସାମ୍ୟ ହରାଇ ଟ୍ରକକୁ ପଛରୁ ପିଟିଲା ସ୍କର୍ପିଓ; ୨ ମୃତ, ୪ ଗୁରୁତର
ଭଦ୍ରକ: ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ନଳାଙ୍ଗରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ଟ୍ରକ୍ ପଛରେ ସ୍କର୍ପିଓ ଟି ପିଟି ହେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ, ୪ ଜଣ ଆହତ ହୋଇଛନ୍ତି । ସେମସ୍ତ ଆହତମାନଙ୍କୁ ପ୍ରଥମେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।!-->…
ରୋଚକ ସ୍ଥିତିରେ ଆସିକା ରାଜନୀତି : ବିଜେପି ରୁ ଇସ୍ତଫା ଦେଲେ ଆସିକା ର ପୂର୍ବତନ ବିଧାୟକ ଦେବରାଜ ମହାନ୍ତି….
ଵ୍ରହ୍ମପୁର: ୨-୪ ଗଞ୍ଜାମ ଜିଲ୍ଲାର ଚର୍ଚ୍ଚିତ ବିଧାନସଭା ନିର୍ବାଚନ ମଣ୍ଡଳୀ ଆସିକା ଏବେ ରୋଚକ ସ୍ଥିତିରେ ରହିଛି।ପୂର୍ବତନ ବିଧାୟକ ଦେବରାଜ ମହାନ୍ତି ବିଜେପି ର ପ୍ରାଥମିକ ସଦସ୍ୟ ପଦବୀରୁ ଇସ୍ତଫା ଦେଇଛନ୍ତି। ଚଳିତ ବିଧାନସଭା ନିର୍ବାଚନ ମଣ୍ଡଳୀ ରୁ ଆସିକା ରୁ ସରୋଜ ପାଢ଼ୀଙ୍କୁ ବିଜେପି!-->…
ବିଜେଡିରୁ ଇସ୍ତଫା ଦେଲେ ଏସ୍ଡିସି ଚେୟାରମ୍ଯାନ…
ଫୁଲବାଣୀ: ଆଶାୟୀ ପ୍ରାର୍ଥୀ ନିରାଶା ହେଲେ ଗୋଟିଏ ଦଳରୁ ଅନ୍ୟ ଦଳକୁ ଡେଇଁ ଥାନ୍ତି l ଯାହା ବୁଦ୍ଧିଜିବୀ ଓ ସମାଲୋଚକ ମାନେ କହନ୍ତି l ଦଳ ଡିଆଁରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ତାଙ୍କର ଦଳ ପ୍ରତି ଆନ୍ତରିକତା ନଥିଲା l ଦଳରୁ କିଛି ପାଇବା ପାଇଁ ସ୍ୱାର୍ଥ ଥିଲା l ସ୍ୱାର୍ଥ ପୂରଣ ନ!-->!-->!-->…
ପରଲୋକରେ ବିଶିଷ୍ଟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ
ଭୁବନେଶ୍ୱର: ସୁନାମଧନ୍ୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କର ଦେହାନ୍ତ ହୋଇଯାଇଛି | ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଯାଇଛି | ମିଳିଥିବା ସୂଚନା ମୁତାବକ ଦୀର୍ଘଦିନ ଧରି ସେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ହେଉଥିଲେ | ‘ଥକା ମନ ଚାଲ ଯିବା’ ସହ!-->…
ଆଜି ୮ ସହରରେ ୪୦ ଡ଼ିଗ୍ରୀ ଛୁଇଁଛି ପାରଦ
ଭୁବନେଶ୍ୱର: ୨୪ ଘଣ୍ଟା ପରେ ରାଜ୍ୟରେ ପୁଣି ବଢ଼ିଲା ତାତି | ଆଜି ୮ ସହରରେ ୪୦ ଡ଼ିଗ୍ରୀ ଛୁଇଁଛି ପାରଦ | ଝାରସୁଗୁଡା ଏବଂ ବାରିପଦାରେ ତାପମାତ୍ରା ସର୍ବାଧିକ ୪୦.୪ଡ଼ିଗ୍ରୀ ଥିବାବେଳେ ବଲାଙ୍ଗୀରରେ ୪୦.୩ଡ଼ିଗ୍ରୀ ସହ ବୌଦ୍ଧ, ନୟାଗଡ, ଭବାନୀପାଟଣା, ତାଳଚେର ଏବଂ ଟିଟିଲାଗଡରେ ତାତି!-->…
ଓଡ଼ିଶା ଦିବସ ସମ୍ପର୍କିତ ଫଟୋଚିତ୍ର ପ୍ରଦର୍ଶନୀ ଉଦଘାଟିତ
ଭୁବନେଶ୍ୱର: ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଓଡ଼ିଶା ଦିବସ ସମ୍ପର୍କିତ ଫଟୋ ଚିତ୍ର ପ୍ରଦର୍ଶନୀ ସ୍ଥାନୀୟ ଜୟଦେବ ଭବନ ପ୍ରଦର୍ଶନୀ କକ୍ଷରେ ଉଦଘାଟିତ ହୋଇଯାଇଛି । ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ!-->…
ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀଙ୍କ ନାମରେ ଅଭିଯୋଗ ଆଣିଲା ବିଜେଡି
ଭୁବନେଶ୍ୱର: ଆଦର୍ଶ ଆଚରଣ ବିଧି ଉଲଂଘନ କରୁଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ । ଆଦର୍ଶ ଆଚରଣବିଧି ଲାଗିଥିବା ସମୟରେ ବାଲେଶ୍ୱର ଭୋଗରାଇ ଅଂଚଳରେ ସୋଲାର ଲାଇଟ ଲଗାଉଥିଲେ ସାଂସଦ । ଏନେଇ ବିଜେଡିର ଏକ ଟିମ୍ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ଅଭିଯୋଗ!-->!-->!-->…
ଉତ୍କଳ ଦିବସରେ ରମ୍ଭା ରାଜପ୍ରାସାଦକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ନୂଆ ରୂପ ପାଇଲା ରମ୍ଭା ରାଜପ୍ରାସାଦ । ଉତ୍କଳ ଦିବସରେ ରୂପାନ୍ତରିତ ରମ୍ଭା ରାଜପ୍ରାସାଦକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବ ଭାରତରେ ଏହି ଭବ୍ୟ ପ୍ୟାଲେସ ଏବେ ରାଜପ୍ରାସାଦ ହୋଟେଲ ଏବଂ ପ୍ରଥମ ୱେଲନେସ ରିଟ୍ରିଟ ଭାବେ କାର୍ଯ୍ୟ କରିବ । ଏହି!-->…
ବିଜେଡିର ଆକ୍ଷେପ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ଗୋଲୋକ ମହାପାତ୍ର
ଭୁବନେଶ୍ୱର: ନିର୍ବାଚନ ପାଖେଇବା ସହ ବଢୁଛି ରାଜନୈତିକ ବାକଯୁଦ୍ଧ । ପ୍ରାର୍ଥୀ ଚୟନକୁ ନେଇ ପୁଣି ରାଜ୍ୟ ବିଜେପିକୁ ଟାର୍ଗେଟ କରିଛି ବିଜେଡି । କହିଛି,୧୪୭ ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ପାଉନି । ଏମିତିକି ୮୦ ସିଟରେ ବି ପ୍ରାର୍ଥୀ ନାହାନ୍ତି । ଯେଉଁଥିପାଇଁ ବିଜେପି!-->…
ନବୀନ ନିବାସରେ ବିଭିନ୍ନ ସଂଗଠନ ଏବଂ ସମର୍ଥକଙ୍କ ଭିଡ଼
ଭୁବନେଶ୍ବର: ନବୀନ ନିବାସରେ ବିଭିନ୍ନ ସଂଗଠନ ଏବଂ ସମର୍ଥକମାନଙ୍କ ଭିଡ଼ ଦେଖିବାକୁ ମିଳିଛି। ବିଭିନ୍ନ ସଂଗଠନ ପକ୍ଷରୁ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟୁଛନ୍ତି।ନବୀନ ନିବାସରେ ଶ୍ରମିକ ସଂଗଠନର ବୈଠକ ଶେଷ ହୋଇଛି। ଓଡ଼ିଆ ଶ୍ରମିକ ସଂଗଠନ ଏଥର ନିର୍ବାଚନରେ ବିଜୁ ଜନତା ଦଳକୁ!-->…