Browsing Category

ଓଡିଶା

ଓଡ଼ିଶାର ୧୮ଟି ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କଲା ବିଜେପି

ନୂଆଦିଲ୍ଲୀ/ଭୁବନେଶ୍ବର: ଭାରତୀୟ ଜନତା ପାର୍ଟି ରବିବାର ଓଡ଼ିଶାର ୧୮ଟି ଲୋକସଭା ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ଏହି ଘୋଷଣା କରିଛି। ଏହି କ୍ରମରେ ବିଜେପି ସମ୍ବଲପୁର ପାଇଁ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବର ପାଇଁ ଅପରାଜିତା

ନିର୍ବାଚନ ପରିଚାଳନା ନେଇ ସେକ୍ଟର ଅଫିସର ଓ ସେକ୍ଟର ପୋଲିସ ଅଫିସରଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ମାଲକାନଗିରି : ନିର୍ବାଚନ ପାଇଁ ଭାରତର ନିର୍ବାଚନ କମିଶନର ମାର୍ଗଦର୍ଶିକା ଜାରି କରିଛନ୍ତି। ଏହି ଆଧାରରେ ନିର୍ବାଚନ ପରିଚାଳିତ ହୋଇଥାଏ। ତେଣୁ ପ୍ରଶିକ୍ଷଣକୁ ଗୁରୁତ୍ଵ ପ୍ରଦାନ କରି ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ନିୟମ ଜାଣିବା ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ, ସଚିନ

ଡକାୟତି ଯୋଜନାକୁ ପଣ୍ଡ କଲା ପୋଲିସ, ୫ ଗିରଫ

ଭୁବନେଶ୍ୱର: ଡକାୟତି ଯୋଜନାକୁ ପଣ୍ଡ କଲା ପୋଲିସ। ରାସ୍ତାରେ ଯାତାୟତ କରୁଥିବା ପଥଚାରୀଙ୍କ ନିକଟରୁ ସଶସ୍ତ୍ର ଡକାୟତି ନିମନ୍ତେ ଯୋଜନ କରୁଥିବା ପାଞ୍ଚ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହେଲା ମୈତ୍ରୀବିହାର ପୋଲିସ। ସୂଚନା ଅନୁସାରେ ମୈତ୍ରୀବିହାର ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ

ପୁଅର ଟାଙ୍ଗିଆ ଚୋଟରେ ବାପାମା’ ମୃତ

ଚମ୍ପୁଆ ଥାନା କାଳିକାପ୍ରସାଦ ପଞ୍ଚାୟତ ବସିରା ଗାଁରେ ଜଣେ ବ୍ୟକ୍ତି ଟାଙ୍ଗିଆରେ ଆକ୍ରମଣ କରି ତାଙ୍କ ବାପା ଓ ମା’ଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକମାନେ ହେଲେ ଗୁରୁଚରଣ ମୁଣ୍ଡା ଓ ପାଲି ମୁଣ୍ଡା। ଆଜି ସକାଳ ପ୍ରାୟ ୮ଟା ବେଳେ ଘର ଅଗଣାରେ ହଠାତ୍ ଗୁରୁଚରଣଙ୍କୁ ଆକ୍ରମଣ

ନବୀନ ନିବାସରେ ବିଭିନ୍ନ ଲୋକସଭା କ୍ଷେତ୍ର ପାଇଁ ସମୀକ୍ଷା ବୈଠକ

ଭୁବନେଶ୍ବର: ନବୀନ ନିବାସରେ ଆଜି ସମ୍ବଲପୁର, ସୁନ୍ଦରଗଡ଼ ଓ ଢେଙ୍କାନାଳ ପରେ ଲୋକସଭା ସଂସଦୀୟ କ୍ଷେତ୍ର ଓ ଯାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବୈଠକ ଅନୁଷ୍ଠିତ ହୋଇଛି। ଯାଜପୁର ଲୋକସଭା ସଂସଦୀୟ କ୍ଷେତ୍ରର ସାଂସଦ, ବିଧାୟକ ଓ ଦଳର ପର୍ଯ୍ୟବେକ୍ଷକ ଉପସ୍ଥିତ ଅଛନ୍ତି। ଯାଜପୁର ଟାଉନ

ନିଲମ୍ବନ ହେଲେ ସହିଦନଗର ଏସଆଇ, ଲାଞ୍ଚ ନେବାବେଳେ ଧରିଥିଲା ଭିଜିଲାନ୍ସ

ଭୁବନେଶ୍ଵର: ନିଲମ୍ବନ ହେଲେ ସହିଦ ନଗର ସବ ଇନ୍ସପେକ୍ଟର ପ୍ରିୟବ୍ରତ ପ୍ରଧାନ । ଲାଞ୍ଚ ନେବା ମାମଲାରେ ଶ୍ରୀ ପ୍ରଧାନଙ୍କୁ ନିଲମ୍ବନ କରିଛି ବିଭାଗ । ଗତକାଲି ଜବତ ଗାଡି ଛାଡିବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ମାଡି ବସିଥିଲା ଭିଜିଲାନ୍ସ । ଟଙ୍କା ଜବତ କରିବା ସହ

କମିଶନରେଟ୍ ପୋଲିସ୍ କବଜାରେ ବନ୍ଧୁକ ଚାଲାଣକାରୀ, ୩ଟି ବନ୍ଧୁକ ଜବତ

କଟକ : କଟକ କମିଶନରେଟ୍ ପୋଲିସ୍ କବଜାରେ ବନ୍ଧୁକ ଚାଲାଣକାରୀ । ପୁଣି କଟକରୁ ଧରାପଡିଲା ୩ଟି ବନ୍ଧୁକ । ମୁଖ୍ଯ ଅଭିଯୁକ୍ତ ଗୋଲ୍ଡେନ୍ ସିଂହକୁ ବିହାରରୁ ଗିରଫ କଲା ପୋଲିସ୍ । ୩ଟି ବନ୍ଧୁକ,୩ଟି ଗୁଳି ସହ ଏକ ମୋବାଇଲ ଜବତ ହୋଇଛି । ଷ୍ଟ୍ରିଟ୍ କ୍ରାଇମ୍ ଏବଂ ବେଆଇନ୍

ବିଜେଡିରେ ଯୋଗ ଦେଲେ ଇରାନୀ ରୟ

ଭୁବନେଶ୍ୱର: ବିଜେଡିରେ ଯୋଗଦେଲେ ନିକଟରେ ବିଜେପିରୁ ଇସ୍ତଫା ଦେଇଥିବା ଇରାନୀ ରୟ। ୨୦୧୯ରେ ବିଜେପି ଆସନରୁ ନିର୍ବାଚନ ଲଢ଼ିଥିବା ଇରାନୀ ଦଳର ଅବହେଳାକୁ ଦଳ ଛାଡ଼ିବାର କାରଣ ବୋଲି ଦର୍ଶାଇଥିଲେ। ତାଙ୍କ ସ୍ୱାମୀ ତଥା ପୂର୍ବତନ କଂଗ୍ରେସ ନେତା ମନୋଜ ମଧ୍ୟ ୨୦୧୪ ନୟାଗଡ଼ ବିଧାନସଭା

ବନ୍ୟପ୍ରାଣୀ ଆଇନ ଉଲ୍ଲଂଘନ ଅଭିଯୋଗରେ ଭଦ୍ରକର ୟୁଟ୍ୟୁବର ଗିରଫ

ଭଦ୍ରକ: ୟୁଟ୍ୟୁବର ମିର୍ଜା ମହମ୍ମଦ ଆରିଫଙ୍କୁ ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨ ଉଲ୍ଲଂଘନ ଅଭିଯୋଗରେ ବନ ବିଭାଗର ବନ୍ୟପ୍ରାଣୀ ଶାଖା ଗିରଫ କରିଛି। ଭଦ୍ରକ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ଚଢ଼ାଉ ବେଳେ ଭଦ୍ରକ ପୁରୁଣାବଜାର କାଜିମହଲା ଅଞ୍ଚଳର ଆରିଫ୍ ଙ୍କ ନିକଟରୁ ବନ୍ୟପ୍ରାଣୀ ସୁରକ୍ଷା ଆଇନ

ହୋଲି ପାଇଁ ଭୁବନେଶ୍ୱର ପୋଲିସର କଡା ସୁରକ୍ଷା ବ୍ୟବସ୍ଥା, ଅମାନିଆଙ୍କ ଉପରେ ନଜର

ଭୁବନେଶ୍ୱର : ହୋଲି ପାଇଁ ଭୁବନେଶ୍ୱର ପୋଲିସର ସୁରକ୍ଷା ବ୍ୟବସ୍ଥା । ୩୧ଟି ସ୍ଥାନରେ ପୋଲିସ ଅମାନିଆକୁ ଜଗିବ । ପିସିଆର ସହ ୧୭ଟି ମୋବାଇଲ ଭେହିକିଲ ବୁଲିବେ। ଅମାନିଆଙ୍କ ଉପରେ ସିସିଟିଭିରେ ନଜର ରଖିବ ପୋଲିସ । ଷ୍ଟାଇକିଙ୍ଗ ଫୋର୍ସ ମୁତୟନ ହେବେ । ୪ଟି ଗାଧୁଆ ତୁଠରେ ଜଗିବ ପୋଲିସ ।