Browsing Category

ଓଡିଶା

ସୁନା ଦୋକାନରୁ ଲକ୍ଷ ଲକ୍ଷ ଟଙ୍କା ଲୁଟିନେଲେ ଲୁଟେରା

ଭଦ୍ରକ : ଲୁଟ ଲୁଟ ଲୁଟ୍‌ , ଯେଉଁଠି ଦେଖିବ ଚାରିଆଡ଼େ ଲୁଟର ଖବର । ଦିନ ରାତି କିଛି ମାନୁ ନାହାନ୍ତି ଲୁଟେରା । କେଉଁଠି ଦିନ ଦ୍ୱିପ୍ରହରରେ ଦୋକାନ ବଜାରରେ ଲୁଟ୍‌ କରୁଛନ୍ତି ତ କେଉଁଠି ବିଳମ୍ବିତ ରାତିରେ ସବୁ ଶୋଇଗଲା ପରେ ଘରେ କଳାକନା ବୁଲାଉଛନ୍ତି । ତେବେ ଆଜି ଭଦ୍ରକ ଜିଲ୍ଲାରେ ଦୁଇ

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ି ନାବାଳକ ମୃତ

ଯାଜପୁର: ଗାଧୋଇବାକୁ ଯାଇ ପୋଖରୀରେ ବୁଡି ନାବାଳକ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅନ୍ତର୍ଗତ ପ୍ରୀତିପୁର ନୂଆ ଗାଁରେ । ମୃତକ ହେଲେ ସ୍ଥାନୀୟ ଅଞ୍ଚଳର ସଞ୍ଜୟ କୁମାର ଦାସଙ୍କ ୧୪ ବର୍ଷୀୟ ପୁଅ ବିଶ୍ୱରଞ୍ଜନ ଦାସ । ସୂଚନା

କଟକ ଏସସିବି ମେଡିକାଲର ସମୀକ୍ଷା କଲେ କାର୍ତ୍ତିକ ପାଣ୍ଡିଆନ

କଟକ: କଟକ ଏସସିବି ମେଡିକାଲର ସମୀକ୍ଷା କଲେ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଏସସିବି ଏମ୍ସ ପ୍ଲସ ଦିଗରେ ଆଗେଇ ଚାଲିଥିବା ବେଳେ ଏସସିବିର ନୂଆ ବିଲଡିଂ କାମ ବୁଲି ତଦାରଖ କରିଛନ୍ତି। କଟକରେ ବିଭିନ୍ନ କଲେଜର ନୂଆ ଓ କାର୍ଯ୍ୟକ୍ରମ ପାଇଁ କଟକ ଆସିଥିଲେ କାର୍ତ୍ତିକ

ଜେଲରୁ ୨ କଏଦୀ ଫେରାର

ବଲଙ୍ଗୀର: ବଲାଙ୍ଗୀର ଟିଟିଲାଗଡ଼ ସବଜେଲରୁ ୨ ବିଚାରଧୀନ କଏଦୀ ଫେରାର । ହତ୍ୟା ଅଭିଯୋଗରେ ୨ବର୍ଷ ହେଲା ଜେଲରେ ଥିଲେ ୨ ଅଭିଯୁକ୍ତ । ଜେଲ ପାଚେରୀ ଡେଇଁ ବିଚାରଧୀନ କଏଦୀ ଫେରାର ହୋଇଯାଇଥିବା ସୂଚନା ରହିଛି । ଟିଟିଲାଗଡ଼ ଉପଖଣ୍ଡ ସିନ୍ଧେକେଲା ଥାନା ଅଞ୍ଚଳରେ ମାନସିକ ପୂରଣ ପାଇଁ ଦୁଇଟି ଶିଶୁ

ଫନି ବାତ୍ୟା ଟଙ୍କା ହଡ଼ପ କରି ୨ ଗିରଫ

ଫନି ବାତ୍ୟା ଟଙ୍କା ହଡ଼ପ କରି ୨ ଗିରଫ। ଜଣ ପୂର୍ବତନ ବ୍ୟାଙ୍କ ମ୍ୟାନେଜର ଓ ଷଡ଼ଯନ୍ତ୍ରକାରୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା। ଅଭିଯୁକ୍ତ ପୂର୍ବତନ ବ୍ଯାଙ୍କ ମ୍ୟାନେଜର ସରୋଜ କାନ୍ତ ମହାପାତ୍ର ଓ ସହଯୋଗୀ ତଥା ଷଡ଼ଯନ୍ତ୍ରକାରୀ ଆଞ୍ଜେଲ ମିଶ୍ର ଗିରଫ। ଏମାନଙ୍କ

ଅନୁଦାନପ୍ରାପ୍ତ ସ୍କୁଲର ମହିଳା କର୍ମଚାରୀଙ୍କୁ ମିଳିବ ୧୮୦ ଦିନର ମାତୃତ୍ୱ ଛୁଟି

ଭୁବନେଶ୍ୱର : ଅନୁଦାନପ୍ରାପ୍ତ ବେସରକାରୀ ଉଚ୍ଚତର ଶିକ୍ଷା ଅନୁଷ୍ଠାନରେ କାର୍ଯ୍ୟ କରୁଥିବା ବ୍ଲକ ଗ୍ରାଣ୍ଟ କର୍ମଚାରୀଙ୍କ ବିଭିନ୍ନ ସେବା ସୁବିଧା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ଏହି ବ୍ଲକ ଗ୍ରାଣ୍ଟ କର୍ମଚାରୀମାନେ ବାର୍ଷିକ ପନ୍ଦର ଦିନର ସାମୟିକ ଛୁଟି ପାଇବେ। ଏଥି ସହିତ

ମେଣ୍ଟ ଚର୍ଚ୍ଚା ହୋଇନି, ସବୁ ଆସନ ପାଇଁ ପ୍ରସ୍ତୁତି କରୁଛୁ:  ଲତା ଉସେଣ୍ଡି

ଭୁବନେଶ୍ୱର: କୌଣସି ମେଣ୍ଟ ଚର୍ଚ୍ଚା ହୋଇନି । ସବୁ ଆସନ ପାଇଁ ଆମେ ପ୍ରସ୍ତୁତି କରୁଛୁ ବୋଲି ଆଜି ଏପରି କହିଛନ୍ତି ବିଜେପି ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି । ସେ ଆହୁରି କହିଛନ୍ତି,‘‘ ଦିଲ୍ଲୀରେ ହୋଇଥିବା ବୈଠକରେ ପ୍ରତିଟି ଆସନ ପାଇଁ ଆଲୋଚନା

ଇବ୍ ନଦୀରୁ ମିଳିଲା ଦୁଇ ନାବାଳକଙ୍କ ସମେତ ତିନି ମୃତଦେହ

ସୁନ୍ଦରଗଡ଼: ଜନ୍ମଦିନରେ ପରିବାର ସହ ବଣଭୋଜି କରିବାକୁ ଯାଇ ଇବନଦୀ ସେମିନା ଘାଟରେ ୩ଜଣ କକାପୁଅ ଭାଇ ବୁଡ଼ି ଯାଇଥିଲେ। ଆଜି ସକାଳୁ ୩ଟି ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ।ଗତକାଲି ସୁନ୍ଦରଗଡ଼ ସହର ରିଜେଣ୍ଟ ମାର୍କେଟର ମହମ୍ମଦ ଫରାନ (୧୫) ମହମ୍ମଦ ରିଜୱାନ (୧୭) ଓ ମହମ୍ମଦ ସାହିଦ

ବିଭିନ୍ନ ବିଭାଗରେ ୧୨୯୪ ଜଣଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଭିନ୍ନ ବିଭାଗରେ ୧୨୯୪ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି। ଏହାସହ ନବ ନିଯୁକ୍ତ କର୍ମଚାରୀଙ୍କୁ ଦିଗଦର୍ଶନ ଦେଇଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଅର୍ଥ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, କ୍ରୀଡ଼ା ଓ ଯୁବସେବା ବିଭାଗ, ଇସ୍ପାତ ଓ ଖଣି