Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବିଜେପି ସହ ଆସନ ବୁଝାମଣା: ଦିଲ୍ଲୀ ଗଲେ ପାଣ୍ଡିଆନ ଓ ବବି
ଭୁବନେଶ୍ବର : ଦୀର୍ଘ ୧୫ବର୍ଷ ପରେ ବିଜେପି ନେତୃତ୍ୱାଧୀନ ଏନଡିଏ ମେଂଟକୁ ଫେରିବ ବିଜେଡି । ଗତକାଲି ଦୁଇଦଳ ଭିନ୍ନ ଭିନ୍ନ ବୈଠକ କରି ଦଳୀୟ ନେତାମାନଙ୍କୁ ସମ୍ଭାବ୍ୟ ମେଂଟ ସମ୍ପର୍କରେ ଆନୁଷ୍ଠାନିକ ଭାବେ ଅବଗତ କରିବା ପରେ ଆଜି ଏହି ପ୍ରକ୍ରିୟା ଆଉ ପାଦେ ଆଗେଇବାର ସମ୍ଭାବନା ରହିଛି ।!-->…
ପୋଲସରାରେ ଚାଞ୍ଚଲ୍ୟ: ଘର ଭିତରୁ ମା’ ଓ ୨ ବର୍ଷୀୟ ଶିଶୁକନ୍ୟାର ମୃତଦେହ ଉଦ୍ଧାର
ପୋଲସରା: ଗଞ୍ଜାମ ଜିଲ୍ଲା ପୋଲସରା ଥାନା ନିମିନା ପଞ୍ଚାୟତ ସାନ ବରଗାଁ ଗ୍ରାମ ବାଲିହତାରେ ଏକ ଅଭାବନୀୟ ଘଟଣା ଘଟିଛି। ଆଜି ସନ୍ଧ୍ୟାରେ ଘରର ଗୋଟିଏ କୋଠରିରୁ ମା’-ଝିଅଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତକମାନେ ହେଲେ ମାଆ ମାଣିକ ଗୌଡ଼(୩୦) ଓ!-->…
ନାତୁଣୀଙ୍କୁ ସରକାରଙ୍କ ହାତରେ ଟେକିଦେଲା ଜେଜେ ବାପା
ବରଗଡ଼ : ବରଗଡ଼ ଜିଲ୍ଲା ଝାରବନ୍ଧ ଥାନା ଶାଖାଡୁଙ୍ଗୁରୀ ଗାଁର ମୁକୁନ୍ଦ ବନଛୋର ତାଙ୍କ ୯ ବର୍ଷର ନାତୁଣୀଙ୍କୁ ସରକାରଙ୍କ ହାତରେ ଟେକି ଦେଇଛନ୍ତି। ଗୋଟିଏ ପଟେ ଦାରିଦ୍ର୍ୟ ଓ ଅନ୍ୟପଟେ ଜୀବନର ଅନ୍ତିମ ପାହାଚରେ ପହଞ୍ଚି ସାରିଥିବା ମୁକୁନ୍ଦ ତାଙ୍କ ନାତୁଣୀଙ୍କ ଭବିଷ୍ୟତ ଚିନ୍ତା କରି ଅଥୟ!-->…
ଓଡ଼ିଶାର ସ୍ବାର୍ଥ ପାଇଁ ଆବଶ୍ୟକତାକୁ ଧ୍ୟାନଦେଇ ନିଷ୍ପତ୍ତି ନିଆଯିବ: ବିଜେଡି
ଭୁବନେଶ୍ବର: ନବୀନ ନିବାସରେ ଆଜି ୨ଟି ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି। ଅପରାହ୍ଣ ୩ଟାରୁ ୫ଟା ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ବୈଠକ ହୋଇଥିଲା। ଦ୍ବିତୀୟ ପର୍ଯ୍ୟାୟରେ ପୁଣି ସନ୍ଧ୍ୟା ୬ଟାରେ ବୈଠକ ବସିଥିଲା। ଦ୍ବିତୀୟ ପର୍ଯ୍ୟାୟର ବୈଠକ ଶେଷ ହେଲା ପରେ ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର!-->…
ଆନନ୍ଦପୁର ବିଭତ୍ସ ହତ୍ୟା ଘଟଣା: ୫ ଦୋଷୀଙ୍କୁ ଫାଶି ଦଣ୍ଡାଦେଶ
କେନ୍ଦୁଝର: ଆନନ୍ଦପୁର ପୂର୍ବତନ ବ୍ଲକ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରା ହତ୍ୟା ମାମଲା । ୫ ଦୋଷୀଙ୍କୁ ଫାଶି ଦଣ୍ଡାଦେଶ ଶୁଣାଇଲେ କୋର୍ଟ । ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଆଜି ଏହି ରାୟ ଶୁଣାଇଛନ୍ତି । ଫାଶି ଦଣ୍ଡାଦେଶ ପାଇଥିବା ଦୋଷୀ ହେଲେ ଅଜିତ ପୃଷ୍ଟି, ସଞ୍ଜୀବ ପୃଷ୍ଟି, ଅଲେଖ ପୃଷ୍ଟି, ଅରୁଣ!-->…
ମାଲିକାଣିଙ୍କୁ ହତ୍ୟା କରି ଗିରଫ ହେଲା କାଠମିସ୍ତ୍ରୀ
ଭୁବନେଶ୍ବର: ଏକତରଫା ପ୍ରେମର କରୁଣ ପରିଣତି। ପ୍ରେମ ନେଲା ମାଲିକାଣୀର ଜୀବନ। ଗିରଫ ହେଲା ହତ୍ୟାକାରୀ କାଠମିସ୍ତ୍ରୀ। ମୃତ ମହିଳାଙ୍କ ସ୍ୱାମୀଙ୍କ ଦୋକାନରେ କାମ କରୁଥିଲା ଅଭିଯୁକ୍ତ ନନ୍ଦ କିଶୋର ଓଝା। ଏକତରଫା ପ୍ରେମ କରି ବିଫଳ ହେବାରୁ ମଙ୍ଗଳାବାର ସନ୍ଧ୍ୟାରେ ମହିଳାଙ୍କୁ ହତ୍ୟା!-->…
କଂଗ୍ରେସକୁ ଫେରିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା
ନୂଆଦିଲ୍ଲୀ/ଭୁବନେଶ୍ବର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରାକାନ୍ତ ଜେନା ବୁଧବାର କଂଗ୍ରେସରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀରେ ଏଆଇସିସିର ମୁଖ୍ୟ କାର୍ଯ୍ୟାଳୟ ୨୪ ଆକବର ରୋଡରେ ଓଡିଶା ପ୍ରଭାରୀ ଡକ୍ଟର ଅଜୟ କୁମାର ଓ ଅନ୍ୟାନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ!-->…
ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ, ଜମି ପଟ୍ଟା ପାଇଁ ନେଉଥିଲେ ଲାଞ୍ଚ
ଗଞ୍ଜାମ: ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ । ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ । ଅଭିଯୁକ୍ତ ହେଲେ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ତହସିଲର ରାଜସ୍ବ ନିରୀକ୍ଷକ ପ୍ରମୋଦ କୁମାର ବେହେରା । ଏହି ଘଟଣାରେ ବିଦ୍ୟାଧର ପ୍ରଧାନ ନାମକ ଅନ୍ୟ ଜଣେ ବ୍ୟକ୍ତିଙ୍କର!-->…
ପ୍ରୟାସକାନ୍ତି ସାମଲଙ୍କୁ ପ୍ରାୟ ୧୮ ଘଣ୍ଟାର ଜେରା: ଭୋର ସାଢ଼େ ୪ଟାରେ ଛାଡ଼ିଲା ଇଡି
ଭୁବନେଶ୍ବର: ବରପଦା ଇଞ୍ଜିନିୟରିଂ କଲେଜର ଜମି ଦୁର୍ନୀତି ମାମଲାରେ ଇଡିରେ ହାଜର ହୋଇଥିବା ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କୁ ପ୍ରାୟ ୧୮ ଘଣ୍ଟାର ଜେରା କରାଯାଇଥିଲା। ଆଜି ଭୋର ସାଢ଼େ ୪ଟାରେ ପ୍ରୟାସକାନ୍ତି ଇଡି କାର୍ଯ୍ୟାଳୟରୁ!-->…
ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ ଫେଲୋସିପ୍ ପ୍ରୋଗ୍ରାମର ଶୁଭାରମ୍ଭ, ଓଡ଼ିଶା ବ୍ରାଣ୍ଡକୁ ପ୍ରୋତ୍ସାହିତ କରିବାରେ ହେବ…
ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ ଫେଲୋସିପ୍ର ଶୁଭାରମ୍ଭ କରାଯାଇଛି। ଏହି ଫେଲୋସିପ୍ ଆଶାୟୀ ବ୍ୟକ୍ତିମାନଙ୍କୁ ଫ୍ଲାଗସିପ୍!-->…