Browsing Category

ଓଡିଶା

ଜୀବିତ ଥାଉ ଥାଉ ହିତାଧିକାରୀଙ୍କୁ ମୃତ ଘୋଷଣା

ଯାଜପୁର : ରାଜ୍ୟରେ ଥିବା କୃଷକଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ସରକାର କାଳିଆ ଯୋଜନା ଆରମ୍ଭ କରିଛନ୍ତି । ଏହା ଦ୍ଵାରା କୃଷକଙ୍କ ଆର୍ଥିକ ମାନଦଣ୍ଡ ଉନ୍ନତ ହେବା ସହ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କର ଆୟ ବୃଦ୍ଧି ହେଉଛି । ରାଜ୍ୟର ୪୭ ଲକ୍ଷ ୭୯ ହଜାରରୁ ଉର୍ଦ୍ଧ୍ବ ହିତାଧିକାରୀ ଏହି

କାଜୁ ଜଙ୍ଗଲ ନିକଟରୁ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର

ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମ ମଜୁରୀ (ଖୋଲ ତରଳା )ଗ୍ରାମ ନିକଟ କାଜୁ ଜଙ୍ଗଲ ନିକଟରୁ ଛାତ୍ରୀଙ୍କ ମୃତ ଦେହ ଠାବ ହୋଇଛି । ମୃତ ଛାତ୍ରୀ ଜଣକ ହେଲେ +2 ପ୍ରଥମ ବର୍ଷର ଛାତ୍ରୀ ଜସ୍ମିନୀ ସାହୁ । ମୃତ ଜସ୍ମିନୀ ଗତକାଲି ଦିନ ୨ଟା

ରାଜ୍ୟରେ ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କଲେନି ବିଜେପିର ନିର୍ବାଚନ ସହ ପ୍ରଭାରୀ

ଭୁବନେଶ୍ବର: ରାଜ୍ୟରେ ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କଲେନି ବିଜେପିର ନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି। କହିଲେ ଓଡ଼ିଶାରେ ହେବ ଡବଲ ଇଞ୍ଜିନ ସରକାର । ବିଜେଡି ସହିତ ଡବଲ ଇଞ୍ଜିନ ସରକାର କି ପ୍ରଶ୍ନରେ ସିଧାସଳଖ ଉତ୍ତର ଦେଇନଥିଲେ । କହିଛନ୍ତି ଓଡିଶା ରେ ଡବଲ ଇଞ୍ଜିନର ସରକାର ହେବ। ଆଉ ଡବଲ

୫ରେ ଆସିବେ ପ୍ରଧାନମନ୍ତ୍ରୀ ମୋଦି, ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟ ସଚିବ

ଭୁବନେଶ୍ବର: ଆାସନ୍ତା ୫ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଯାଜପୁର ଜିଲ୍ଲା ଚଣ୍ଡିଖୋଲ କାର୍ଯ୍ୟକ୍ରମରେ ଯୋଗ ଦେବାର କର୍ଯ୍ୟକ୍ରମ ରହିଛି । ଏହି ପରିପ୍ରେକ୍ଷୀରେ ପ୍ରଶାସନିକ ପ୍ରସ୍ତୁତି ପାଇଁ ସମ୍ପର୍କରେ ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ ବସିଥିଲା । ୫

୯୭୭ ଜଣ ଅଧ୍ୟାପକଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର : ୯୭୭ ଜଣ ଅଧ୍ୟାପକଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର। ୮୭ ଜଣ ଗ୍ରାମ ପଞ୍ଚାୟତ ବିକାଶ ଅଧିକାରୀ , ୫୭ ସମବାୟ ସମିତି ନିରୀକ୍ଷକ ଏବଂ ସୂଚନା ଓ ଲୋକସଂପର୍କ ବିଭାଗରେ ଗ୍ରୁପ ସି ସ୍ତରରେ ୩୧ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି ସରକାର। ଆଜି ନିଯୁକ୍ତି ପାଇଥିବା ୯୭୭ ଜଣ ଅଧ୍ୟାପକ

ଖରାଦିନ ପାଇଁ ପ୍ରସ୍ତୁତ ରହିବାକୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ

ଭୁବନେଶ୍ବର: ଭୀଷଣ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛି । ଖରାଦିନ ପାଇଁ ଶିକ୍ଷାନୁଷ୍ଠାନରେ ଉପଯୁକ୍ତ ବ୍ୟବସ୍ଥା କରାଇବାକୁ ଚିଠି ଲେଖିଛି ବିଭାଗ । ଏହା ସହ ସମସ୍ତ ସମସ୍ତ ସ୍କୁଲ, କଲେଜ ଓ ଅନ୍ୟାନ୍ୟ

ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାମାନ ଦାସୁଡୁ ଗୋଷ୍ଠୀଙ୍କ ଦ୍ଵାରା ପ୍ରଚାର

ଛତ୍ରପୁର : ରାଜ୍ୟ ସରକାର ଙ୍କ ବିଭିନ୍ନ ଯୋଜନା ଗୁଡିକୁ ପାରମ୍ପରୀକ ଲୋକକଳା ମାଧ୍ୟମରେ ପ୍ରଚାର ପ୍ରୟାସ କରାଯିବା ନେଇ ଛତ୍ରପୁର ବ୍ଲକ ର ୩୧ ଗୋଟି ବ୍ଲକ ସାଂସ୍କୃତିକ ଦଳ ପଞ୍ଜୀକୃତ ହୋଇଥିଲେ । ସେମାନେ ଛତ୍ରପୁର ବ୍ଲକ୍ ର ୧୮ ଗୋଟି ପଞ୍ଚାୟତ ବୁଲି ବୁଲି ରାଜ୍ୟ ସରକାର ଙ୍କ ବିଭିନ୍ନ

ରାଜଧାନୀରେ ଯୁବ କଂଗ୍ରେସ ବିକ୍ଷୋଭ: ପୋଲିସ ଉପରକୁ ଅଣ୍ଡାମାଡ଼

ଭୁବନେଶ୍ବର: ସରକାରଙ୍କ ବିରୋଧରେ ତାତିଲା ଯୁବ କଂଗ୍ରେସ । ସରକାରଙ୍କ ବିଫଳତାକୁ ମୁଦ୍ଦା କରି ଯୁବ କଂଗ୍ରେସର ପ୍ରତିବାଦ । ରଣହୁଙ୍କାର ଦେଇ ନବୀନ ନିବାସ ଅଭିମୁଖେ ମାଷ୍ଟରକ୍ୟାଣ୍ଟିନରୁ ବାହାରିଥିଲା ଯୁବ କଂଗ୍ରେସ ରାଲି । ରାଲିରେ ସାମିଲ ହୋଇଥିଲେ ଶତାଧିକ କଂଗ୍ରେସ କର୍ମୀ । ରାଲିକୁ

ବଢ଼ିଲା ଗଣଶିକ୍ଷକଙ୍କ ଦରମା, ମାସିକ ଦରମା ୭ ହଜାରରୁ ୧୦ ହଜାରକୁ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଗଣଶିକ୍ଷକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ବଢ଼ିଲା ଗଣଶିକ୍ଷକଙ୍କ ଦରମା । ମାସିକ ଦରମା ୭ ହଜାରରୁ ୧୦ ହଜାରକୁ ବଢ଼ାଯାଇଛି । ଖାଲି ଏତିକି ନୁହେଁ OTET ପାସ୍ କରିଥିବା ଗଣଶିକ୍ଷକ ହେବେ ଏକ୍ସ କ୍ୟାଡର ସହକାରୀ ଶିକ୍ଷକ। OTET ପାସ୍ କରିନ ଥିବା

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସାମିଲ ହେଲେ ରାଷ୍ଟ୍ରପତି

ବ୍ରହ୍ମପୁର: ଓଡିଶା ଗସ୍ତର ତୃତୀୟ ଦିନରେ ବ୍ରହ୍ମପୁରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି । ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଆୟୋଜିତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ସାମିଲ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥିରେ ସ୍ୱର୍ଣ୍ଣ ପଦକ ପାଇବାକୁ ଥିବା ୧୦ ଜଣଙ୍କୁ ପଦକ