Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
କଟକ SCBରେ ବିରଳ ଅସ୍ତ୍ରୋପଚାର: ୫୧ ବର୍ଷିୟ ବ୍ୟକ୍ତିଙ୍କ ଛାତିରୁ ବାହାରିଲା ଛୁଞ୍ଚି
କଟକ : କଟକ SCBରେ ବିରଳ ଅସ୍ତ୍ରୋପଚାର । ଛାତିରୁ ବାହାରିଲା ଛୁଞ୍ଚି । କାଡିଓ ଥୋରସିସ ଭାସ୍କୁଲାର ସର୍ଜରି ବିଭାଗ ପକ୍ଷରୁ ଏହି ବିରଳ ଅସ୍ତ୍ରୋପଚାର କରାଯାଇଛି । ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲାର ୫୧ ବର୍ଷ ବୟସ୍କ ନିବାସ ଶର୍ମା ଖଟ ଉପରେ ଶୋଇଥିବାବେଳେ ଛାତି ଭିତରେ ଏକ!-->…
ସ୍ୱର୍ଗଦ୍ୱାରରେ ବିଶିଷ୍ଟ ସାହିତ୍ୟିକ ସାତକଡି ହୋତାଙ୍କ ଶେଷକୃତ୍ୟ ସମ୍ପନ୍ନ
ପୁରୀ: ପଞ୍ଚଭୂତରେ ବିଲୀନ ହେଲେ ବରିଷ୍ଠ ସାହିତ୍ୟିକ ସାତକଡି ହୋତା । ପୁରୀ ସ୍ବର୍ଗଦ୍ବାର ଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷ ହୋଇଛି ସାତକଡି ହୋତାଙ୍କ ଅନ୍ତେଷ୍ଟିକ୍ରିୟା । ସାତକଡି ହୋତା ଅମର ରହେ ଧ୍ୱନି ଓ ତୋପ ସଲାମୀ ଦିଆଯିବା ପରେ ବଡ଼ପୁଅ ସଂଜୀବ ହୋତା ଶବାଧାର ରେ ମୁଖାଗ୍ନି!-->…
ନିର୍ବାଚନ ପୂର୍ବରୁ ବନ୍ଧୁକ ଦାଖଲ କରିବାକୁ କମିଶନରେଟ ପୋଲିସର ନିର୍ଦ୍ଦେଶ
ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ ବନ୍ଧୁକ ଦାଖଲ କରିବାକୁ ନିର୍ଦ୍ଦେଶ। ସାଧାରଣ ନିର୍ବାଚନ ପୂର୍ବରୁ କମିଶନରେଟ ପୋଲିସର ବ୍ୟାପକ ପ୍ରସ୍ତୁତି। ନିର୍ବାଚନ ସମୟରେ କେହି ଯେମିତି ଲାଇସେନ୍ସ ପ୍ରାପ୍ତ ବନ୍ଧୁକର ଅପବ୍ୟବହାର ନକରିବ ସେଥିଲାଗି ପୋଲିସ କଡ଼ା ପଦକ୍ଷେପ ନେଇଛି । ତେଣୁ ବନ୍ଧୁକ!-->…
ରାସ୍ତା ସମସ୍ୟା, ଗାଁକୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଘରେ ପ୍ରସବ କଲେ ମହିଳା…
ପ୍ରସବା ମା, ନବଜାତ ଶିଶୁ ପୁତ୍ରକୁ 6 କିମି ଷ୍ଟ୍ରେଚର ରେ ବୋହିଲେ ଆମ୍ବୁଲାନ୍ସ କର୍ମଚାରୀ...
ଗଞ୍ଜାମ ଜିଲ୍ଲାରେ ଇଡ଼ି ର ଚଢ଼ାଉ ଧର୍ମକୁ ଆଖି ଠାର : ଧର ଧର ମାର ମାର ନୀତିରେ ଵ୍ରହ୍ମପୁର ରେ ଚଢ଼ାଉ……!
ବ୍ରହ୍ମପୁର: ୧୨-୨ ଗତ ଗୁରୁବାର ଦିନ ବ୍ରହ୍ମପୁର ରେ ଇଡ଼ି ଚଢ଼ାଉ ସମ୍ପର୍କ ରେ ଖବର ଚାରିଆଡେ ଚର୍ଚ୍ଚା ହେବା ପରେ ପ୍ଲଟ ବ୍ୟବସାୟୀ ଓ ବିଲଡ଼େର ଙ୍କ ମଧ୍ୟରେ ଛନକା ପଶିଥିଲା। ହେଲେ ବ୍ରହ୍ମପୁର ର ପ୍ରତିଷ୍ଠିତ ତିନିଜଣ ବିଲଡ଼େର ଙ୍କ ବିଭିନ୍ନ ଅନୁଷ୍ଠାନ ଓ ସଂସ୍ଥା ଉପରେ ଇଡ଼ି ପକ୍ଷରୁ ଚଢ଼ାଉ!-->…
ଭାରସାମ୍ୟ ହରାଇଲା ପିକ୍ଅପ୍ ଭ୍ୟାନ୍; ୫ ଶ୍ରମିକ ମୃତ, ୨୫ରୁ ଊର୍ଦ୍ଧ୍ବ ଗୁରୁତର
ଗୋଲାମୁଣ୍ଡା: ଚାଷକାମରୁ ଶ୍ରମିକମାନଙ୍କୁ ନେଇ ଫେରୁଥିବା ପିକ୍ଅପ୍ ଭ୍ୟାନ୍ ରବିବାର ସନ୍ଧ୍ୟାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧୀନ ଡୋକରିପଡ଼ା ଠାରେ ଏହି ଅଘଟଣ ଘଟିଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୨୫ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଜିଲ୍ଲାର!-->…
ମଦ ନିଶାରେ ନିଜର ୫ ମାସର ଶିଶୁପୁତ୍ରକୁ କଚାଡ଼ି ମାରି ଦେଲା ବାପା
ପାଇକମାଳ: ମଦ୍ୟପ ପିତାର ଉନ୍ନତ୍ତ କାଣ୍ଡ। ମଦ ନିଶାରେ ନିଜର ୫ମାସର ଶିଶୁ ପୁତ୍ରକୁ କଚାଡ଼ି ମାରି ଦେଲା। ଏଭଳି ଅବାବନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ପାଇକମାଳ ଥାନା ଚେରଙ୍ଗାଝାଞ୍ଜ ଗ୍ରାମରେ। ପୁଲିସ ଶବକୁ ଜବତ କରିଛି। ଶିଶୁର ପିତାକୁ ଗିରଫ କରି ପୁଲିସ ତଦନ୍ତ କରୁଛି। ସୂଚନା!-->…
କେନ୍ଦୁପତ୍ର ତୋଳାଳିଙ୍କ ବୋନସ୍ ବୃଦ୍ଧି କଲେ ରାଜ୍ୟ ସରକାର
ସମ୍ବଲପୁର: କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ଖୁସି ଖବର । ବଢିଲା କେନ୍ଦୁପତ୍ର ତୋଳାଳିଙ୍କ ବୋନସ୍ । ୨୫ ପ୍ରତିଶତରୁ ୫୦ ପ୍ରତିଶତକୁ ବୋନସ୍ ବୃଦ୍ଧି କଲେ ରାଜ୍ୟ ସରକାର । ଉପକୃତ ହେବେ ୮ ଲକ୍ଷ ୫୦ ହଜାର ତୋଳାଳି । ଏଥିପାଇଁ ୯୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ସମ୍ବଲପୁର!-->…
ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା: ଅଭିଯୁକ୍ତ ଥାନାରେ ଅଟକ
ରାଉରକେଲା: ଗତକାଲି ବେଦବ୍ୟାସ ଆଇଡିସି ମାରେଙ୍ଗପିଢ଼ି ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଯାଇଛି। ସ୍ଥାନୀୟ ଅଞ୍ଚଳ ଯୁବକ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ତଣ୍ଟି ଚିପି ହତ୍ୟା କରିଥିବା ଜଣାପଡିଛି। ନାବାଳିକାଙ୍କ ଘର ଲହୁଣୀପଡା ଅଞ୍ଚଳରେ। ସେ ତାଙ୍କ ପରିବାର ସହ ମାରେଙ୍ଗପିଢ଼ିର ସମ୍ପର୍କୀୟଙ୍କ!-->…