Browsing Category

ଓଡିଶା

ପାଠ୍ୟ ପୁସ୍ତକରେ ତ୍ରୁଟି ଘଟଣାର ତଦନ୍ତ ଶେଷ, ୭ ଦିନ ଧରି ଚାଲିଥିଲା ତନାଘନା

ଭୁବନେଶ୍ୱର : ପିଲାଙ୍କ ପାଠପଢ଼ା ବହିରେ ମାଳମାଳ ତ୍ରୁଟି ଘଟଣାରେ ତଦନ୍ତ ପାଇଁ ଉନ୍ନୟନ କମିଶନର ଦେଓ ରଂଜନ କୁମାର ସିଂହଙ୍କ ନେତୃତ୍ବରେ ଗଠିତ ୩ ଜଣିଆ କମିଟିର ଅବଧି ସରିଛି । ୭ ଦିନ ଧରି ତନାଘନା କରିବା ପରେ ପୁସ୍ତକ ପ୍ରସ୍ତୁତିରେ କାହାର ଭୂମିକା କ’ଣ ରହିଥିଲା, କିଏ ଉତ୍ତରଦାୟୀ, କମିଟି…

ସିଙ୍ଗପୁରରେ ବାଣ ବିସ୍ଫୋରଣ: ପୁଅ ମୃତ, ବାପା ଓ ମାଆ ଗୁରୁତର

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁରରେ ବାଣ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ଅଛନ୍ତି । ଘଟଣାସ୍ଥଳରେ ପୁଅର ମୃତ୍ୟୁ ଘଟିଥିଲାବେଳେ ବାପା ଓ ମାଆ ଗୁରୁତର ଥିବା ଜଣାପଡିଛି । ମେଡିକାଲରେ ପୁଅକୁ ମୃତ ଘୋଷଣା କରିଥିଲେ…

ମିଳିଲାନି ୪ କାନ୍ଧ, ସାଇକେଲରେ ବୁହା ହେଲା ମୃତଦେହ

ପଦ୍ମପୁର : ପୁଅ ଅନ୍ୟ ଜାତିରେ ବିବାହ କରିଥିବାରୁ ମା’କୁ ମିଳିଲାନି ଚାରି କାନ୍ଧ| ପଦ୍ମପୁରରେ ଲଜ୍ଜା। ମିଳିଲାନି ୪ କାନ୍ଧ। ସାଇକେଲରେ ବୁହା ହେଲା ମୃତଦେହ। ବ୍ୟବସ୍ଥା ଉପରେ ପୁଣି ପ୍ରଶ୍ନ ଉଠିଛି। ଘଟଣାନୁଯାୟୀ, ବୃଦ୍ଧାଙ୍କର ୨ ପୁଅ ଦାଦନ ଯାଇ ଅନ୍ୟ ଜାତିରେ ବିବାହ କରିଥିଲେ। ତେଣୁ…

ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା

ବାଲେଶ୍ୱର : ବାଲେଶ୍ୱରରେ ଗୁରୁବାର ଏକ ବଡ ଘଟଣା ଘଟିଛି। ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅଡର ବଜାରରେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା ହୋଇଛି। ପ୍ରାୟ ୮ ରାଉଣ୍ଡ ଗୁଳି ଫୁଟାଇ ୨ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। ଗୁଳି ଫୁଟିଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଏଥିରେ ବ୍ୟବସାୟୀଙ୍କୁ…

ଆଜି ଶ୍ରୀମନ୍ଦିରରେ ଋକ୍ମିଣୀ ବିବାହ, ନୀତିକାନ୍ତି ପାଇଁ ୫ ଘଣ୍ଟା ଦର୍ଶନ ବନ୍ଦ

ପୁରୀ : ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଋକ୍ମିଣୀ ହରଣ ନୀତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଦେବୀ ଋକ୍ମିଣୀଙ୍କ ସହ ବିବାହ ନୀତି ସମ୍ପନ୍ନ ହୋଇଛି । ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ଋକ୍ମିଣୀ ହରଣ ଏବଂ ବିବାହ ଉତ୍ସବ ନୀତି ପାଳନ କରାଯିବାର ପରମ୍ପରା ରହିଆସିଛି ।…

ଚାଲାଣ ବେଳେ ମାଡିବସିଲା ବନ ବିଭାଗ, ୩୨୯ଟି କଇଁଛ ଜବତ, ୩ ଗିରଫ

ମାଲକାନଗିରି: ବନ ବିଭାଗକୁ ବଡ଼ ସଫଳତା। ବେଆଇନ କଇଁଛ ଚାଲାଣ ଉପରେ ଚଢ଼ାଉ କରି ମାଲକାନଗିରି ବନ ବିଭାଗ ୩୨୪ଟି କଇଁଛ ଜବତ କରିଛି। ଏହାସହ ୩ ଜଣଙ୍କୁ ଗିରଫ କରିଛି। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ବନ ବିଭାଗର ଟିମ୍ ଏକ ବୋଲେରୋ ଗାଡ଼ିକୁ ମାଲକାନଗିରି ଜିଲ୍ଲା ପଦ୍ମଗିରି ଛକ ନିକଟରେ ଅଟକାଇ…

ସରକାରୀ ସ୍କୁଲ୍‌ର ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ସ୍କୁଲ ବ୍ୟାଗ

ଭୁବନେଶ୍ୱର: ଛାତ୍ରୀଛାତ୍ରଙ୍କୁ ମିଳିବ ମାଗଣା ନୂଆ ସ୍କୁଲ ବ୍ୟାଗ୍‌। ନୂଆ ଶିକ୍ଷାବର୍ଷରେ ସରକାରୀ ସ୍କୁଲ୍‌ର ଛୋଟ ଛୋଟ ପିଲାଙ୍କୁ ନୂଆ ସ୍କୁଲ୍ ବ୍ୟାଗ୍ ଯୋଗାଇ ଦେବାକୁ ପ୍ରସ୍ତୁତି ଜୋରଦାର ହୋଇଛି । ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଏହି ବ୍ୟାଗ୍‌ ମିଳିବ। ପିଲାଙ୍କୁ…

ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଟ୍ୟୁସନ ସାରଙ୍କୁ ଉଠାଇନେଲା ପୋଲିସ

ଜଳେଶ୍ବର: ଜଳେଶ୍ବରରୁ ଆଶିଛି ଏକ ଅଭାବନୀୟ ଘଟଣା । କୋମଳମତି ଛାତ୍ରୀଙ୍କ ବିଶ୍ୱାସ ସହ ଖେଳ ଖେଳିଲା ମାଷ୍ଟର । ଟ୍ୟୁସନ ସାର୍ ଛାତ୍ରୀଙ୍କୁ ପାଠ ପଢ଼ାଉଥିଲେ । ସୁଯୋଗ ଦେଖି ଘଟାଇଥିଲେ ଜଘନ୍ୟ କାଣ୍ଡ । ଶିକ୍ଷକ ନାଁରେ କଳଙ୍କ । ଅଷ୍ଟମ ଶ୍ରେଣୀର ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ।…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ । ଲୋକସେବା ଭବନରେ ସୌଜନ୍ୟମୂଳକ ସାକ୍ଷାତ କଲେ କେନ୍ଦ୍ରମନ୍ତ୍ରୀ । ରାଜ୍ୟରେ ସାମାଜିକ ନ୍ୟାୟ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି। ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯିବ…

ବିଜେଡିର ମଙ୍ଗ ଧରିପାରନ୍ତି ସୁଜାତା ରାଉତ କାର୍ତ୍ତିକେୟନ

ଭୁବନେଶ୍ୱର : ଶଙ୍ଖ ଧରିବେ କି ସୁଜାତା ରାଉତ କାର୍ତ୍ତିକେୟନ ? ଓଡ଼ିଶା ରାଜନୀତିରୁ ସାମ୍ନାକୁ ଆସୁଛି ବଡ଼ ଖବର । ବିଜେଡିରେ ସାମିଲ ହୋଇ ପାରନ୍ତି ପୂର୍ବତନ ବରିଷ୍ଠ ଆଇଏଏସ୍ ଅଫିସର । ବିଜେଡିରେ ସାମିଲ ହୋଇପାରନ୍ତି ବୋଲି ଜୋରଦାର ଚର୍ଚ୍ଚା । ସୁଜାତା କିମ୍ବା ବିଜେଡି ପକ୍ଷରୁ କୌଣସି…